Vax to Protect Children from Pneumonia
Bhubaneswar: To protect children from pneumonia and reduce child deaths, the State Government on Wednesday launched Pneumococcal Conjugate Vaccine (PCV). From today onwards, PCV doses will be given to children under Routine Immunization Programme. It will benefit nearly 8 lakh young children annually and will reduce the risk of illness and death due to severe pneumonia. Each child will require three...
Partial Lockdown Continues Till 16 July
Bhubaneswar: As the State continues to witness around 3,000 Covid cases daily and high fatalities, Odisha Government on Wednesday extended partial lockdown restrictions till July 16. Briefing media persons through virtual mode, Chief Secretary SC Mahapatra said partial lockdown will remain in force in the State till July 16 as some districts still record a high number of cases. The State...
ପରିବାର ଲୋକଙ୍କୁ ମିଳିବ କୋଭିଡ ରୋଗୀଙ୍କ ଶବ
ଭୁବନେଶ୍ୱର: କୋଭିଡରେ ଚିକିତ୍ସିତ ହୋଇ ମୃତ୍ୟୁବରଣ କରୁଥିବା ରୋଗୀଙ୍କର ରିପୋର୍ଟ କୋଭିଡ ନେଗେଟେିଭ ହୋଇଥିଲେ ସେମାନଙ୍କ ପରିବାର ଲୋକେ ବର୍ତ୍ତମାନ ତାଙ୍କର ଶବ ନେବା ସହିତ ଶେଷ ରୀତିନୀତି କରିପାରିବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର କୋଭିଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ନୂତନ ନିୟମ ପାଳନ କରିବାକୁ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ତଥା ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସରକାରୀ ନିର୍ଦ୍ଦେଶାବଳୀ...
ଜୁଲାଇ ୧୬ଯାଏ ବଢିଲା ଲକଡାଉନ୍
ଭୁବନେଶ୍ୱର : ଲକଡାଉନ୍ କଟକଣାରେ ଆଂଶିକ କୋହଳ ସହିତ ରାଜ୍ୟ ସରକାର ଜୁଲାଇ ୧୬ତାରିଖ ପର୍ଯ୍ୟନ୍ତ ଏଏହାକୁ ବୃଦ୍ଧି କରିଛନ୍ତି । କମ୍ ସଂକ୍ରମଣ ରହୁଥିବା ଜିଲ୍ଲା ତାଲିକାରେ ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ସାମିଲ ହେବାପରେ ‘ଏ’ କ୍ୟାଟେଗୋରୀ ଜିଲ୍ଲା ସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଏହି ୨୦ ଜିଲ୍ଲାରେ ଦୋକାନ ବଜାର ଖୋଲିବା ସମୟକୁ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି । ଏଥି ସହିତ...
+Ve Bodies Allowed To Family Members
Bhubaneswar: Now, family members can perform last rites of patients, who died under treatment and have tested Covid negative. Additional Chief Secretary, Health, PK Mohapatra has given instructions to the Collectors, Municipal Commissioners and Chief District Medical & Public Health Officers to follow the new norms for disposal of dead bodies of patients under treatment for Covid. As per existing Government...
Golden Visa For Mona
Bhubaneswar: Here is a piece of news for the Odisha people to feel proud. Renowned Odia artist Mona Biswarupa Mohanty has got UAE’s coveted Golden Visa for a period of 10 years. Golden Visa is the long-term residence visa of the UAE. The long-term cultural visa is granted to talented people in the fields of arts, creative industries, literature and...
Covid Toll Crosses 4K
Bhubaneswar: With the reporting of highest ever single-day fatalities of 48 persons, the total death toll due of Covid-19 has crossed 4,000 mark in Odisha on Wednesday. According to the Health and Family Welfare Department, the Covid-19 death toll in the State stood at 4,018. Out of 48 deaths reported today, 7 cases reported from Khordha district (including 5 from...
ଦିନକରେ ସର୍ବାଧିକ ୪୮ ମୃତ
ଭୁବନେଶ୍ୱର : ଲକଡାଉନ୍ କଟକଣା ଅବଧି ସରିବାର ଗୋଟିଏ ଦିନ ପୂର୍ବରୁ ରାଜ୍ୟରେ ରେକର୍ଡ ସଂଖ୍ୟକ ୪୮ଜଣ ମୃତ୍ୟୁବରଣ କରିବା ସହିତ ମୋଟ୍ ମୃତ୍ୟୁସଂଖ୍ୟା ୪ହଜାର ଟପିଯାଇଛି । ରାଜ୍ୟରେ ମୋଟ୍ ୪୦୧୮ ଜଣ ମୃତ୍ୟୁବରଣ କରିଥିବାବେଳେ ଖୋରଧା ଜିଲ୍ଲା ୬୪୭ ମୃତ୍ୟୁ ସହିତ ଶୀର୍ଷ ସ୍ଥାନରେ ରହିଛି । ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ଜୁନ୍ ୩୦ତାରିଖରେ ସମାପ୍ତ ହେଉଥିବାବେଳେ ୨୯ ତାରିଖରେ ରାଜ୍ୟର ୪୮ଜଣ କରୋନାରେ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦୈନିକ କରୋନା ମୃତ୍ୟୁରେ ଏହା ସର୍ବକାଳୀନ ରେକର୍ଡ...
ଯନ୍ତ୍ରୀ କରିବେ ଅଦାଲତ ଅବମାନନା ମାମଲା
ଭୁବନେଶ୍ୱର : ଚାକିରି କ୍ଷେତ୍ରରେ ୮ବର୍ଷ ଧରି ଘାଣ୍ଟି ହେଉଥିବା ଅନୁସୂଚିତ ଜନଜାତି ବର୍ଗର ଅନ୍ୟୁନ ୪୦ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ଆଇନ୍ ଅଦାଲତର ସ୍ପଷ୍ଟ ନିର୍ଦ୍ଦେଶ ସତ୍ୱେ ନିୟମିତ କରାଯାଉନାହିଁ । କିଛି ତଳିଆ ଅଧିକାରୀଙ୍କ ମନ୍ଦ ଉଦ୍ଦେଶ୍ୟ ହେତୁ ଏଭଳି ଘଟୁଥିବାରୁ ଏହି ଯନ୍ତ୍ରୀମାନେ ପୁଣିଥରେ ଆଇନ୍ ଅଦାଲତର ଦ୍ୱାରସ୍ଥହୋଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସ୍ୱୀକାର କରିଛନ୍ତି ଯେ ଏହି କନିଷ୍ଠ ଯନ୍ତ୍ରୀମାନଙ୍କୁ ୨୦୨୦...
୧୬ଟି ଦପ୍ତରରେ ଶକ୍ତି ସଂରକ୍ଷଣ
ଭୁବନେଶ୍ୱର : ଶକ୍ତି ସଞ୍ଚୟ ପାଇଁ ଇନ୍ଭେଷ୍ଟମେଣ୍ଟ ଗ୍ରେଡ ଏନର୍ଜି ଅଡିଟ୍ (ଆଇଜିଇଏ) ବିଭିନ୍ନ ସ୍ଥାନରେ ଅନୁଧ୍ୟାନ ସହିତ ସରକାରଙ୍କୁ ସୁପାରିଶ୍ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତୟ ୧୬ଟି ସରକାରୀ ଦପ୍ତରରେ ଶକ୍ତି ସଞ୍ଚୟ ପାଇଁ ପଦକ୍ଷେପ ନିଆଯାଇଛି । ଆଇଜିଇଏ ପକ୍ଷରୁ ୨୦୧୮ ମସିହାରେ ୧୩୬ଟିସରକାରୀ ଦପ୍ତରରେ ଶକ୍ତି ସଂରକ୍ଷଣ ନେଇ ଅନୁଧ୍ୟାନ କରାଯାଇଥିଲା । ଏହାପରେ ଏ ସଂକ୍ରାନ୍ତରେ କେତେକ କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ ଅଧିକ ଶକ୍ତି କ୍ଷୟ କରୁଥିବା ଉପକରଣକୁ ବଦଳାଇ ତାହା ସ୍ଥାନରେ କମ୍ ଶକ୍ତି...










