ଦାୟିତ୍ୱ ଗ୍ରହଣ କଲେ ନୂଆ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ଶ୍ରୀ ସରୋଜ କୁମାର ସାମଲ ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ରାଜ୍ୟ ସରକାରଙ୍କ ମୁଖପତ୍ର ସଦୃଶ । ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକୁ ଏହି ବିଭାଗ ପ୍ରଚାରପ୍ରସାର କରି ସରକାରଙ୍କ ଭାବମୂର୍ତ୍ତି ଗଠନରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି । ଦଳଗତ କାର୍ଯ୍ୟ ଉପରେ ବିଶ୍ୱାସ କରୁଥିବା...
Push For Handloom Products
Bhubaneswar: As many as 32 officers today joined the Handloom, Textiles and Handicrafts Department. While 26 of them joined as Inspectors of Textiles, 6 have been recruited as Auditors. An orientation was organized at the Lok Seva Bhawan Convention Centre for the new recruits. Joining the program on virtual platform Chief Minister Naveen Patnaik welcomed the new officers and said...
ଦିନକରେ ବଢିଲା ୪.୮ ଡିଗ୍ରୀ
ଭୁବନେଶ୍ୱର : ରାଜଧାନୀର ତାପମାତ୍ରା ଗୋଟିଏ ଦିନରେ ୪.୮ ଡିଗ୍ରୀ ବୃଦ୍ଧି ପାଇବା ସହ ଆଜି ୪୨.୭ ଡିଗ୍ରୀରେ ପହଞ୍ଚିଯାଇଛି । ଏଥିଯୋଗୁଁ ଦିନବେଳା ରାଜଧାନୀର ରାସ୍ତାଘାଟ ଏକ ପ୍ରକାର ଶୂନଶାନ ହୋଇଯାଇଥିବାବେଳେ ଲୋକେ ଗରମରେ ଆଉଟୁ ପାଉଟୁ ହୋଇଯାଇଥିଲେ ।ତେବେ ଆଜି ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ଉଭୟ ବାରିପଦା ଓ ଝାରସୁଗୁଡାରେ ରେକର୍ଡ କରାଯାଇଛି । ବାରିପଦାରେ ଗୋଟିଏ ଦିନରେ ତାପମାତ୍ରା ୬.୧ ଡିଗ୍ରୀ ବଢିଥିବାବେଳେ ଝାରସୁଗୁଡାରେ ଏହା ୩.୮ ଡିଗ୍ରୀ ବଢିଛି । ଆଜି ରାଜଧାନୀ ସସହିତ ଦ୍ୱୈତନଗରୀ କଟକରେ...
Odisha Accepts AFMS Docs
Bhubaneswar: In another significant step towards improving quality of medical education in the State, Government has initiated steps for redeployment of superannuated teachers of Armed Force Medical Service (AFMS) in Odisha. This will be done in partnership with Ministry of defence, Ministry of Health and family welfare, and NITI Aayog. Engagement of these experienced teachers would add value to the...
CS Mantra For Zen Next
Bhubaneswar: Chief Secretary, Pradeep Kumar Jena graced a symposium on Disaster Management in Odisha held under “Zen Next-Democracy-Network” programme sponsored by the Indian Council of Cultural Relations (ICCR),New Delhi. The Seminar was held on Monday at Convention Centre, Lok Seva Bhawan, in co-ordination with Odisha State Disaster Management Authority & ‘SOA’ University. Addressing to 26 delegates of eight countries i.e...
Deepali Files Nomination
Jharsuguda: Governing Biju Janata Dal (BJD) candidate Deepali Das today filed her nomination paper as a party candidate for the by-election to Jharsuguda assembly segment scheduled to be held on May 10.Slain Minister Naba Kisore Das's daughter, Deepali went to the Jharsuguda Sub-Collector’s office in a grand procession and submitted her nomination papers for the by-poll. This by-poll is being...
Police Detains BJP Leaders
Sambalpur: The police detained several senior BJP leaders including Union Minister Bishweswar Tudu and State BJP President Manmohan Samal when they were enroute to Sambalpur town on Tuesday. A delegation of senior leaders of State BJP led by President Shri Samal were moving from Jharsuguda to Sambalpur to take stock of the situation in Sambalpur town, which has witnessed several...
Corridor To Connect Airports
Bhubaneswar: For smooth movement of people and other goods to proposed Shree Jagannath International Airport, the State Government has planned for development a dedicated growth corridor from Biju Patnaik International Airport to the proposed Puri Airport. The Odisha Bridge and Construction Corporation (OBCC) has invited tender for development of a detailed development plan for the dedicated growth corridor between Biju...
G20 Edu Meet@BBSR
New Delhi: Secretary, Higher Education, K. Sanjay Murthy; Secretary Ministry of Skill Development and Entrepreneurship, Atul Kumar Tiwari and Secretary Department of School Education & Literacy, Ministry of Education Sanjay Kumar today held a curtain raiser press conference on the upcoming Third Education Working Group meeting and precursory events in Bhubaneswar. While addressing the press conference Shri Murthy informed...
ସବୁଜ ବର୍ଜ୍ୟ ଉଠାଇବ କିଏ ?
ଭୁବନେଶ୍ୱର : ଲୋକଙ୍କ ବାଡି ବଗିଚାରୁ ବାହାରୁଥିବା ଗଛ, ଡାଳପତ୍ର ଆଦି ସବୁଜ ବର୍ଜ୍ୟକୁ ରାସ୍ତାକଡରୁ କିଏ ଉଠାଇବ ତାହାକୁ ନେଇ ଏବେ ଟଣାଓଟରା । ଖୋଦ୍ ବିଏମ୍ସି ଅଧିକାରୀମାନେ ବି ଏ ସଂକ୍ରାନ୍ତରେ ଅନ୍ଧାରରେ । ଫଳରେ ରାସ୍ତାକଡରେ ମାସ ମାସ ଧରି ଡାଳପତ୍ର ଆଦି ଗଦାହୋଇ ରହୁଛି । ରାଜଧାନୀରେ ସଫେଇ ଦାୟିତ୍ୱରେ ସଂସ୍ଥାଗୁଡିକ ଏବେ ଘରକୁ ଘର ବୁଲି ଅଳିଆ ସଂଗ୍ରହ ସହିତ ରାସ୍ତାରେ ଝାଡୁ ମାରି ସଫା କରୁଛନ୍ତି । ଗୋଟିଏ ଦଳ ଗାଡିରେ ଆସି ଘରୁ ଅଳିଆ...










