11,600 Cr Given In KALIA
Bhubaneswar: To help the farmers in procurement of necessary items required for cultivation, the State Government has disbursed more than Rs 11,600 crore to the farmers under Krushak Assistance for Livelihood and Income Augmentation (KALIA) scheme. This was informed by Agriculture & Farmers’ Empowerment Minister Ranendra Pratap Swain here on Friday. Chief Minister Naveen Patnaik today reviewed the performances of...
State On Rescue Operation
Bhubaneswar: while more than 50 passengers died and another 350 people have been injured in the major train accident, State Government has taken up steps on fast track mode for rescue operations. Minister Railways Ashwini Vaishnaw announced ex-gratia compensation of Rs.10 Lakh for the next of the kin of the deceased. Rs.2 Lakh for grievous injury and Rs.50,000 for minor...
ସୋଆ ଗବେଷକଙ୍କ ଅଭିନବ ସୂତ୍ରର ଉଦ୍ଭାବନ
ଭୁବନେଶ୍ୱର : ଗବେଷଣା ଦ୍ୱାରା ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟାର ନିରାକରଣ ନିମନ୍ତେ ସରଳ, ବ୍ୟୟସାପେକ୍ଷ ଏବଂ ଅଭିନବ ଫାର୍ମାସ୍ୟୁଟିକାଲ୍ ସୂତ୍ରର ଉଦ୍ଭାବନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗବେଷକ । ଏହି ଫର୍ମୁଲେସନ୍ଗୁଡ଼ିକ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ବୁଧବାର ଭାରତ ସରକାରଙ୍କ ନ୍ୟାସ୍ନାଲ୍ ରିସର୍ଚ୍ଚ ଡେଭଲପ୍ମେଂଟ କର୍ପୋରେସନ୍ (ଏନ୍ଆର୍ଡିସି) ସହିତ ଟେକ୍ନୋଲୋଜି ଲାଇସେନ୍ସିଂ ଏଗ୍ରିମେଂଟ ସ୍ୱାକ୍ଷରିତ କରାଯାଇଛି । ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ଏହି ସୂତ୍ରଗୁଡ଼ିକ ଦ୍ୱାରା ଶୁଷ୍କ ଆଖି, ଗଳାରେ ସଂକ୍ରମଣ ଓ ଦୀର୍ଘକାଳୀନ କ୍ୟାନ୍ସର...
ମିଶନ ଶକ୍ତି ମା’ମାନେ ରାଜ୍ୟ ପାଇଁ ପୁଞ୍ଜି
ଭୁବନେଶ୍ୱର : ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଓଡିଶାର ମହିଳାମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ମିଶନ ଶକ୍ତି ମା’ମାନେ ରାଜ୍ୟ ପାଇଁ ହୋଇପାରିଛନ୍ତି ଏକ ବିରାଟ ସାମାଜିକ ପୁଞ୍ଜି । ଏସ୍ଏଚ୍ଜିରୁ ଉଦ୍ୟୋଗୀ ସୃଷ୍ଟି କରି ଆମ ରାଜ୍ୟର ମହିଳାମାନଙ୍କୁ ରାଜ୍ୟ ଅର୍ଥନୀତିର ପ୍ରମୁଖ ଅଂଶୀଦାର କରିବା ଆମର ଲକ୍ଷ୍ୟ । ଦୁଇଦିନଧରି ସଚିବାଳୟ ଲୋକସେବା ଭବନ, କନ୍ଭେନସନ ହଲରେ ମିଶନ ଶକ୍ତି ବିଭାଗ ଦ୍ୱାରା ବ୍ୟାଙ୍କ୍ ଋଣ ଏବଂ ସୁଧ ଫେରସ୍ତ ସମ୍ପର୍କିତ ବ୍ଲକ୍ ପ୍ରଶିକ୍ଷକଙ୍କ...
ବାୟୋ-ମେଡିକାଲସ୍ ଗବେଷଣା ପାଇଁ ପ୍ରସ୍ତାବ
ଭୁବନେଶ୍ୱର : ଓଡ଼ିଶାରେ ବାୟୋ-ମେଡିକାଲସ୍ ଗବେଷଣା ଏବଂ ବିକାଶ ନିମନ୍ତେ ଜାପାନର ସହଭାଗିତା ପାଇଁ ପ୍ରସ୍ତାବ ଦିଆଯାଇଛି । ଜାପାନ ଗସ୍ତରେ ଥିବା ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସେଠାରେ କୋବେ ବାୟୋ-ମେଡିକାଲ ଇନୋଭେସନ୍ କ୍ଲଷ୍ଟର ପରିଦର୍ଶନ କରି ଉପରୋକ୍ତ ମର୍ମରେ ପ୍ରସ୍ତାବ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ବାୟୋ-ମେଡିକାଲ ଇନୋଭେସନ୍ ନିମନ୍ତେ ଜାପାନସ୍ଥିତ ଭାରତୀୟ ଦୂତାବାସ ବହିର୍ବ୍ୟାପାର ମନ୍ତ୍ରାଳୟ ମାଧ୍ୟମରେ ଏପରି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତାବ...
OJEE Results Out
Bhubaneswar: The results of the Odisha Joint Entrance Examination (OJEE-2023) have been published. Minister, Skill Development and Technical Education Department, Preeti Ranjan Gharai declared the results of OJEE-2023 and released the Results Booklet on Friday. Addressing Media Minister Sri Ghadai said that , this year, Odisha Joint Entrance Examination (OJEE-2023) was held during May, 2023 adopting all precautionary measures in...
Policy Boosts Defence Sector
New Delhi: “India is not an emerging but a resurgent power which is regaining its place on the global economic map under the leadership of Prime Minister Narendra Modi,” said Raksha Mantri, Rajnath Singh at an event in New Delhi on June 02, 2023. He began his address by stating that until the 17th century, India had a remarkably strong...
Startups Get Handholding
New Delhi: The handholding support for winners and finalists of National Startup Awards 2022 was launched by the Secretary, DPIIT, Rajesh Kumar Singh after the announcement of the result of the National Startup Awards 2022 by the Union Minister of Commerce and Industry, Consumer Affairs, Food and Public Distribution, and Textiles, Piyush Goyal commemorating the National Startup Day. The handholding...
ନିର୍ବାଚନ ଲଢି ପାରନ୍ତି ୪ ରାଜ୍ୟସଭା ସାଂସଦ
ଭୁବନେଶ୍ୱର : ଚାରି ଜଣ ରାଜ୍ୟସଭା ସାଂସଦ ଆସନ୍ତା ସାଧାରଣ ନିର୍ବାଚନବେଳେ ରାଜ୍ୟ ବିଧାନସଭା ନିର୍ବାଚନ ଲଢି ପାରନ୍ତି । ପୂର୍ବରୁ ବିଜେଡି ବହୁବାର ରାଜ୍ୟସଭା ସାଂସଦମାନଙ୍କୁ ଏଭଳି ନିର୍ବାଚନ ଲଢାଇବାର ନିଜର ରହିଛି । ଏବେ ରାଜ୍ୟସଭାର ୧୦ଜଣ ସାଂସଦଙ୍କ ମଧ୍ୟରୁ ୯ଜଣ ବିଜେଡିର ସଦସ୍ୟ ଥିବାବେଳେ ଆଉ ଜଣେ ବିଜେପି ସଦସ୍ୟ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଛନ୍ତି । ତେବେ କେଉଁ କେଉଁ ସାଂସଦଙ୍କୁ ବିଧାନସଭା ନିର୍ବାଚନ ଲଢିବାପାଇଁ ବିଜେଡି ସୁଯୋଗ ଦେବ ତାହା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ...
ବିନାନୁମତିରେ ଜଳ ଶୋଷୁଛନ୍ତି
ଭୁବନେଶ୍ୱର : ଗତ ପାଞ୍ଚବର୍ଷ ମଧ୍ୟରେ ଓଡିଶାରେ ୧୮୧୪ଟି ପ୍ରକଳ୍ପ ପାଇଁ ଦୈନିକ ୧୦ହଜାର ଲିଟରରୁ ଉର୍ଦ୍ଧ୍ୱ ଭୂତଳ ଜଳ ଉତ୍ତୋଳନ ଲାଗି କେନ୍ଦ୍ରୀୟ ଭୂତଳ ଜଳ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନିଆଯାଇଛି । ତେବେ ବାସ୍ତବରେ ବିନାନୁମତିରେ ଏହାଠାରୁ ଢେର ଅଧିକ ସଂଖ୍ୟକ ପ୍ରକଳ୍ପ ବେଆଇନ୍ ଭାବେ ଭୂତଳ ଜଳ ଶୋଷୁଥିବା ଘେନି ପରିବେଶପ୍ରେମୀମାନେ ଅଭିଯୋଗ କରୁଛନ୍ତି । ବିଶେଷକରି ବଡ ବଡ ଶିଳ୍ପାନୁଷ୍ଠାନ ଓ ଆପାର୍ଟମେଣ୍ଟଗୁଡିକ ଲାଗି ଭୂତଳ ଜଳ ଉତ୍ତୋଳନ ପୂର୍ବରୁ କେନ୍ଦ୍ର ଭୂତଳ ଜଳ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମୋଦନ...










