ମୋ ସରକାରକୁ ପ୍ରଶଂସା

0

ଭୁବନେଶ୍ୱର : ଓଡ଼ିଶାରେ ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ‘ମୋ ସରକାର’ ବ୍ୟବସ୍ଥାକୁ ଦେଖି ତାମିଲନାଡୁର ପ୍ରତିନିଧି ଦଳ ଆଶ୍ଚର୍ଯ୍ୟଚକିତ ହେବା ସହ ଏ ସଂକ୍ରାନ୍ତରେ ଟିକିନିଖି କରି ପଚାରି ବୁଝିଛନ୍ତି । ବିଶେଷ କରି ସାଧାରଣ ଲୋକଙ୍କଠାରୁ ହେଉଥିବା ମତାମତ ସଂଗ୍ରହ ପ୍ରକ୍ରିୟାକୁ ବେଶ୍‍ ପ୍ରଶଂସା କରିଛନ୍ତି । ତାମିଲନାଡୁ ଯୋଜନା କମିଶନର ଏକ ୩ଜଣିଆ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ପ୍ରତିନିଧି ଦଳରେ ଯୋଜନା କମିଶନର ପୂର୍ଣ୍ଣକାଳୀନ ସଦସ୍ୟ ପ୍ରଫେସର ଆର୍‍. ଶ୍ରୀନିବାସନ୍‍, ଅତିରିକ୍ତ ପୂର୍ଣ୍ଣକାଳୀନ ସଦସ୍ୟ...

ସହଜ ହେଲା କୃଷି ଉଦ୍ୟୋଗ ପ୍ରତିଷ୍ଠା

0

ଭୁବନେଶ୍ୱର : କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କୃଷି ଉଦ୍ୟୋଗ ପ୍ରତିଷ୍ଠାକୁ ସହଜ କରିବା ସହିତ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ଅଧିକ ଶୃଙ୍ଖଳିତ କରିବା ପ୍ରୟାସରେ ଏହାର ମାର୍ଗଦର୍ଶିକାରେ ଆବଶ୍ୟକ ସଂଶୋଧନ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସଂଶୋଧିତ ମାର୍ଗଦର୍ଶିକା ସଂପର୍କରେ ଆଜି ଏକ ସଂକଳ୍ପନାମା ଜାରି କରାଯାଇଛି ।...

ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର କର୍ମଶାଳା

0

ଭୁବନେଶ୍ୱର : ସମଗ୍ର ଦେଶରେ ମଳ ନିର୍ଗମନ ଓ ପରିଚାଳନା କ୍ଷେତ୍ରରେ ସର୍ବଶ୍ରେଷ୍ଠ ମଡେଲ୍ ମାନଙ୍କ ମଧ୍ୟରୁ ଓଡ଼ିଶାର ସେପ୍ଟେଜ୍  ଓ ସ୍ବରେଜ  ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଣୀ ଦୃଷ୍ଟାନ୍ତ ସୃଷ୍ଟି କରିଛି ।  ସେପ୍ଟେଜ୍ ଏବଂ ସ୍ବରେଜ ରୁ ଅମଳ ହୋଇଥିବା ଜୈବ-କଠିନ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଉପରେ ଦିଲ୍ଲୀସ୍ଥିତ ସେଣ୍ଟର୍ ଫର୍ ସାଇନ୍ସ ଆଣ୍ଡ ଏନଭାରୋନମେଣ୍ଟ(ସି.ଏସ୍.ଇ)ର ସହଯୋଗରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡିଶା ପକ୍ଷରୁ ଗତକାଲି ଆୟୋଜିତ ଆଞ୍ଚଳିକ କର୍ମଶାଳାରେ ବିଶେଷଜ୍ଞ ମାନେ ମତବ୍ୟକ୍ତ...

ଗୋପାଳପୁର ବନ୍ଦରକୁ ଜମି ହସ୍ତାନ୍ତର

0

ଭୁବନେଶ୍ୱର : ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୋପାଳପୁର ବନ୍ଦର ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ୧୧୯.୭୧୬ ଏକର ଜମି ଗୋପାଳପୁର ବନ୍ଦରର ଉନ୍ନତିକରଣ ତଥା ସଂପ୍ରସାରଣ ନିମିତ୍ତ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ଏହି ବୁଝାମଣାପତ୍ରରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବନ୍ଦର ଓ ଅନ୍ତର୍ଦେଶୀୟ ଜଳ ପରିବହନ ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ ଏବଂ ଗୋପାଳପୁର ବନ୍ଦର ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜନାର୍ଦ୍ଦନ ରାଓ ସ୍ୱାକ୍ଷର କରିଥିଲେ । ବାଣିଜ୍ୟ...

100 Cr Fund For Startup

0

Bhubaneswar: Startup Odisha, an initiative of the MSME Department today launched a one-of-its-kind Rs 100 crore Odisha Startup Growth Fund (Fund of Funds) with Small Industries Development Bank of India (SIDBI) as the fund manager. This fund is truly unique due to its perpetual nature. When the initial corpus of Rs 100 crore gets exhausted, the state government would consistently...

SPCB Vigilant On Plastic

0

Bhubaneswar: The State Pollution Control Board is vigilant on plastic product manufacturing units for their compliance with the statutory provisions of the Plastic Waste Management Rules, 2021 and amended thereof and effectively implementing ban of SUP items from 1July, 2022 in the entire state. Member Secretary State Pollution Control Board, Dr.K Murugesan said that the Board has requested to all...

Experts Lauds Sepatge Infra

0

Bhubaneswar: Odisha’s Sepatge Infrastrucure is one of the Best in the Country, opined by experts in a Regional Workshop on reuse of bio-solids harvested from sepatage & sewage organised by Housing & Urban Development department Odisha in collaboration with Centre for Science and Environment (CSE), New Delhi held yesterday here at Odisha Urban Academy. The Workshop focused on reuse...

Speaker Poll On 22 Sept.

0

Bhubaneswar: The election for the Odisha Legislative Assembly Speaker is shifted by a day due to the Nuakhai festival. The election will now be held on September 22. As per revised schedule, nomination for the post of Assembly Speaker will be filed on September 21.  The election will be held at 9.30 am on September 22. The monsoon session of...

ନୂଆ ବାଚସ୍ପତି ପାଇଁ ଅଙ୍କକଷା

0

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ବାଚସ୍ପତି ପଦବୀ ଲାଗି ନାମାଙ୍କନପତ୍ର ଦାଖଲ କରାଯିବାର ଶେଷ ସମୟ ପାଖେଇ ଆସୁଥିବାବେଳେ ଏଯାବତ୍‍ କିନ୍ତୁ କିଏ ପ୍ରାର୍ଥୀ ହେବେ ସେ ସଂକ୍ରାନ୍ତରେ ସ୍ପଷ୍ଟ ସୂଚନା ମିଳୁନାହିଁ । ତେବେ ବିଧାନସଭାର ସଦସ୍ୟ ସଂଖ୍ୟା ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ଦଳ ଢେର୍‍ ପଛରେ ରହିଥିବା ଓ ଏହି ଦୁଇଦଳ ବାଚସ୍ପତି ନିର୍ବାଚନକୁ ବର୍ଜନ ଲାଗି ଘୋଷଣା କରିଥିବା ପରିପ୍ରେକ୍ଷୀରେ ନିରଙ୍କୁଶ ସଂଖ୍ୟାଗରିଷ୍ଠ ବିଜେଡି ଯାହାକୁ ଚାହିଁବ ତାଙ୍କୁ ବାଚସ୍ପତି ଆସନରେ ବସାଇବା ଏକପ୍ରକାର ନିଶ୍ଚିତ । ଆସନ୍ତା...

State Enacts New OGFR Rules

0

Bhubaneswar: With the change in time and as per present requirement, the State Government has come up with Odisha General Financial Rules (OGFRs) 2023.   The Department of Finance has issued the new Rules, which will be applicable for all Departments and Government Organizations. The OGFRs are a compilation of rules and orders of the State Government to be followed by...