Harishchandra Aid Hiked
Bhubaneswar: Chief Minister Naveen Patnaik on Thursday enhanced the assistance being provided to perform last rites under Harischandra Sahayata Yojana. Earlier, Rs 2000 was given to the next of kin of a deceased person for performing last rites of the deceased in rural areas. This has been enhanced to Rs. 3000. Similarly, the amount of Harischandra Sahayata has been enhanced from...
୭୧ ହଜାରଙ୍କୁ ବାଣ୍ଟିଲେ ନିଯୁକ୍ତିପତ୍ର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ରୋଜଗାର ମେଳାରେ ଆଭାସୀ ମାଧ୍ୟମରେ ବିଭନ୍ନ କେନ୍ଦ୍ର ସରକାରୀ ବିଭାଗର ପ୍ରାୟ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ନିଯୁକ୍ତି ପାଇଥିବା ଏହି ନବନିଯୁକ୍ତମାନେ ଭାରତ ସରକାରଙ୍କ ବିଭିନ୍ନ ପଦପଦବୀ ଯଥା ଟ୍ରେନ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସିନିୟର କମର୍ସିଆଲ କମ ଟିକେଟ କ୍ଲର୍କ, ନିରୀକ୍ଷକ ଇନିସପେକ୍ଟର, ସବ ଇନିସପେକ୍ଟର, କନେଷ୍ଟବଳ, ଷ୍ଟେନୋ ଗ୍ରାଫର, କନିଷ୍ଠ ଲେଖାକାର, ଡାକ ସହାୟକ, ଆୟକର ନିରୀକ୍ଷକ, ଟିକସ ସହାୟକ,...
SOA On Next Gen
Bhubaneswar: Delegates from eight different countries, presently on an exposure trip to India to learn about the country’s democratic governance structure, will be attending a seminar on the subject to be held at Siksha ‘O’ Anusandhan (SOA) here on April 15. The Gen-Next Democracy Network program, as it is known, which has been organised by the Indian Council for Cultural...
Samal Questions Silence
Bhubaneswar: State BJP President Manmohan Samal on Thursday questioned the silence of Chief Minister Naveen Patnaik on the communal violence erupted in Sambalpur last evening. When the motorcycle rally organized for Hanuman Jayanti yesterday in Sambalpur was going on peacefully, the manner in which some anti-social Muslims pelted stones, attacked with swords, hit them with lathis, and burnt the vehicles...
ପାର୍କିନ୍ସନ୍ ପାଇଁ ସଚେତନତା ଆବଶ୍ୟକ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ବିଶ୍ୱ ପାର୍କିର୍ନ୍ସନ୍ ଦିବସ ପାଳିତ ହୋଇଯାଇଛି । ଏହି ରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ସମ୍ ହସ୍ପିଟାଲର ବ୍ଲଡ୍ ବ୍ୟାଙ୍କ ସମ୍ମୁଖରୁ ଏକ ୱାକାଥନ୍ ମଧ୍ୟ ଆୟୋଜିତ ହୋଇଥିଲା । ଏହି ପଦଯାତ୍ରାରେ ପ୍ରାୟ ୧୦୦ ଜଣ ଡାକ୍ତର, ନର୍ସ ଓ ମେଡିକାଲ୍ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହି ୱାକାଥନକୁ ସୋଆର...
ହଜାରେ ଟଙ୍କା ବଢିଲା ହରିଶ୍ଚନ୍ଦ୍ର ସହାୟତା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ହରିଶ୍ଚନ୍ଦ୍ର ସହାୟତାକୁ ଗ୍ରାମାଞ୍ଚଳ ପାଇଁ ଦୁଇ ହଜାରରୁ ତିନି ହଜାର ଟଙ୍କା ଏବଂ ସହରାଞ୍ଚଳ ଓ ପୁରୀ ସ୍ବର୍ଗଦ୍ବାର ପାଇଁ ତିନି ହଜାରରୁ ଚାରି ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିନିମନ୍ତେ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଏକ ରିଭଲଭିଂ ଫଣ୍ଡ ଖୋଲାଯାଇ ଏଥିପାଇଁ ୧୫ ହଜାର ଟଙ୍କା ଲେଖାଏ ଅର୍ଥ ପ୍ରଦାନ କରାଯାଇଛି। ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ...
ଫଟୋରେ ଭୁବନେଶ୍ୱରର ଗୌରବମୟ ଅତୀତ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଗୌରବମୟ ଅତୀତ ଓ ବର୍ତ୍ତମାନକୁ ଏକତ୍ରିତ କରି ଭୁବନେଶ୍ୱରର ପ୍ରାଚୀନ ଐତିହ୍ୟ, ପ୍ରତିଷ୍ଠା, କ୍ରମବିକାଶ ଓ ସମୃଦ୍ଧିର ବାର୍ତ୍ତାବହନ କରିଛି । ମନ୍ଦିରମାଳିନୀ ଭୁବନେଶ୍ୱର ଆଜି ଭାରତର ଏକ ଅତ୍ୟାଧୁନିକ ସହରରେ ପରିଣତ ହୋଇଛି । ଦୀର୍ଘ ୭୫ ବର୍ଷର ଇତିହାସକୁ ଏହି ପ୍ରଦର୍ଶନୀରେ ଯେଉଁଭଳି ସାବଲୀଳ ଢଙ୍ଗରେ ସ୍ଥାନିତ କରାଯାଇଛି ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର...
ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ସମୀକ୍ଷା
ଭୁବନେଶ୍ୱର : ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବିଭିନ୍ନ ବିଭାଗମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ କ୍ଷେତ୍ରୀୟ...
State On Heat Wave Combat Mode
Bhubaneswar: Satyabrata Sahu, Special Relief Commissioner & ACS Revenue & Disaster Management said that various steps have been taken to combat the heat wave situation in the State. Jal Chhatras have been opened in strategic locations like market places, bus stands and crowded places in rural and urban areas. Besides, arrangement for supply of drinking water through tanker has been...
Battle Begins For Jharsuguda
Bhubaneswar: With the issuance of formal notification and nomination of candidates by three principal parties, battle begins for by-election to Jharsuguda Assembly seat. Chief Electoral Officer (CEO), Odisha Nikunja Bihari Dhal has issued the notification for the by-poll on Thursday. The seat of Naba Kishore Das, in the Odisha Legislative Assembly elected from 07–Jharsuguda Assembly Constituency has fallen vacant on 30th...









