Congress Dips Further!!!
Bhubaneswar: Around a year ago, there was enthusiasm among the Congress rank and file in Odisha when AICC changed the State Unit President Niranjan Patnaik and installed Sarat Pattnayak as the new OPCC Chief. The Congress people who thought that Niranjan has slowed down due to age factor and Sarat can properly revive the party in the state, now see...
More Revenue From Excise
Cuttack: With Ashish Kumar Singh, Excise Commissioner, Odisha has given top priority for revenue collection and enforcement activities in Excise Sector, more revenue is expected from this sector. The annual review meeting was held under chairmanship of Shri Singh to review collection of revenue, enforcement activities.The Excise Department have given top priority to enforcement activities for which the detection...
ସାଇବର ଠକେଇରେ ଦଣ୍ଡବିଧାନ ନଗଣ୍ୟ
ଭୁବନେଶ୍ୱର : ଓଡ଼ିଶାରେ ସାଇବର୍ ଅପରାଧ ବଢିବା ସହିତ ପ୍ରାୟ ପ୍ରତିଦିନ ଲୋକେ ସାଇବର୍ ଠକେଇର ଠିକାର ହେଉଥିବାବେଳେ ଏ ଧରଣର ଅପରାଧରେ ଦଣ୍ଡବିଧାନ ପ୍ରାୟ ହେଉ ନଥିବାରୁ ସମସ୍ୟା ଜଟିଳତର ହେଉଛି । ସାଇବର୍ ଓ ଅର୍ଥନୈତିକ ଅପରାଧର ତଦନ୍ତ ଓ ମାମଲା ପରିଚାଳନା ପାଇଁ ୧୪ଟି ସ୍ୱତନ୍ତ୍ର ଥାନା ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର, ରାଉରକେଲା, କେଉଁଝର, କଳାହାଣ୍ଡି, ମୟୁରଭଞ୍ଜ, ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ, ବ୍ରହ୍ମପୁର, କନ୍ଧମାଳ ଓ କୋରାପୁଟରେ ଖୋଲାଯାଇଛି । ଏହାସହିତ ରାଜ୍ୟର ସମସ୍ତ ଥାନାକୁ ସାଇବର୍ ଅପରାଧର...
Urge For Forest Fire Control
Bhubaneswar: Additional Chief Secretary (ACS) Forest, Environment and Climate Change, Satyabrata Sahu on Saturday held a high-level meeting to manage rising forest fire incidents in Odisha. He urged senior forest officials for control of forest fire. Expressing concern over the rising forest fire incidents during the past week, Shri Sahu advised senior forest officials to take steps not only to...
ପ୍ରକଳ୍ପରୁ ମିଳୁନି ସେଭଳି ସୁଫଳ
ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟସିଟି କର୍ତ୍ତୃପକ୍ଷ ୧୯ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବାବେଳେ ଏଥିରୁ ଅନେକ ପ୍ରକଳ୍ପରୁ ଲୋକେ ଯେଭଳି ସୁଫଳ ପାଇବାକଥା ତାହା ପାଇପାରୁ ନାହାନ୍ତି । ବିଶେଷକରି ସ୍ମାର୍ଟ ଜନପଥ, ମୋ ସାଇକେଲ, ମୋ ବସସେବା, ବହୁତଳୀୟ ପାର୍କିଂ ବ୍ୟବସ୍ଥା ଆଦି ଜନଜୀବନକୁ ସେଭଳି ସହଜ କରିପାରି ନାହିଁ । ସ୍ମାର୍ଟ ସିଟି ପ୍ରକଳ୍ପ ମଧ୍ୟରେ ୭.୫୦ କୋଟି ଟଙ୍କାରେ କାର୍ଯ୍ୟକାରୀ ହୋଇଛି ମୋ ସାଇକେଲ ଯୋଜନା । ତେବେ ଏହାର ଅବସ୍ଥା କେତେ ଦୟନୀୟ ରାସ୍ତାକଡରେ ପଡିଥିବା ଭଙ୍ଗା ସାଇକେଲକୁ...
କୃଷି ବିଜ୍ଞାନ ଛାତ୍ରଛାତ୍ରୀ ହିଁ ଦେଶ ପ୍ରଗତିର ପୁରୋଧା
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍) ପରିସରରେ ଜି-୨୦ଅଧ୍ୟକ୍ଷତା ପାଳନ ପରିପ୍ରେକ୍ଷୀରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବରିଷ୍ଠ ପ୍ରଶାସକ ତଥା କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ ବିଭାଗର ସଚିବ ଶ୍ରୀ ଜତୀନ୍ଦ୍ର ନାଥ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ବିଜ୍ଞାନ ର ଉନ୍ନତି ହିଁ ଦେଶର ଉନ୍ନତି ବୋଲି କହିଛନ୍ତି । କୃଷି, ମତ୍ସ୍ୟ, ପଶୁସମ୍ପଦ କ୍ଷେତ୍ରରେ ଅଭିବୃଦ୍ଧି ଦେଶକୁ ଅଗ୍ରସର କରିଛି...
ବନାଗ୍ନି ପ୍ରଶମନ ପାଇଁ ସଚେତନତା ଉପରେ ଗୁରୁତ୍ୱ
ଭୁବନେଶ୍ୱର : ବିଗତ କିଛି ଦିନର ବର୍ଦ୍ଧିତ ବନାଗ୍ନିକୁ ପ୍ରଶମନ କରିବା ପାଇଁ ଏକ ଜରୁରୀକାଳୀନ ସମୀକ୍ଷା ବୈଠକ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଗତ ସପ୍ତାହରେ ବଢ଼ିଥିବା ବନାଗ୍ନି ଉପରେ ଚିନ୍ତା ପ୍ରକଟ କରିବା ସହ ନିଆଁ ଲାଗିବା ପରେ ନୁହେଁ ବରଂ ଲାଗିବା ପୂର୍ବରୁ କିପରି ଏହାକୁ ରୋକା...
State Pacts With NPCI & Paytm
Bhubaneswar: To facilitate digital payment in Government services, the State Government on Saturday signed MoUs with National Payments Corporation of India (NPCI) and Paytm. The MoU with NPCI will help increase digital transactions in the government operation by effective use of NPCI’s digital payment solutions and develop innovative and replicable models for increasing digital transactions. Similarly, the MoU with Paytm is...
ଓଡ଼ିଶା ଫିନଟେକ୍ ଫେଷ୍ଟିଭାଲ୍ ଅନୁଷ୍ଠିତ
ଭୁବନେଶ୍ୱର : ଓଡ଼ିଶା ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ନ୍ୟାସନାଲ ପେମେଣ୍ଟ କର୍ପୋରେଶନ ଇଣ୍ଡିଆ ମିଳିତ ଆନୁକୁଲ୍ୟରେ ଓଡ଼ିଶାରେ ପ୍ରଥମଥର ପାଇଁ ଆଜି ଏକ ଦିବସୀୟ “ଓଡ଼ିଶା ଫିନଟେକ୍ ଫେଷ୍ଟିଭାଲ୍ -୨୦୨୩ ” ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଆଭାସୀ ଉପସ୍ଥିତି ମାଧ୍ୟମରେ ଶୁଭ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ ଯେ ମୁଁ ବହୁତ ଖୁସି, ଓଡିଶା ଫିଣ୍ଟେକ୍ ଫେଷ୍ଟିଭାଲ୍ ,...
ଓଡ଼ିଆରେ ହେବ ସିଏପିଏଫ ପରୀକ୍ଷା
ନୂଆଦିଲ୍ଲୀ : ଏଣିକି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ) ପାଇଁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କନେଷ୍ଟବଳ (ଜେନେରାଲ ଡ୍ୟୁଟୀ) ପରୀକ୍ଷା ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ଐତିହାସିକ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମଞ୍ଜୁରି ମିଳିଛି। କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ...










