State Pacts with TBI
Bhubaneswar: A Memorandum of Understanding (MoU) was signed between Government of Odisha and Tony Blair Institute for Global Change (TBI) on 21 July, 2023. As part of this understanding, TBI will provide advisory support to government to enable it to successfully deliver on its overall economic agenda. The MoU was signed by the Special Secretary, E&IT Department, Manas Ranjan Panda...
ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କର
ଭୁବନେଶ୍ୱର : ଓଡ଼ିଶା ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷକ ମରୁଡି । ନାକ୍ ମାନ୍ୟତା ହ୍ରାସ ପାଉଛି ବିଶ୍ୱବିଦ୍ୟାଳୟରେ । ରାଜ୍ୟ ସରକାର ଗବେଷଣା ଓ ଗୁଣାତ୍ମକ ଶିକ୍ଷାକୁ ନେଇ ବାଃ ବାଃ ନେଉଥିବାବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ବିଫଳ । ଚଳିତ ବର୍ଷ ୩ଟି ବିଶ୍ୱବିଦ୍ୟାଳୟ ଯଥା ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ୧୪ଟି ବିଭାଗ ପାଇଁ ୪୪୦ସିଟ୍, ଓଡ଼ିଆ ବିଶ୍ୱବିଦ୍ୟାଳୟରେ ୩ବିଭାଗ ୭୨ଟି ସିଟ୍ ଓ ଧରଣୀଧର ବିଶ୍ୱବିଦ୍ୟାଳୟ ୧୭ବିଭାଗ ପାଇଁ ୩୦୪ସିଟ୍ରେ ଆଡମିସନ ଚାଲିଥିବାବେଳେ ସେଠାରେ ଏପର୍ଯ୍ୟନ୍ତ କୁଳପତି, ଅଧ୍ୟାପକ ଓ ପ୍ରଶାସନିକ...
Millet Boost For AIIMS
Bhubaneswar: Odisha Millets Mission (OMM) in collaboration with AIIMS Bhubaneswar inaugurated Millet Shakti Kiosk within the premises of the institute to promote millets among the medical fraternity and general public here on Thursday. The inauguration was graced by Arabinda Padhee, Principal Secretary, the Department of Agriculture & Farmers Empowerment, Ashutosh Biswas, Executive Director AIIMS Bhubaneswar, senior officials of Agri Department and...
Sudarshan Seeks Bhandar Open
Bhubaneswar: Renowned sand artist and Member of Shree Jagannath Temple Managing Committee Sudarshan Pattnaik has sought intervention of Committee Chairman and Puri Gajapati Maharaja Dibyasingha Deb in the opening of Ratna Bhandar of the temple. Writing a letter to the King, Shri Pattnaik said the Managing committee should request the Government to open the Ratna Bhandar as ASI has given...
ଟୋନି ବ୍ଲେୟାର ଇନ୍ଷ୍ଟିଚ୍ୟୁଟ ସହ ରାଜିନାମା
ଭୁବନେଶ୍ୱର : ଓଡ଼ିଶା ସରକାର ଏବଂ ଟୋନି ବ୍ଲେୟାର ଇନ୍ଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ (ଟି.ବି.ଆଇ.) ମଧ୍ୟରେ ଆଜି ଏକ ବୁଝାମଣାପତ୍ର (ଏମ୍.ଓ.ୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ସହିତ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧିରେ ଲାଭଦାୟକ ହେବ ବୋଲି ଜଣାଯାଇଛି । ଓଡ଼ିଶା ସରକାରଙ୍କ ସହିତ ଟି.ବି.ଆଇ.ର ଏହି ଅଣ-ବ୍ୟବସାୟିକ ଅନୁବନ୍ଧନ ସରକାରଙ୍କ ଅନେକ ପ୍ରକଳ୍ପର ସଫଳ ରୂପାୟନ କରିବା ସହିତ, ଅର୍ଥନୈତିକ ନୀତି ସମୀକ୍ଷା ଏବଂ ନୀତି ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟକ୍ଷମ ହେବ...
99 Projects For Smart Cities
New Delhi: As many as 99 projects worth Rs 3672.63 crore have been sanctioned for Capital City Bhubaneswar and Steel City Rourkela under Smart City Mission (SCM) till now. This was informed by Minister of State for Housing and Urban Affairs, Kaushal Kishore in Lok Sabha on Thursday. While giving a written statement to the Lower House of Parliament, Shri Kishore...
ହାଇକୋର୍ଟ ବେଞ୍ଚ ପସ୍ତାବ କେନ୍ଦ୍ର ପାଇନି
ଭୁବନେଶ୍ୱର : ପଶ୍ଚିମ ଓଡିଶା ସମେତ ରାଜ୍ୟର ଆଉ କେତେକ ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ପ୍ରାୟ ୪୦ବର୍ଷ ଧରି ସ୍ୱର ଉଠୁଛି । ଏଥିପାଇଁ ଆଇନ୍ଜୀବୀଙ୍କ ଠାରୁ ଆରମ୍ଭକରି ସାଧାରଣ ଲୋକେ ବି ଆନ୍ଦୋଳନ କରିଛନ୍ତି । ଏ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନେକ ଚିଠି ଆଦାନ ପ୍ରଦାନ ହୋଇଛି । ତେବେ କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ ହାଇକୋର୍ଟର କିମ୍ବା ସୁପ୍ରିମ୍କୋର୍ଟର ବେଞ୍ଚ ପ୍ରତିଷ୍ଠା ଲାଗି ଏବେ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ...
ଓଡିଶା ସ୍ମାର୍ଟ ସିଟିକୁ ୩୬୭୨ କୋଟି
ଭୁବନେଶ୍ୱର : ସ୍ମାର୍ଟ ସିଟି ମିଶନ ଅଧିନରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟସିଟି ପାଇଁ ୩୬୭୨.୬୩ କୋଟି ଟଙ୍କାର ୯୯ଟି ପ୍ରକଳ୍ପ ମଞ୍ଜୁର ହୋଇଛି । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ କିଶୋର ଦର୍ଶାଇଛନ୍ତି ଯେ ଭାରତ ସରକାର ୨୦୧୫ ଜୁନ୍ ୨୫ ତାରିଖରେ ସ୍ମାର୍ଟ ସିଟି ମିଶନର ଶୁଭାରମ୍ଭ କରିଥିଲେ । ଜାନୁୟାରୀ ୨୦୧୬ ରୁ ଜୁନ୍ ୨୦୧୮...
ଓଡ଼ିଶାରେ ଜାତୀୟ ରାଜପଥ କାମ ବିଳମ୍ବ
ନୂଆଦିଲ୍ଲୀ : ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଚାରିଟି ଜାତୀୟ ରାଜପଥ ପ୍ରକଳ୍ପ କାମରେ ବିଳମ୍ବକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀ ଆଜି ଲୋକସଭାରେ ଲିଖିତ ଉତ୍ତର ରଖିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି ମିଳିବାରେ ବିଳମ୍ବ ହେବା ଏବଂ କାମ ସାରିବାରେ ଠିକାଦାର ଡେରି କରିବା କାରଣରୁ ମୁଖ୍ୟତଃ ଏସବୁ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହୋଇଛି । ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୨୦୨୪...
ଚାଉଳ ରପ୍ତାନିରେ କଟକଣା ଲାଗିଲା
ନୂଆଦିଲ୍ଲୀ : ଭାରତୀୟ ବଜାରରେ ଅଣ ବାସମତି ଧଳା ଚାଉଳର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ହ୍ରାସ କରିବା ପାଇଁ ଭାରତ ସରକାର ଉପରୋକ୍ତ ବିଭିନ୍ନ ପ୍ରକାରର ରପ୍ତାନି ନୀତିରେ ସଂଶୋଧନ କରି ‘୨୦% ରପ୍ତାନି ଶୁଳ୍କ' ସହିତ ଜାରି ରପ୍ତାନି ଅନୁମତି ଉପରେ ତୁରନ୍ତ ନିଷେଧାଦେଶ ଲଗାଇଛନ୍ତି । ଘରୋଇ ବଜାରରେ ଚାଉଳର ମୂଲ୍ୟ ବୃଦ୍ଧି ଜାରି ରହିଛି । ଖୁଚୁରା ମୂଲ୍ୟ ଏକ ବର୍ଷ ମଧ୍ୟରେ ୧୧.୫% ଏବଂ ଗତ ମାସରେ ୩% ବୃଦ୍ଧି...








