କେନ୍ଦ୍ରର ଶାଗୁଣା ସୁରକ୍ଷା ଅଭିଯାନ

0

ଭୁବନେଶ୍ୱର : ସମଗ୍ର ଦେଶରୁ ଶାଗୁଣା ବଂଶ ଲୋକ ପାଉଥିବାବେଳେ ଏମାନଙ୍କ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ଦେଶରେ ୮ଟି ଶାଗୁଣା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ଜଣାଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ସୂଚନା ଅନୁଯାୟୀ ୧୯୯୦ ମସିହାରୁ ଦେଶରେ ଶାଗୁଣା ବଂଶ ହ୍ରାସ ପାଇବାରେ ଲାଗିଛି । ଅନେକ ରାଜ୍ୟରେ ଏହା ଏବେ ବିଲୁପ୍ତପ୍ରାୟ ଅବସ୍ଥା । ତେଣୁ ପରିବେଶର ବନ୍ଧୁ ଭାବେ ବିବେଚନା କରାଯାଉଥିବା ଏହି ପକ୍ଷୀଙ୍କୁ କିଭଳି...

ରସାୟନିକ ସାର ବ୍ୟବହାରରେ ଓଡିଶା ପଛରେ

ଭୁବନେଶ୍ୱର : କୃଷି ଉତ୍ପାଦନ ବୃଦ୍ଧି ପାଇଁ ଓଡିଶାରେ ରସାୟନିକ ସାର ପ୍ରୟୋଗ ବୃଦ୍ଧି ପାଇଥିଲେ ମଧ୍ୟ ଜାତୀୟ ହାର ଠାରୁ ଏ କ୍ଷେତ୍ରରେ ଆମ ରାଜ୍ୟ ଢେର ପଛରେ ରହିଛି । ସର୍ବଭାରତୀୟ ସ୍ତରରେ ହେକ୍ଟର ପିଛା ରସାୟନିକ ସାର ପ୍ରୟୋଗ ହାରାହାରି ପ୍ରାୟ ୧୩୫ କିଲୋ ରହୁଥିବାବେଳେ ଓଡିଶାରେ ଏହା ପାଖାପାଖି ୭୫ କିଲୋ ରହୁଛି । ତେବେ ଆଶ୍ୱାସନାର ବିଷୟ ହେଉଛି ଯେ ୧୯୭୦-୭୧ ବେଳକୁ ରାଜ୍ୟରେ ହେକ୍ଟର ପିଛା ହାରାହାରି ମାତ୍ର ୪ କିଲୋ ରସାୟନିକ ସାର...

ACS Sahu In Mayurbhanj

Baripada: Additional Chief Secretary (ACS) Revenue & Disaster Management and Forest, Environment & Climate Change, Satyabrata Sahu made a visit to Mayurbhanj district on Wednesday. He harped on timely completion of projects under 5T Charter. He held a review meeting with both forest and revenue department officials. The block-level officials of different blocks also joined the meeting through videoconferencing mode....

Heat Wave Continues Unabated

Bhubaneswar: Extreme heatwave conditions continued to grip across the state Wednesday with mercury breaching the 40 degrees Celsius mark at 30 places of Odisha. According to India Meteorological Department (IMD), Baripada recorded a maximum temperature of 44.5 degrees Celsius and became the hottest of the state for the day. As many as 11 places have registered a maximum temperature of 43...

କୋଭିଡ ପ୍ରସ୍ତୁତିର ସମୀକ୍ଷା

0

ନୂଆଦିଲ୍ଲୀ : ନିକଟରେ ସମଗ୍ର ଭାରତରେ କୋଭିଡ-୧୯ ମାମଲାଗୁଡ଼ିକର ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରେ କୋଭିଡ-୧୯ ସ୍ଥିତିର ଆକଳନ ଲାଗି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ଅଧ୍ୟକ୍ଷତା କରିଥିଲେ ଯେଉଁଠାରେ ବଢୁଥିବା କୋଭିଡ-୧୯କୁ ପ୍ରତିହତ ଲାଗି ସ୍ୱାସ୍ଥ୍ୟ ଭିତ୍ତିଭୂମି ଯଥା ଲଜିଷ୍ଟିକ୍ସ, ଔଷଧ, ଟୀକାକରଣ ଅଭିଯାନର ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ବୈଠକରେ କ୍ୟାବିନେଟ୍‍ ସଚିବ ଶ୍ରୀ ରାଜୀବ ଗୌବା, ନୀତି ଆୟୋଗର ସଦସ୍ୟ ଡକ୍ଟର...

ଭିନ୍ନକ୍ଷମ ହେବେ ସୁଦକ୍ଷ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟ୍‌ର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ  ସେଣ୍ଟର’ ଉଦ୍‌ଘାଟନ କରିଛନ୍ତି। ଏହାଦ୍ବାରା ରାଜ୍ୟର ଭିନ୍ନକ୍ଷମ ମାନଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି । ଜୟପୁର ଫୁଟ୍‌ର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଜରିଆରେ ସେମାନେ ହୋଇପାରିବେ ସକ୍ଷମ। ପ୍ରତିଷ୍ଠାତା ପଦ୍ମଭୂଷଣ ଡଃ  ଡି.ଆର ମେହେଟ୍ଟାଙ୍କ ଦ୍ବାରା ୧୯୭୫ ମସିହାରେ ଜୟପୁର ଫୁଟ୍‌ ସେଣ୍ଟର ପ୍ରତିଷ୍ଠିତ ହୋଇଥିଲା । ଏହାର ନାମ ହେଉଛି ଭଗବାନ ମହାବୀର...

BJP Questions Competence

0

Jharsuguda: State BJP President Manmohan Samal slammed the State Government over the incident. Shri Samal said a Media Meet here that "Last year also some tension erupted during Hanuman Jayanti celebration in Sambalpur. But it was controlled. However, this year, due to the State Government's incompetency, lack of foresight, or the Government knowingly wanting such incidents to happen, such...

Shutdown Affects Normal Life

0

Bhubaneswar: In protest of violence erupted during Hanuman Jayanti processions in Sambalpur last week, Vishwa Hindu Parishad on Wednesday called a 12-hour Shutdown in 14 districts. The Shutdown began at 6 a.m. and will continue till 6 p.m. on Wednesday. BJP, Bajrang Dal and some other political outfits supported the call by the VHP. The dawn-to-dusk shutdown has affected normalcy in...

Shaik Dayan; Super Driver

0

New Delhi: Veteran Driver, Shaik Dayan of Odisha has received Hero On The Road Award from Government of India. Shri Dayan runs busses with Odisha State Road Transport Corporation (OSRTC), a PSU of the Odisha Government. Shri Dayan is driving OSRTC Bus for long years and he has been awarded for 34 Years of Accident Free Service. With a view to...

Shah On Vision 2047

New Delhi: Union Minister Home Affairs, Amit Shah stressed on the need to fast-track the recruitment process and said that anticipating the future vacancies recruitment should be initiated well in advance. Shri Shah presided over a ‘Chintan Shivir’ of senior officers of Ministry of Home Affairs in New Delhi today.  The objective of the Chintan Shivir was to review...