ଆସନ୍ତା ଦେଢ଼ ବର୍ଷରେ ୧୦ ଲକ୍ଷ ନିଯୁକ୍ତି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ସବୁ ବିଭାଗ ଓ ମନ୍ତ୍ରଣାଳୟର ମାନବ ସମ୍ବଳ ସ୍ଥିତି ସମୀକ୍ଷା କରିଛନ୍ତି । ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ସରକାରଙ୍କ ଦ୍ଵାରା ମିଶନ ମୋଡରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ଲାଗି ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି; ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ବିଭାଗ ଓ ମନ୍ତ୍ରଣାଳୟର ମାନବ ସମ୍ବଳ ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ସରକାରଙ୍କ...
Satya’s New Jagannath Bhajan Out
Bhubaneswar: On the auspicious occasion of Debasnana Purnima, a new Bhajan of Veteran Bureaucrat and Jagannath devotee Satyabrata Sahu was released on Tuesday. Mr. Sahu has sung the Bhajan titled ‘Thaau Re Kalia ThaauTo Snahana Setiki Thhau’ very beautifully. The 4.41 minutes long Bhajan has been uploaded in Youtube (https://www.youtube.com/watch?v=UhKEqQVcC2s) Lyrics have been composed by Arun Mantri while music has been...
ଓଡିଶାର ଗଣପର୍ବ ରଜ ଆରମ୍ଭ
ଭୁବନେଶ୍ୱର : ଆଜି ଠାରୁ ତିନି ଦିନ ବ୍ୟାପି ଓଡିଶାର ଗଣପର୍ବ ରଜ ଆରମ୍ଭ ହୋଇଛି । ଆଜି ପହିଲି ରଜରେ ଓଡିଶାର ଗାଁ ଠୁ ସହର ଯାଏ ପିଠା ପଣାର ମହକ ସହିତ ରଜ ପାନ ଓ ଦୋଳିଖେଳ ଜମିଛି । ଆଉ ଦୁଇ ଦିନ ଧରି ସାରା ଓଡିଶାରେ ଏହା ପାଳନ କରାଯିବ । ରଜ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କରୋନା ମହାମାରୀର ପ୍ରକୋପ ଯୋଗୁଁ ବିଗତ ଦୁଇ ବର୍ଷଧରି ରଜପର୍ବ ଏକ ପ୍ରକାର...
Scanner On Teachers Certificate
Bhubaneswar: Amid allegations of fake certificates furnished by several teachers of Government Schools, the State Government has decided to scan certificates of all teachers recruited in the past three years. This decision was taken at a high-level meeting held under the Chairmanship of Development Commissioner PK Jena here on Monday. Principal Secretary Bishnupada Sethi along with senior officers of the...
Experts Bat For GRIDCO
Bhubaneswar: Financial Experts have advised Odisha Government to come to rescue of GRIDCO as the huge financial burden on the State Owned Energy Organization is passing through tough time. There is huge loan burden is on GRIDCO and every year, the State Owned PSU is coughing out Rs.700 Crore as interest liability. While Minister Finance NiranjanPujari organized a Pre-Budget discussion with...
Drone Scanner On Mine Blocks
Bhubaneswar: To bring in better governance, visibility and transparency in the operations of mines, the Department of Steel & Mines (DoSM) has decided to use drones and remote sensing technology in mining operations. According to official sources, the Department of Steel & Mines has floated a tender to hire an IT implementing agency for development and implementation of an intelligent...
ଖଣିକୁ ଜଗିବ ଡ୍ରୋନ
ଭୁବନେଶ୍ୱର : ଖଣି କାରବାର ଉପରେ ଏବେ ଡ୍ରୋନ ନଜର ରଖିବ । ଏଥି ସହିତ ରିମୋଟ ସେନସିଂ ଭଳି ଜ୍ଞାନକୌଶଳ ବ୍ୟବହାର ପାଇଁ ସ୍ଥିର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ସୂଚନା ପ୍ରଯୁକ୍ତି ବିଦ୍ୟା ସଂସ୍ଥାକୁ ନିୟୋଜିତ ସକାଶେ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଟେଣ୍ଡର ଜାରି ହୋଇଛି । ଡ୍ରୋନ ଦ୍ୱାରା ସଂଗୃହିତ ତଥ୍ୟ, ଫଟୋ ଓ ଭିଡିଓକୁ ଏହି ସଂସ୍ଥା ଏକ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ଲାଟଫର୍ମ ଉପଲବ୍ଧ କରାଇବା ସହିତ କୌଣସି ଠାରେ...
ପଛୁଆବର୍ଗ ତଥ୍ୟ ସଂଗ୍ରହ ସରିବ କେବେ?
ଭୁବନେଶ୍ୱର : ସର୍ବୋଚ୍ଚ ନ୍ୟାୟାଳୟର ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ୧୬ବର୍ଷ ଧରି ପଛୁଆବର୍ଗଙ୍କ ଆସନ ସଂରକ୍ଷଣ ସଂକ୍ରାନ୍ତୀୟ ‘କ୍ୱାଣ୍ଟିଫିଏବୁଲ ଡାଟା’ ସଂଗ୍ରହ କରାଯାଇ ପାରିନାହିଁ । କେବେ ସୁଦ୍ଧା ଏହି ତଥ୍ୟ ସଂଗୃହୀତ ହେବ ସେ ସଂକ୍ରାନ୍ତରେ ବି କେହି କିଛି କହିପାରୁ ନାହାନ୍ତି । ବିଶ୍ୱନାଥ ପ୍ରତାପ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ କେନ୍ଦ୍ର ସରକାର ମଣ୍ଡଳ କମିଶନଙ୍କ ସୁପାରିସ୍ ଲାଗୁ କରି ପଛୁଆବର୍ଗଙ୍କ ପାଇଁ ସରକାରୀ ଚାକିରିରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ତେବେ ଓଡ଼ିଶାରେ ସେତେବେଳର ମୁଖ୍ୟମନ୍ତ୍ରୀ...
କଳାଭୂମିରେ ଖୋଲା ପାଠାଗାର
ଭୁବନେଶ୍ୱର : ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଏବେ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛି । କଳାଭୂମିରେ ଆଜି ଏକ ଖୋଲା ପାଠାଗାର ଉଦ୍ଘାଟିତ ହୋଇଯାଇଛି । ଓଏସ୍ଆର୍ଟି ବସର ବାହ୍ୟ ଭାଗରେ ଓଡ଼ିଶାର ପରମ୍ପରା ଓ ପଶୁପକ୍ଷୀଙ୍କ କାହାଣୀକୁ ନେଇ ଭିନ୍ନ ଭିନ୍ନ ଚିତ୍ର ଅଙ୍କା ଯାଇଛି । ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟର ମିଳିତ ସହଯୋଗରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମର୍ଥନରେ ବକୁଳ ଫାଉଣ୍ଡେସନ୍ ଦ୍ୱାରା ଏହି ବସ୍ ପାଠାଗାର ପ୍ରତିଷ୍ଠା କରାଯାଇଛି । ଆଜି ଏହି ପାଠାଗାର ଉଦ୍ଘାଟନ ଉତ୍ସବରେ ରାଜ୍ୟସଭା...
ନକଲି ଶିକ୍ଷକଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି, ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ...









