BJP To Connect 1 CR Families
Bhubaneswar: Ahead to 2024 Assembly and Lok Sabha polls, the Bharatiya Janata Party (BJP) has launched Maha Jana Sampark Abhiyan on Wednesday to reach out to 1 crore families of the State. Speaking to media persons here, State BJP President Manmohan Samal said the campaign was launched by the BJP to mark the completion of nine years of the Modi...
Girls Outshine Boys
Bhubaneswar: Once again girls outshine the boys in the annual higher secondary (Class-XII) science examination in Odisha, results of which were announced by School and Mass Education Minister Sudam Marndi here on Wednesday. Secretary School & Mass Education S Aswathy and other senior officers were present. In science and commerce streams, the performance of girls is better than the boys...
Debjani Gets Japan Job
New Delhi: Senior IAS Officer Debjani Chakrabarti has been appointed as Minister Economic & Commercial, In the Embassy of India, Tokyo, Japan. Shrimati Chakrabarti is serving Special Resident Commissioner In the Odisha Government based at New Delhi. Minister Economic and Commercial is a Joint Secretary level Foreign Posting under Department of Economic Affairs. Shrimati Chakrabarti is posted vice 1996 Batch IAS of...
Virtual Courts In Tahsils
Bhubaneswar:In a significant step taken under 5T Initiative, virtual courts have been started in all the Tahasils of the State and 11,183 cases have been disposed of after hearing through virtual platforms. This was informed by Revenue and Disaster Management Minister Pramila Mallik on Tuesday after the Chief Minister Naveen Patnaik reviewed the important activities of the Revenue & DM Department...
ଓଡିଶାରେ ତମାଖୁ ବିକ୍ରି ବଢି ଚାଲିଛି
ଭୁବନେଶ୍ୱର : ତମାଖୁ ଭଳି ବିପଦଜନକ ନିଶା ସାମଗ୍ରୀର ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ମଇ ୩୧ତାରିଖରେ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ସରକାରୀ ଓ ବେସରକାରୀ ସ୍ତରରେ ପାଳନ କରାଯାଉଥିବାବେଳେ ଓଡିଶା ସମେତ ସାରା ଦେଶରେ ତମାଖୁ ଓ ଅନ୍ରାନ୍ୟ ନିଶା ବ୍ୟବହାର ଉଦ୍ବେଗଜନକ ହାରରେ ବଢି ଚାଲିଛି । ଏଥି ଯୋଗୁଁ ଅପରାଧ ବୃଦ୍ଧି ସହ ତାଳଦେଇ ରୋଗବ୍ୟାଧି ବି ବଢୁଛି ଏବଂ ପରିବାର ଓ ସରକାରର ଆର୍ଥିକ ବ୍ୟବସ୍ଥା ଉପରେ ଏହା ମଧ୍ୟ ପ୍ରତିକୂଳ ପ୍ରଭାବ ପକାଉଛି । ଓଡିଶା...
ମାଟ୍ରିକ ଉତ୍ତୀର୍ଣ୍ଣଙ୍କୁ କରାୟତ ପାଇଁ ଉଦ୍ୟମ
ଭୁବନେଶ୍ୱର : ଚଳିତବର୍ଷ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ମାଟ୍ରିକ ପାଶ୍ କରିଥିବାବେଳେ ସେମାନଙ୍କୁ ଏବେ ନାମଲେଖା ଚିନ୍ତା ଘାରିଛି । ଏହି ମଉକାରେ ମାଟ୍ରିକ ଉତ୍ତୀର୍ଣର୍ମାନଙ୍କୁ ନିଜ ନିଜ କୋଚିଂ ସେଣ୍ଟର ଓ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନକୁ ନେବାପାଇଁ ଘରୋଇ ସଂସ୍ଥାଗୁଡିକ ଲାଗି ପଡିଛନ୍ତି । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୯୬.୪ ପ୍ରତିଶତ ଫଳାଫଳ ହୋଇଥିବାବେଳେ ୫.୧୨ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଏତେ ସଂଖ୍ୟକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଇଁ ଯୁକ୍ତ ଦୁଇ ଶ୍ରେଣୀରେ ସିଟ୍ ନାହିଁ । ପାଖାପାଖି...
ଲୋକଙ୍କୁ ମାଗଣାରେ ଘର ଦିଅ
ଭୁବନେଶ୍ୱର : ଗରିବ ଲୋକଙ୍କୁ ଘର ତିଆରି ପାଇଁ ଋଣ ଓ ସବସିଡ୍ ପରିବର୍ତ୍ତେ ସେମାନଙ୍କୁ ମାଗଣାରେ ଘର ଯୋଗାଇବାକୁ ଦାବି କରିଛି ବିଜେପି । ଗରିବ ଲୋକେ ଋଣ ପରିଶୋଧ କରିବାରେ ସମସ୍ୟା ଥିାବରୁ ସେମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଘର ଯୋଗାଇବାକୁ କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟର ବାସହୀନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ପର୍ଯ୍ୟାପ୍ତ ପରିମାଣର ପକ୍କାଘର ଯୋଗାଇ ଦେଇଛନ୍ତି...
ସବୁ ତହସିଲରେ ଭର୍ଚୁଆଲ୍ କୋର୍ଟ
ଭୁବନେଶ୍ୱର : ୨୦୧୯ ମସିହା ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ବସୁନ୍ଧରା ଯୋଜନାରେ ପ୍ରଦାନ କରାଯାଉଥିବା ପଟ୍ଟାକୁ ଉଭୟ ସ୍ତ୍ରୀ ଏବଂ ସ୍ୱାମୀଙ୍କ ନାମରେ ରେକର୍ଡ କରାଯାଉଛି ଏବଂ ସ୍ତ୍ରୀଙ୍କ ନାମ ପ୍ରଥମେ ସ୍ଥାନିତ ହେଉଛି ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ । ସେହିପରି ଭାବେ ମହିଳାମାନଙ୍କୁ ଷ୍ଟାମ୍ପ ଦେୟ ଉପରେ ୧ ପ୍ରତିଶତ ରିହାତି ଦିଆଯାଇଅଛି । ଏଥି ସହିତ ୫-‘ଟି’ର ରୂପାନ୍ତରିକରଣ କାର୍ଯ୍ୟଗୁଡିକ ମଧ୍ୟରୁ ବିଭାଗର ୩୪ ସେବା ଅନଲାଇନ ମାଧ୍ୟମରେ ଉପଲବ୍ଧ ଅଟେ...
କୃଷକଙ୍କ ଆୟ ଦୁଇଗୁଣ କରିବ ଇ-ନାମ୍
ଭୁବନେଶ୍ୱର : ଦେଶର ଏକାଧିକ ସ୍ତରରେ ସଂଖ୍ୟାଧିକ ସଂସ୍ଥା ଦ୍ୱାରା ସକରାତ୍ମକ ହସ୍ତକ୍ଷେପ ହେତୁ କୃଷି ଏବଂ ଉଦ୍ୟାନ କୃଷି ଉତ୍ପାଦନରେ କ୍ରମାଗତ ଉନ୍ନତି ଉଭୟ ଖାଦ୍ୟ ଏବଂ ଅଣ-ଖାଦ୍ୟ କୃଷି ଏବଂ ଉଦ୍ୟାନ କୃଷି ଉତ୍ପାଦନରେ ଯଥେଷ୍ଟ ବୃଦ୍ଧି ଘଟାଇଛି । ବର୍ତମାନ ପରିସ୍ଥିତିରେ, କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ସେମାନଙ୍କର ଉତ୍ପାଦର ସଫଳ ବିକ୍ରିବଟା ଏବଂ ପାରିଶ୍ରମିକ ମୂଲ୍ୟ ପାଇବା ସହିତ ଜଡିତ । ତେଣୁ, ନୀତି ପ୍ରସ୍ତୁତକାରୀମାନଙ୍କ ଧ୍ୟାନ ବର୍ତମାନ ଉତ୍ପାଦନ ବୃଦ୍ଧି ସହିତ ଏହି ଉତ୍ପାଦଗୁଡିକର ଦକ୍ଷ...
ପ୍ରତିଦିନ ତଦାରଖ ହେବ ମୋ ଘର
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଲାଭ କରିଥିବା ‘ମୋ ଘର’ ଯୋଜନାକୁ କାର୍ଯ୍ୟକାରୀ କରିବା ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ଏବଂ ପଂଚାୟତିରାଜ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ...









