ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣାବେକ୍ଷଣ

ଭୁବନେଶ୍ୱର : ରାଜ୍ୟର ୧୧୧ ପୌରସଂସ୍ଥାରେ ମୁକ୍ତା ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୩୭ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର ଓ ପୌରସଂସ୍ଥାର କାର୍ଯ୍ୟନିର୍ବାହୀମାନଙ୍କୁ କୁହାଯାଇଛି । ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‍ ନାୟକ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୨୦୨୧ ଓ ୨୦୨୨ ରେ ରାଜ୍ୟର ୧୧୧ଟି ପୌରସଂସ୍ଥାରେ ମୁକ୍ତା ଯୋଜନାରେ ୩୭,୨୪୨ଟି ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ ହୋଇଥିଲା...

OSBC Donates 5CR

0

Bhubaneswar: Odisha State Beverages Corporation Limited (OSBCL) today donated Rs 5 Crore to the Chief Minister's Relief Fund. Chief Secretary Pradeep Kumar Jena received this amount in form of cheque towards CMRF. ACS, Tourism and GA & PG, Surendra Kumar , Sushil Kumar Lohani, Principal Secretary, PR&DW, Excise and Chairman, OSBCL was present during handover of cheque at Lok...

Timeline For 4 NH

0

New Delhi: Four National Highway (NH) projects passing through Dhenkanal district in the State are targeted to be completed by March 2024. This information was given by the Union Minister of Road Transport and Highways, Nitin Gadkari in a written reply to the Lok Sabha today. Dhenkanal MP Mahesh Sahoo had asked the question to the Union Minister. The four NH...

SRC Alerts Collectors

Bhubaneswar: With the formation of another low pressure area over Bay of Bengal, Special Relief Commissioner (SRC) and Additional Chief Secretary (ACS) Satyabrata Sahu alerted the Collectors of Malkangiri, Koraput and Kalahandi to take all preparedness measures to meet any eventuality in view of the low pressure. Bhubaneswar Met Centre on Thursday said a low pressure area has formed over...

ପାନୀୟ ନିଗମ ଦେଲା ୫ କୋଟି

0

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ ( ଓଏସବିସିଏଲ) ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ରାଜ୍ୟ ପର୍ଯ୍ୟଟନ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ଉପସ୍ଥିତିରେ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ଏବଂ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଏସବିସିଏଲ ର ଅଧ୍ୟକ୍ଷ ଶ୍ରୀ ସୁଶୀଲ...

Chess Academy Open

0

Bhubaneswar: On the occasion of International Chess Day, Sports Minister Tusharkanti Behera today inaugurated the Professional Chess Training Academy ‘PRO- CHESS -TA’ here and dedicated it to the chess enthusiasts of the State.  It is a notable initiative as it is the first chess academy that has been set up in the state to promote Chess and the Sports and...

ତେଜୁଛି ରମାଦେବୀ ସ୍ଥାନାନ୍ତର ବିବାଦ

0

ଭୁବନେଶ୍ୱର : ୟୁନିଟ୍‍-୯ ସ୍ଥିତ ସରକାରୀ ବାଳିକା ହାଇସ୍କୁଲ ସ୍ଥାନାନ୍ତର ନକରି ସେହି ପରିସରରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ପାଇଁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି । ଏଠାରେ ଉଲ୍ଲେଖନୀୟ ଯେ ଏହି ବାଳିକା ହାଇସ୍କୁଲଟିକୁ ଅନ୍ୟଏକ ବାଳକ ହାଇସ୍କୁଲରେ ମିଶାଇ ଦେବାଲାଗି ସରକାରଙ୍କ ନିକଟରେ ପ୍ରସ୍ତାବ ଥିବା ପରିପ୍ରେକ୍ଷୀରେ ଛାତ୍ରୀ, ଅଭିଭାବକ ଓ ଦଳମତ ନିର୍ବିଶେଷରେ ବୁଦ୍ଧିଜୀବୀ ମହଲରୁ ପ୍ରତିକୂଳ ପ୍ରତିକ୍ରିୟା ପ୍ରକାଶ ପାଉଛି । ଏଠାରେ ଉଲ୍ଲେଖନୀୟ ଯେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଲାଗି ଏହି ବାଳିକା...

ଭିତ୍ତିଭୂମି ବିକାଶ ପାଇଁ ୩୦୧୮ କୋଟି

ଭୁବନେଶ୍ୱର : ରାଜ୍ୟ ସରକାର ପୁଞ୍ଜି ନିବେଶ ପାଇଁ ରାଜ୍ୟକୁ ସ୍ୱତନ୍ତ୍ର ସହାୟତା (ଏସଏସିଆଇ) ଯୋଜନାରେ ୮ଟି ଜିଲ୍ଲାରେ ଭିତ୍ତିଭୂମି ବିକାଶ ଲାଗି ୩୦୧୮.୬୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଅର୍ଥ ପ୍ରଦାନ କରାଯିବ । ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଓଡିଶା ପାଇଁ ପ୍ରଥମ ପର୍ଯ୍ୟାୟରେ ଏସଏସିଆଇ ଯୋଜନାରେ ୪୫୨୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥି ମଧ୍ୟରେ କେନ୍ଦ୍ର ସରକାର ପ୍ରଥମ କିସ୍ତିରେ ୨୯୪୬.୨୧ କୋଟି ଟଙ୍କା...

୭୦ଟଙ୍କାରେ ଟମାଟୋ ବିକିବ ନାଫେଡ

0

ନୂଆଦିଲ୍ଲୀ : କିଲୋପ୍ରତି ୭୦ ଟଙ୍କାର ଖୁଚୁରା ଦରରେ ଟମାଟୋ ବିକ୍ରି କରିବା ଲାଗି ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ଏନସିସିଏଫ ଏବଂ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି । ଟମାଟୋର ପାଇକାରୀ ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏନସିସିଏଫ ଏବଂ ନାଫେଡ ଦ୍ୱାରା କିଣା ଯାଇଥିବା ଟମାଟୋକୁ ଜୁଲାଇ ୧୬, ୨୦୨୩ ଠାରୁ କିଲୋ ପ୍ରତି ୯୦ ଟଙ୍କା ଏବଂ ୮୦ ଟଙ୍କାରେ ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ ୭୦ ଟଙ୍କାରେ ଟମାଟୋ...

OMC Pays 1420 Cr Dividend

0

Bhubaneswar: State-run Odisha Mining Corporation (OMC) paid a dividend of Rs. 1,420 Crore today to the State Government for the Financial Year 2022-23. Steel, Mines & Works Minister, Prafulla Kumar Mallik handed over a cheque of Rs. 1,420 Crore to Chief Minister, Naveen Patnaik. OMC, one of the largest iron ore producers in the country, recorded a turnover of Rs. 14,450...