CRUT On Expansion Mode

0

Bhubaneswar: The Capital Region Urban Transport (CRUT), responsible for bus services in the capital city will expand its fleet by introducing 200 electric buses within the next two months, Arun Bothra, Managing Director, CRUT, said. CRUT was presently operating 50 electric buses in the city and aimed to replace its entire fleet of vehicles with e-buses, Shri Bothra said while...

ନୂଆ ଓଡିଶା ଯୋଜନାକୁ କ୍ୟାବିନେଟ ମୋହର

0

ଭୁବନେଶ୍ୱର : ରାଜ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷ କରିବାପାଇଁ ୩୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ଉନ୍ନତ ଅଭିଳାଷା (ନୂଆ) ଓଡିଶା ଯୋଜନା ଉପରେ କ୍ୟାବିନେଟ୍‍ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‍ ବୈଠକକର ଏହି ନିଷ୍ପତ୍ତି ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ମୁଖ୍ୟ ସଚିବ କହିଛନ୍ତି ଯେ ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ କରିବା ଏବଂ ନିଯୁକ୍ତି ଦକ୍ଷତା...

ବ୍ୟାଙ୍କିଙ୍ଗ ଆଉଟଲେଟ୍‍ ପାଇଁ ୫୦୦ କୋଟି

0

ଭୁବନେଶ୍ୱର : ବ୍ୟାଙ୍କ୍‍ ଶାଖା ନଥିବା ରାଜ୍ୟର ୪୩୭୩ଟି ପଞ୍ଚାୟତରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ୍‍ ଯଥା ଭାରତୀୟ ଷେଟ ବ୍ୟାଙ୍କ୍‍, ପଞ୍ଜାବ ନେସନାଲ ବ୍ୟାଙ୍କ୍‍, ୟୁକୋ ବ୍ୟାଙ୍କ୍‍, ୟୁନିୟନ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ, ବ୍ୟାଙ୍କ୍‍ ଅଫ୍‍ ବରୋଦା ଏବଂ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ ସହିତ ସମନ୍ୱୟ ରକ୍ଷା କରି ସିଏସ୍‍ସି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେ୍‍ଟ ଖୋଲିବା ଯୋଜନାକୁ ଆଜି ରାଜ୍ୟ କ୍ୟାବିନେଟ୍‍ ସବୁଜ ସଙ୍କେତ ଦେଇଛି । ଏଥିପାଇଁ ୫୦୦ କୋଟି ଟଙ୍କାର ବଜେଟ୍‍ ସହାୟତା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ...

Pact For CSP Plus Soon

0

Bhubaneswar: Odisha Government will sign Memorandum of Understanding (MoU) with Six Public Sector Banks to implement ‘CSP Plus’ Banking Outlet Program, said Vishal Kumar Dev, Principal Secretary Finance. As the State Cabinet has approved the scheme to open "CSP Plus" Banking Outlet, Department of Finance will be signing Pact with Six Public Sector Banks (PSBs), namely State Bank of India...

500 CR For Bank Outlets

0

Bhubaneswar: In a historic decision to ensure banking facilities in unbanked Gram Panchayats (GPs), the State Cabinet led by Chief Minister Naveen Patnaik today approved a scheme to open a CSP Plus banking outlet with a cost of Rs 500 crore.   The State Cabinet has approved the scheme to open "CSP Plus" Banking Outlet in coordination with six Public...

New PPP Policy Approved

0

Bhubaneswar: In another major decision, the State Cabinet has approved the Odisha Public Private Partnership (PPP) Policy 2023, which was formulated by the Directorate of PPP, Finance Department, for reinforcing and further accelerating the growth of PPPs in the State. It will help the State to adapt to changes in the PPP ecosystem, Chief Secretary Pradeep Jena said. The new...

Aadhar For Land

0

New Delhi: The Department of Land Resources has taken up various initiatives to ease the living of citizens in the recent years. Under the Digital India Land Records Modernization Programme, the Department is making efforts for saturation of computerization of land records and digitalization of cadastral maps for the benefit of Citizens. In terms of computerization of Record of...

ଜାତୀୟ ଜନଜାତି ଲେଖକ ସମ୍ମିଳନୀ ଉଦ୍‌ଯାପିତ

0

ଭୁବନେଶ୍ୱର : ଜନଜାତି ଭାଷାଗୁଡିକ ଲୋପ ପାଇଯାଉଥିବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଠାରେ ଚାଲିଥିବା ୨ ଦିନିଆ ସର୍ବଭାରତୀୟ ଜନଜାତି ଲେଖକ ସମ୍ମିଳନୀ ର ଉଦ୍‌ଯାପନୀ ଦିବସରେ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଛି । ଜନଜାତି ଭାଷାଗୁଡିକର ସଂରକ୍ଷଣ ଓ ଉନ୍ନତି ନିମନ୍ତେ ଏକ ସ୍ୱତନ୍ତ୍ର ଭାଷା ନୀତି ପ୍ରଚଳନର ଆବଶ୍ୟକତା ଅଛି ବୋଲି  ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ସାରା ବିଶ୍ୱରେ ପ୍ରାୟ ୬୦୦୦ କଥିତ ଭାଷା ମଧ୍ୟରୁ ପ୍ରାୟ ୪୫୦୦ ଜନଜାତି ଭାଷା ବିଭିନ୍ନ କାରଣ ଏବଂ...

Honor For 19 Districts

Bhubaneswar: Chief Minister Naveen Patnaik today felicitated 19 districts of Odisha for excellent performance in computerization of land records. These districts had received Bhoomi Samman award from the President of India in July for achieving 100 percent success in Digital India Land Records Modernization. Odisha has been awarded the Prestigious "Bhoomi Samman " as the best state in India for...

ଡିପ୍ଲୋମାଙ୍କ ବେକାରୀ ହାର ୩୦%ରୁ ଅଧିକ

0

ଭୁବନେଶ୍ୱର : ଓଡିଶାରେ ଡିପ୍ଲୋମା ସାର୍ଟିଫିକେଟଧାରୀଙ୍କ ବେକାରୀ ହାର ଅଧିକ ରହିଛି । ଏହି ସାର୍ଟିଫିକେଟଧାରୀଙ୍କ ମଧ୍ୟରୁ ୩୦ ପ୍ରତିଶତର ଅଧିକ ବେକାର ଥିବାବେଳେ ସ୍ନାତକୋ ଡିଗ୍ରୀଧାରୀ ବେକାରଙ୍କ ସଂଖ୍ୟା ୨୩.୭ ପ୍ରତିଶତ ରହିଛି । କେନ୍ଦ୍ର ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ରାଜ୍ୟସଭାରେ ଦେଇଥିବା ଏକ ଉତ୍ତରରୁ ଏହି ସୂଚନା ମିଳିଛି । କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଓଡିଶାରେ ୧୫ବର୍ଷ ବୟସରୁ ଉର୍ଦ୍ଧ୍ୱ ଯେତିକି ଡିପ୍ଲୋମା ସାର୍ଟିଫିକେଟଧାରୀ ରହିଛନ୍ତି ସେମାନଙ୍କ ମଧ୍ୟରୁ ୩୦.୭ ପ୍ରତିଶତ କୌଣସି ନିଯୁକ୍ତି ପାଇ ନାହାନ୍ତି ।...