ଖୋଜା ପଡିଲେଣି ମହିଳା ପ୍ରାର୍ଥୀ
ଭୁବନେଶ୍ୱର : ମହିଳାମାନଙ୍କ ପାଇଁ ବିଧାନସଭା ଓ ସଂସଦରେ ୩୩% ସ୍ଥାନ ସଂରକ୍ଷଣ ଲାଗି ପୁର୍ନବାର ଆଗତ କରାଯାଇଥିବା ବିଲ୍ ଯଦି ସଂସଦର ଚଳିତ ସ୍ୱତନ୍ତ୍ର ଅଧିବେଶନରେ ଗୃହୀତ ହୁଏ ତେବେ ଆସନ୍ତା ନିର୍ବାଚନରେ ବିଭିନ୍ନ ଦଳର ବହୁ ନେତାଙ୍କ ଟିକଟ କଟିବ । ଏଥିଘେନି ଅନେକ ନେତା ଏବେ ଆତଙ୍କିତ ଅବସ୍ଥାରେ ଥିବାବେଳେ ଯଦି ସେମାନଙ୍କ ଆସନ ସଂରକ୍ଷିତ ହୁଏ ତେବେ ତାଙ୍କ ସ୍ଥାନରେ ପତ୍ନୀ, ଝିଅ, ବୋହୁ କିମ୍ବା ଅନ୍ୟ କୌଣସି ସମ୍ପର୍କୀୟାଙ୍କୁ ପ୍ରାର୍ଥୀ କରିବାପାଇଁ ଚିନ୍ତା କଲେଣି । ଏଠାରେ...
ସ୍ୱଚ୍ଛତା ଲିଗରେ ୪୦୦୦ ରୁ ଅଧିକ ସହର
ନୂଆଦିଲ୍ଲୀ : ଭାରତୀୟ ସ୍ୱଚ୍ଛତା ଲିଗ୍ (ଆଇଏସଏଲ୍) ର ଦ୍ବିତୀୟ ସଂସ୍କରଣରେ ୪୦୦୦ ରୁ ଅଧିକ ସହରର ଅଂଶଗ୍ରହଣ ସହିତ ସ୍ବଚ୍ଛ ଭାରତ ମିଶନ ସହରୀକୁ ନୂତନ ଗତି ମିଳିଛି। ଆଇଏସଏଲ୍ ସ୍ୱଚ୍ଛତା ସହିତ ସାମିଲ୍ କାର୍ଯ୍ୟରେ ଯୁବକମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ସହର ମଧ୍ୟରେ ଯୁବକମାନଙ୍କ ନେତୃତ୍ବ ଥିବା ଏକ ଅଭିନବ ପଦକ୍ଷେପ ଅଟେ। ଆଇଏସଏଲ ର ଅଂଶ ଭାବରେ, ଭିନ୍ନ ଭିନ୍ନ ସହରର ଟିମ ସ୍ୱଚ୍ଛତା ଚାମ୍ପିୟନ ଭାବରେ ସମୁଦ୍ରତଟ, ପର୍ଯ୍ୟଟନ ସ୍ଥଳ ଏବଂ ପାହାଡ଼ ଗୁଡ଼ିକର ଉତ୍ସାହର...
More Trauma Care Centers
Bhubaneswar: With an aim to provide emergency medical care to road accident victims, the State Government has notified 89 Government-run healthcare institutions as Trauma Care Facilities (TCFs) across the State. Secretary Health & Family Welfare, Shalini Pandit was pursuing the matter sincerely. Accordingly the Department of Health and Family Welfare has issued a notification in this regard. As per the notification, SCB...
Teachers Call Off Strike
Bhubaneswar: After holding discussion with the State Government, the primary school teachers have announced to call off their protest, which was started on September 8. “The state government has sought time to consider our demands. Expressing our confidence in the government's assurance, we have decided to call off our agitation,” said Charulata Mohapatra, Secretary General of All Utkal Primary Teachers’...
ଦୁଇ ପ୍ରତିଶତଙ୍କ ଭିତରେ ଓଡିଆ ବୈଜ୍ଞାନିକ
ଭୁବନେଶ୍ୱର : ବିଶ୍ୱର ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଭୁବନେଶ୍ୱରରେ ଜନ୍ମିତ ଜଣେ ଓଡ଼ିଆ ଯୁବ ବୈଜ୍ଞାନିକ । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଏହି ଯୁବ ବୈଜ୍ଞାନିକ ଡ. ସ୍ୱୟମ ପ୍ରକାଶଙ୍କ ନାମ ସାଇଣ୍ଟିଫିକ୍ ଇଣ୍ଡେକ୍ସ-୨୦୨୩ରେ ସ୍ଥାନ ପାଇଛି । ଏଥିରେ ସେ ୨୦୨୨ ବର୍ଷ ଭଳି ପୁଣିଥରେ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ରହିଥିବା ଦର୍ଶାଯାଇଛି । ବାୟୋ ଟେକ୍ନୋଲୋଜି, ମାଇକ୍ରୋ ବାୟୋଲୋଜି ଓ ଇମ୍ୟୁନୋଜେନିଟିକ୍ସ ଭଳି କ୍ଷେତ୍ରରେ ସେ ଉଚ୍ଚତର ଗବେଷଣା ରତ । ବିଶେଷକରି କରୋନା ପ୍ରତିରୋଧ...
ଟ୍ରାଉମା ଚିକିତ୍ସା ସମ୍ପ୍ରସାରିତ
ଭୁବନେଶ୍ୱର : ଦୁର୍ଘଟଣାଗ୍ରସ୍ତ ଗୁରୁତର ଲୋକଙ୍କୁ ଜରୁରୀ ଚିକିତ୍ସା ସେବା ଯୋଗାଇଦେବା ଲାଗି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ୮୯ଟି ସରକାରୀ ଡାକ୍ତରଖାନାକୁ ଟ୍ରାଉମା କେୟାର ଫାସିଲିଟି (ଟିସିଏଫ୍) ଭାବେ ସୂଚାଇଛନ୍ତି । ନିକଟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି । ଏହି ବିଜ୍ଞପ୍ତି ଅନୁଯାୟୀ କଟକ ସ୍ଥିତ ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ବୁର୍ଲାର ଭିମ୍ସାର, ଯାଜପୁର ପାଣିକୋଇଲି ଟିସିଏଫ୍ ଏବଂ...
ଶୃଙ୍ଖଳିତ ହେବ କାଳିଆ ଯୋଜନା
ଭୁବନେଶ୍ୱର : ରାଜ୍ୟର କୃଷି ଓ କୃଷକମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଐତିହାସିକ କାଳିଆ ଯୋଜନା ଅତ୍ୟନ୍ତ ଲୋକପି୍ରୟ ଓ ଫଳପ୍ରଦ ସାବ୍ୟସ୍ତ ହୋଇଥିବାବେଳେ ଏହାକୁ ଅଧିକ ଶୃଙ୍ଖଳିତ ଓ ବ୍ୟାପକ କରିବା ପାଇଁ ବିଭିନ୍ନ ସମୟରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି । କାଳିଆ ଯୋଜନାରେ ପ୍ରତି ଫସଲ ଋତୁ ପ୍ରାରମ୍ଭରେ କାଳିଆ ହିତାଧିକାରୀ ଚାଷୀମାନଙ୍କୁ ନଗଦ ଅର୍ଥ ଆକାରରେ ସହାୟତା ଯୋଗାଇ ଦିଆଯାଇଥାଏ ଯାହାକି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଚାଷ କାର୍ଯ୍ୟ ପାଇଁ ପ୍ରାଥମିକ ମୂଳଧନ...
ଇ – ପୁସ୍ତକ ପିପୁଲ୍ସ ଜି – ୨୦ ଉନ୍ମୋଚିତ
ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର ଆଜି ନୂଆଦିଲ୍ଲୀ ଠାରେ ଭାରତର ଜି - ୨୦ ଅଧ୍ୟକ୍ଷତା ଉପରେ ଏକ ଇ - ପୁସ୍ତକ 'ପିପୁଲ୍ସ ଜି - ୨୦' କୁ ଉନ୍ମୋଚନ କରିଛନ୍ତି । ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଶ୍ରୀ ମନୀଷ ଦେଶାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପିଆଇବିର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏହି ପୁସ୍ତକରେ ଭାରତର ଜି - ୨୦ ଅଧ୍ୟକ୍ଷତାର...
ମଙ୍ଗଳବାର ଲଘୁଚାପ
ଭୁବନେଶ୍ୱର : ଉତର-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଅଂଚଳରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଏକ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ଉପକୂଳ, ଉତର ଏବଂ ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଂଚଳରେ ସେପ୍ଟେମ୍ବର ୧୯ ଏବଂ ୨୦ ତାରିଖରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା...
Team On Death Probe
Bhubaneswar: With the death of at least six persons in Bargarh and Sundargarh district, the State Health Department has sent two health teams to the districts to inquire into the deaths due to scrub typhus infection. Speaking to media persons here on Monday, Public Health Director Niranjan Mishra said a team led by a joint director was sent to Bargarh while...










