Post Paid MV Fleet Card
Bhubaneswar : In an aim to bring transparency in management of fuel poured in different vehicles engaged by fire service, the State Government is going to introduce Post-paid MV fleet cards in two districts on pilot basis. To infuse transparency as mandated under 5T, introduction of post-paid MV fleet cards was finalised during a meeting held in the office of...
୮ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ
ଭୁବନେଶ୍ୱର : ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଓଡିଶାର ଅଭିବୃଦ୍ଧି ହାର ୮.୦ ରୁ ୮.୫ ପ୍ରତିଶତ ମଧ୍ୟରେ ରହିବାର ଆଶା କରାଯାଉଛି । ରାଜ୍ୟ ସରକାର ୨୦୨୨-୨୩ ବଜେଟ୍ ପ୍ରସ୍ତୁତ କରୁଥିବାବେଳେ ଏଭଳି ଅଭିବୃଦ୍ଧି ପାଇଁ ଯୋଜନା କରିଛନ୍ତି । ତେଣୁ ଆର୍ନ୍ତଜାତୀୟ ସ୍ତରରେ ଧିମା ଅଭିବୃଦ୍ଧି ସତ୍ୱେ ଓଡିଶାର ଅଭିବୃଦ୍ଧି ହାର ଆଶାନୁରୂପ ଭଲ ସ୍ଥିତିରେ ରହିବ ବୋଲି ଆଶା କରାଯାଉଛି । ଜାତୀୟ ଅର୍ଥନୀତି ତୁଳନାରେ ଓଡିଶାର ସ୍ଥିତି ଭଲ ରହିଛି । ଅଭିବୃଦ୍ଧି ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍...
ଗ୍ରାମୋଦ୍ୟୋଗ ଭବନ କେବେ?
ଭୁବନେଶ୍ୱର : ପ୍ରାୟ ୨୦ କୋଟି ଟଙ୍କାର ବ୍ୟୟ ଅଟକଳରେ ରାଜଧାନୀର ଖାରବେଳନଗର ଅଞ୍ଚଳରେ ଥିବା ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ପରିସର ମଧ୍ୟରେ ୧୯ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗ୍ରାମୋଦ୍ୟୋଗ ଭବନ ନିର୍ମାଣ ପାଇଁ ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ତାହାର କାମ ଏଯାବତ୍ ଆରମ୍ଭ ହୋଇନାହିଁ । ଏଠାରେ ଉଲ୍ଲେଖନୀୟ ଯେ ୨୦୦୩ ଅକ୍ଟୋବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଗ୍ରାମୋଦ୍ୟୋଗ ଭବନ ଲାଗି ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ସେଥିରେ ସେତେବେଳର...
ବଦଳିଲେ ୧୧ ଜିଲ୍ଲାପାଳ
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଜିଲ୍ଲାପାଳ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ୧୧ ଜିଲ୍ଲାର ଜିଲ୍ଲାପାଳ ବଦଳିଥିବାବେଳେ ରାଜ୍ୟର ୩ ମହାନଗର ନିଗମରେ ନୂଆ କମିଶନର ନିଯୁକ୍ତ ହୋଇଛନ୍ତି । ଏଥି ସହିତ ଭାରତୀୟ ପ୍ରଶାସନିକ ସେବାର ଆଉ କିଛି ଅଫିସରଙ୍କର ମଧ୍ୟ ବଦଳି ହୋଇଛି । ରାଜ୍ୟ ସରକାର ପ୍ରକାଶ କରିଥିବା ତାଲିକା ଅନୁଯାୟୀ ୨୦୧୧ ବ୍ୟାଚ୍ ଆଇଏଏସ୍ କେ ସୁଦର୍ଶନ ଚକ୍ରବର୍ତ୍ତୀ ଖୋରଧା ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିବାବେଳେ ୨୦୧୩ ବ୍ୟାଚ୍ ଆଇଏସ୍ ଗାଭିଲ ପରାଗ...
Odisha Eyes 8% Growth
Odisha’s Economy is expected to register growth in the range of 8.0 to 8.5 Percent in 2022-23. While the State Government is preparing its Budget for 2022-23, a projection is planned as per available scenario, which reveals that domestic drivers are gradually improving, though global factors are turning adverse. So Odisha economy is set to do much better than national economy....
SIT Probe On Elephant Death
Bhubaneswar: The State Government on Thursday formed a special investigation team (SIT) to investigate elephant deaths and recovery of skeletal remains of jumbos in the Athagarh forest division in Cuttack district. Principal Chief Conservator of Forests (PCCF), Odisha has constituted the high-level special investigation team led by Chief Conservator of Forests (CCF). A wildlife conservator and a senior official of...
State Effects Bureaucratic Reshuffle
Bhubaneswar: Following the complete revamp of the State Council of Ministers, the State Government on Thursday effected a major reshuffle among bureaucrats including Collectors, PDs, DRDA and Sub-Collectors. The General Administration & Public Grievance Department has issued a notification on transfer of the IAS officers. As per the order, Sudhansu Mohan Samal, a 2010 batch IAS Officer and Collector &...
ଓଡିଶା ଛୁଇଁଲା ମୌସୁମୀ
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଆଜି ସୂଚନା ଦେଇଛି । କିଛି ସମୟ ବିଳମ୍ବ ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡିଶାର କିଛି ଅଂଶରେ ପ୍ରବେଶ କରିଛି । ଏହାର ପ୍ରଭାବରେ କିଛି ଦକ୍ଷିଣର କେତେକ ଜିଲ୍ଲାରେ ଆଜି ବୃଷ୍ଟିପାତ ଅନୁଭବ ହୋଇଛି ବୋଲି ପାଣିପାଗ ବିଭାଗ କହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ମାଲକାନଗିରି, ନବରଙ୍ଗପୁର ଏବଂ ଓଡିଶାର ମାଲକାନଗିରି ଜିଲ୍ଲାକୁ ଯାଇ ଆଂଶିକ ଭାବେ ନୁଆପଡା, ରାୟାଗଡା ଏବଂ କାଲାହାଣ୍ଡି ଜିଲ୍ଲାକୁ...
Monsoon Reaches Odisha
Bhubaneswar: The Bhubaneswar Meteorological Centre on Thursday informed that the southwest monsoon has reached Odisha. After a brief delay, the southwest monsoon has advanced into some parts of southern Odisha. Under its influence, few southern districts experienced rainfall activities today, said the Met Centre. The southwest monsoon has advanced into the entire Malkangiri, Nabarangpur and Malkangiri districts of Odisha and partially...
ନିଜେ ଜାରି କରିଥିବା କଟକଣାକୁ ଭୁଲିଗଲେଣି
ଭୁବନେଶ୍ୱର : ରାଜଧାନୀରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୁଲିସ୍ ମଦୁଆଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଥିବାବେଳେ ମଦ ଦୋକାନପାଇଁ ନିଜେ ଜାରି କରିଥିବା କଟକଣାକୁ ଏକ ପ୍ରକାର ଭୁଲିଗଲାଣି । ଏହା କଡାକଡି ଭାବେ ପାଳନ ହେଲେ କେବଳ ଅପରାଧ କମିବ ନାହିଁ, ଅନକେ ଅପରାଧି ଅତି ସହଜରେ ପୁଲିସ୍ ହାତରେ ଧରାପଡିବେ । ମଦୁଆଙ୍କ ଲାଗି ରାଜଧାନୀରେ ଅପରାଧ ବେକାବୁ ହେବା ଦେଖି ତତ୍କାଳୀନ ପୁଲିସ୍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ମଦ ଦୋକାନ ପାଇଁ କେତେକ ନିୟମାବଳୀ ଜାରି କରିଥିଲେ...










