NPS In 115 ULBs
Bhubaneswar: To ensure social security of employees of urban local bodies (ULBs) after retirement, the State Government is going to include the ULB staff under the National Pension System (NPS) soon. It has been decided that all the 115 ULB’s staff in the State will join NPS. According latest review on NPS implementation in the State of Odisha being taken...
CCTV For Paddy Yards
Bhubaneswar: In order to bring more transparency in the paddy procurement process, the State Government has asked all Collectors to install CCTVs in the paddy procurement yards in their respective districts. Registrar of Cooperative Societies has recently written a letter to all the Collector (except Bolangir Collector) for installation of CCTV cameras in Paddy Procurement Centers (PPCs) under their jurisdiction....
Focus On Road Safety
Bhubaneswar: While Secretary, Supreme Court Committee on Road Safety, Sanjay Mittal appreciated the efforts of the State Government on Road Safety Measures, Chief Secretary Pradeep Jena has underscored the need of scaling of awareness and training across the State with a focus on Road Safety. Shri Mittal 30 August called on Chief Secretary, Pradeep Kumar Jena, where Transport Commissioner, Amitabh...
ତୁରନ୍ତ ସିସିଟିଭି ଲଗାଅ
ଭୁବନେଶ୍ୱର : ଧାନ ସଂଗ୍ରହ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବାପାଇଁ ନିଜ ନିଜ ଜିଲ୍ଲାରେ ଥିବା ଧାନ ସଂଗ୍ରହ କେନ୍ଦ୍ରରେ ସିସିଟିଭି ଖଞ୍ଜିବାପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ରାଜ୍ୟ ସମବାୟ ନିବନ୍ଧକ ନିକଟରେ ବଲାଙ୍ଗିର ବ୍ୟତିତ ଅନ୍ୟ ସମସ୍ତ ଜିଲ୍ଲାପାଳଙ୍କୁ ଏହି ମର୍ମରେ ପତ୍ରଲେଖିଛନ୍ତି । କାରଣ ବଲାଙ୍ଗିର ଜିଲ୍ଲାର ସମସ୍ତ ଧାନ ସଂଗ୍ରହ କେନ୍ଦ୍ରରେ ସିସିଟିଭି ଲଗାଯାଇ ସାରିଛି । ଓଡିଶା ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଂ କମିଟିର ସୁପାରିଶ୍ ଆଧାରରେ ସମବାୟ ବିଭାଗ ପକ୍ଷରୁ ସମସ୍ତ ଧାନ ସଂଗ୍ରହ କେନ୍ଦ୍ରରେ ସିସିଟିଭି ଲଗାଇବାପାଇଁ...
ପୌର କର୍ମଚାରୀଙ୍କ ପାଇଁ ଏନ୍ପିଏସ୍
ଭୁବନେଶ୍ୱର : ଅବସର ପରେ କର୍ମଚାରୀମାନଙ୍କ ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବାପାଇଁ ରାଜ୍ୟ ସରକାର ୧୧୫ ପୌରାଞ୍ଚଳ କର୍ମଚାରୀଙ୍କୁ ଜାତୀୟ ପେନ୍ସନ ବ୍ୟବସ୍ଥା (ଏନପିଏସ୍)ରେ ସାମିଲ କରିବେ । ରାଜ୍ୟରେ ଏନ୍ପିଏସ୍ କାର୍ଯ୍ୟକାରିତା ନେଇ ହୋଇଥିବା ସର୍ବଶେଷ ସମୀକ୍ଷାରୁ ଏହି ସୂଚନା ମିଳିଛି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମୀକ୍ଷାରୁ ଜଣାଯାଇଛି ଯେ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟରେ ଦୁଇ ପ୍ରକାରର ପେନ୍ସନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ଅର୍ଥ ବିଭାଗ ପକ୍ଷରୁ ଏନ୍ପିଏସ୍ରେ...
ଗୋଖାଦ୍ୟ ଉପରେ ପ୍ରଶିକ୍ଷଣ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ର ଶେଷ ବର୍ଷ ସ୍ନାତକ ଛାତ୍ରମାନଙ୍କ ଦ୍ୱାରା “ଗୋ ଖାଦ୍ୟ ରୂପରେ ଆଜୋଲା ଓ ନାପିଅର୍ ଘାସର ଚାଷ” ଏକ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବାଡିରେ ଛୋଟ ଗର୍ତର୍ କରି ଆଜୋଲାର ଚାଷ କିପରି କରାଯାଇପାରେ ଓ ନାପିଅର୍ ଘାସ ଦୁଧିଆଳୀ ଗାଈମାନଙ୍କ ପାଇଁ କେତେ ଉପଯୋଗୀ ଏହି ବିଷୟରେ ମଧ୍ୟ ଛାତ୍ରମାନେ ଉପସ୍ଥିତ ଲୋକମାନଙ୍କୁ ଅବଗତ କରାଇବା ସହ ଏଥିରେ ଯୋଗ ଦେଇଥିବା...
ପିଲାଙ୍କ ହାତରୁ ରାକ୍ଷୀ ବାନ୍ଧିଲେ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭, ଲୋକ କଲ୍ୟାଣ ମାର୍ଗଠାରେ ପିଲାମାନଙ୍କ ସହିତ ରକ୍ଷାବନ୍ଧନ ପାଳନ କରିଛନ୍ତି । ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ରାଖୀ ବାନ୍ଧି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପିଲାମାନେ ଚନ୍ଦ୍ରାୟଣ-୩ ମିଶନର ସାମ୍ପ୍ରତିକ ସଫଳତା ଉପରେ ସେମାନଙ୍କର ସକାରାତ୍ମକ ଭାବନା ସେୟାର କରିଥିଲେ ଏବଂ ଆଗାମୀ ଆଦିତ୍ୟ ଏଲ୍ -୧ ମିଶନ କୁ ନେଇ ଉତ୍ସାହ ପ୍ରକାଶ କରିଥିଲେ । ଆଲୋଚନା ସମୟରେ ପିଲାମାନେ କବିତା ପାଠ କରିବା ସହ ଗୀତ ଗାଇଥିଲେ। ସେମାନଙ୍କ ବକ୍ତବ୍ୟରେ ପ୍ରଭାବିତ...
Wage Payment@APBS
New Delhi: It has been brought to the notice of the Central Government that in many cases due to frequent changes in Bank Account Number by the beneficiary and non-updating of the new account number by the Concerned Programme Officer of the same, due to non-submission of new account by the beneficiary on time, several transactions of wage payment...
Jajpur Gets 5T Boost
Bhubaneswar: Ace Administrator VK Pandian today visited Jajpur district and interacted with the Mission Shakti Groups and Colleges students. Secretary to Chief Minister discussed with the Mission Shakti groups on their activities and support required for transforming the SHGs into SMEs. He assured all government support to the Mission Shakti movement. He said that Mission Shakti is very close to...
Dev Reviews NPS
Bhubaneswar: Vishal Dev, Principal Secretary Finance has taken up detailed review of National Pension System (NPS) implementation in the State. Shri Dev graced the Workshop on National Pension System (NPS), which has been conducted successfully by Directorate of Treasuries & Inspection, Odisha in association with CRA-Protean. Awareness program on NPS was conducted 28 August held here on Day One. Program is organized...









