Keep Faith In Self; Prez
Bhubaneswar: President Droupadi Murmu Friday exhorted the girl students to feel proud as ‘representatives of women.’ Addressing the students of the Rama Devi University here, the President said that women in India have played an important role since ages. “From management of family to governance of the country, from literature, music and dance to leadership, women have proved their mettle in...
5T Mantra For OAS
Bhubaneswar: Chief Minister Naveen Patnaik Friday said that his Government has been relentlessly pursuing transformational initiatives in the state to stand out as a leader in all paradigms of development in India. Addressing the concluding session of the General Body Meeting of the OAS Association here he said the twin initiatives of ‘5T’ and ‘Mo Sarkar’ have helped transform the...
Suando On Redevelop Mode
Puri: Secretary to CM, VK Pandian Friday reviewed the redevelopment of Suando village – birthplace of Utkalmani Pandit Gopbandhu Dash -- in Puri district. Chief Minister Naveen Patnaik is likely to dedicate the redeveloped work on 23 February, a release from the Chief Minister’s Office said. The Lokeshwar Shiva Temple in the village was in a dilapidated condition and its reconstruction...
ଧର୍ମେନ୍ଦ୍ରଙ୍କୁ ନେଇ କଳ୍ପନା ଜଳ୍ପନା
ଭୁବନେଶ୍ୱର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟସଭା ସଦସ୍ୟ ପଦବୀ ଆସନ୍ତାବର୍ଷ ସରିବାକୁ ଯାଉଥିବାବେଳେ ତାଙ୍କୁ ପୁଣି ଥରେ କୌଣସି ରାଜ୍ୟରୁ ରାଜ୍ୟସଭାକୁ ପଠାଯିବ କିମ୍ବା ସେ ୨୦୨୪ରେ ହେବାକୁ ଥିବା ନିର୍ବାଚନରେ ଓଡିଶାର କୌଣସି ଲୋକସଭା କିମ୍ବା ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ ସେଥିଘେନି ଏବେ ରାଜନୈତିକ ମହଲରେ କଳ୍ପନା ଜଳ୍ପନା ଚାଲିଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଭ୍ୟ ଭାବେ ଛାତ୍ର ରାଜନୀତିରେ ପାଦ ଥାପିଥିବା ଧର୍ମେନ୍ଦ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ...
ଫେବୃୟାରୀ ୧୪-୧୫ ରେ ବରିଷ୍ଠ ଅଧିକାରୀ ସମ୍ମିଳନୀ
ଭୁବନେଶ୍ୱର : ଆସନ୍ତା ୧୪ ଓ ୧୫ ତାରିଖରେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କର ସମ୍ମିଳନୀ ଆୟୋଜିତ ହେବ । ପ୍ରଥମ ଦିନ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଦ୍ୱିତୀୟ ଦିନ କୋଣାର୍କ ଇକୋ ରିଟ୍ରିଟ୍ରେ ଏହା ଆୟୋଜିତ ହେବ । ଏଥିରେ ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଉଛନ୍ତି । ଏହି ସମ୍ମିଳନୀରେ ସରକାରୀ ବ୍ୟବସ୍ଥାରେ ଅଣାଯାଉଥିବା ରୂପାନ୍ତରୀକରଣ, ସହରାଞ୍ଚଳରେ ସେବା ଯୋଗାଣ, ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ମିଶନ ଶକ୍ତି ଓ କ୍ଷୁଦ୍ରଶିଳ୍ପ, ଫସଲ ବିବିଧକରଣ, ସରକାରୀ ବ୍ୟବସ୍ଥାରେ ବୈଷୟିକ ଜ୍ଞାନର ପ୍ରୟୋଗ, ଦକ୍ଷତା...
Vedanta Jamkani Kick Starts
Sundargarh: Good News for Investors in Odisha. The deadlock, that had stalled the mining activities of Vedanta at its Jamkani site in Sundargarh Sadar Assembly segment since long due to the stir staged by the affected villagers, ultimately got resolved today following hectic parleys and successful talks between the protesters and the Sundargarh District Administration as well as the...
Excise Overdrive Scripts Record
Cuttack: Odisha Excise has detected a record number of 202 cases and arrested 219 persons during a Week Long Overdrive against illicit trafficking of Narcotics and Psychotropic Substances. Commissioner of Excise, Ashish Kumar Singh directed the Team Excise to go for a special drive against illicit trafficking of Narcotics Substances like Ganja, Heroin, Cough Syrup etc from 3 February to...
ବେଦାନ୍ତର କୋଇଲା ଖଣିରେ ଖନନ ଆରମ୍ଭ
ସୁନ୍ଦରଗଡ : ଆଜି ବେଦାନ୍ତ କମ୍ପାନୀ ର ଜାମକାନୀ କୋଇଲା ଖଣିର ଆନ୍ଦୋଳନ ସ୍ଥଳରେ ବିସ୍ଥାପିତ ମାନଙ୍କ ଦାବି ନେଇ କମ୍ପାନୀ କର୍ତୁପକ୍ଷ, ଜିଲ୍ଲା ପ୍ରଶାସନ ଏବଂ ବିସ୍ଥାପିତ ଗ୍ରାମବାସୀଙ୍କ ମଧ୍ୟରେ ଏକ ଆଲୋଚନା ସଭା ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଦାବି ଉପରେ ଆଲୋଚନା କରାଯାଇ ଆଜି ଏକ ସୁସ୍ଥ ବାତାବରଣ ରେ ସମସ୍ତଙ୍କ ସହମତିରେ ଚୁକ୍ତିନାମା କରାଯାଇ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ ଖଣି କାର୍ଯ ଆରମ୍ଭ କରାଯାଇଛି। ଆଜିର ଏହି ସଭାରେ ଶ୍ରୀମତୀ କୁସୁମ ଟେଟେ, ମାନ୍ୟବର ବିଧାୟିକା, ସୁନ୍ଦରଗଡ଼...
ସମ୍ରେ ଷ୍ଟେମ୍ସେଲ୍ ପ୍ରତ୍ୟାରୋପଣ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡାକ୍ତରମାନେ ମଲ୍ଟିପଲ୍ ମାଇଲୋମା ଭଳି ଏକ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୨ ବର୍ଷୀୟା ମହିଳାଙ୍କୁ ଷ୍ଟେମ୍ସେଲ୍ ପ୍ରତ୍ୟାରୋପଣ ମାଧ୍ୟମରେ ସୁସ୍ଥ କରିବାରେ ସଫଳ ହୋଇଛନ୍ତି । ଦୀର୍ଘ ଅଠର ମାସ ପୂର୍ବେ ରୋଗୀ ଜଣକ ମଲ୍ଟିପଲ ମାଇଲୋମା ରୋଗରେ ପୀଡ଼ିତା ବୋଲି ଚିହ୍ନଟ ହେବା ପରେ ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର କେମୋଥେରାପି ଚିକିତ୍ସା ଚାଲିଥିଲା । ତେବେ ଷ୍ଟେମ୍ସେଲ୍ ପ୍ରତ୍ୟାରୋପଣ ନିମନ୍ତେ...
ସାତ ଦିନରେ ୨୦୨ ଏନ୍ଡିପିଏସ୍ ମାମଲା
ଭୁବନେଶ୍ୱର : ବେଆଇନ୍ ନାର୍କୋଟିକ ନିଶା ସାମଗ୍ରୀ ଯଥା ଗଞ୍ଜେଇ, ହିରୋଇନ୍, କଫ ସିରପ ଇତ୍ୟାଦି ବିରୁଦ୍ଧରେ ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶରେ ଚଳିତ ମାସ ୩ରୁ ୯ ତାରିଖ ପର୍ଯ୍ୟନ୍ତ ଚଳାଯାଇଥିବା ଏକ ସ୍ୱତନ୍ତ୍ର ଅଭିଯାନରେ ଅବକାରୀ ଅଧିକାରୀମାନେ ରେକର୍ଡ ସଂଖ୍ୟକ ୨୧୯ ଜଣଙ୍କୁ ଗିରଫ କରିଥିବାବେଳେ ୨୦୨ ଟି ମାମଲା ରୁଜୁ ହୋଇଛି । ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ୧୭୫୪ ଗ୍ରାମ ହିରୋଇନ, ୩୦୬୩ କିଲୋ ଗଞ୍ଜେଇ ଏବଂ ୨୦.୧ ଲିଟର କଫ ସିରପ ଜବତ...









