ସମ୍ରେ ବିଶ୍ୱ ଅଲ୍ଜାଇମର ଦିବସ
ଭୁବନେଶ୍ୱର : ବିଶ୍ୱ ଅଲ୍ଜାଇମର ଦିବସ ଅବସରରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମାନସିକ ରୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି । ଗୁରୁବାର ସକାଳେ ସମ୍ ହସ୍ପିଟାଲ୍ର ବ୍ଲଡ ବ୍ୟାଙ୍କ ସମ୍ମୁଖରୁ ଏହି ୱାକାଥନ ଆରମ୍ଭ ହୋଇ ମୁଖ୍ୟ ଦ୍ୱାରରେ ଶେଷ ହୋଇଥିଲା । ଚଳିତ ବର୍ଷ ବିଶ୍ୱ ଅଲ୍ଜାଇମର ଦିବସର ଥିମ୍ ରହିଛି “ ନେଭର ଠୁ ଅର୍ଲି , ନେଭର ଠୁ ଲେଟ୍” ଅର୍ଥାତ୍ କେବେବି ଆଗୁଆ ନୁହେଁ କିମ୍ବା କେବେ ଅତି...
ପ୍ରତିବର୍ଷ ଦିଆଯିବ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର
ନୂଆଦିଲ୍ଲୀ : ଭାରତ ସରକାର ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଉଦ୍ଭାବନ କ୍ଷେତ୍ରରେ 'ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର' ନାମରେ ଏକ ନୂତନ ଜାତୀୟ ପୁରସ୍କାର ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର (ଆରଭିପି)ର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଉଦ୍ଭାବନର ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ, ବୈଷୟିକ ଜ୍ଞାନକୌଶଳ ବିଜ୍ଞାନୀ ଏବଂ ଉଦ୍ଭାବକମାନଙ୍କ ବ୍ୟକ୍ତିଗତ ଭାବରେ କିମ୍ବା ଦଳରେ ଉଲ୍ଲେଖନୀୟ ଏବଂ ପ୍ରେରଣାଦାୟକ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା । ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଭାରତରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା...
BJD Expels Soumya
Bhubaneswar: In a major decision ahead of the monsoon session of State Assembly, the Governing BJD has expelled two sitting MLAs including Khandapara MLA Soumya Ranjan Patnaik. BJD Supremo and Chief Minister Naveen Patnaik has formally announced that Soumya R Patnaik and Remuna MLA Sudhansu Sekhar Parida have been expelled from the party. In a press statement, the BJD...
ସୌମ୍ୟ, ସୁଧାଂଶୁ ବିଜେଡିରୁ ବିଦା
ଭୁବନେଶ୍ୱର : ବିଜୁ ଜନତା ଦଳ ଆଜି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର କରିଛି । ଏଥି ସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ମଧ୍ୟ ବିଜେଡିରୁ ବିଦା ହୋଇଛନ୍ତି । ଉଭୟ ନେତାଙ୍କ ବହିଷ୍କାର ସଂକ୍ରାନ୍ତରେ ଖୋଦ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ସମ୍ମୁଖରେ ଘୋଷଣା କରିଛନ୍ତି । ସୌମ୍ୟ ରଞ୍ଜନ ପଟ୍ଟନାୟକ କିଛି ଦିନ ଧରି ତାଙ୍କ ସମ୍ବାଦପତ୍ରରେ ନିଜସ୍ୱ ମନ୍ତବ୍ୟ ରଖି ଆସୁଥିଲେ । ଏଥିରେ ସେ ୫-ଟି ସଚିବ ଓ...
Marndi Gets Revenue
Bhubaneswar: Chief Minister Naveen Patnaik has allotted a crucial Revenue and Disaster Management portfolio to senior lawmaker Sudam Marndi following the resignation of Pramila Mallik from the Ministry. Shri Marndi, who is now holding the School and Mass Education Department, has already served as Revenue and Disaster Management Minister from May 2019 to June 2022. Odisha is facing cyclones or floods...
OeHMIS In More Institutions
Bhubaneswar: The State Government has decided to expand its ambitious Odisha e-Hospital Management Information System (OeHMIS) to another 223 healthcare institutions of the State in two phases. Secretary Health & Family Welfare, Shalini Pandit initiated the proposal and after its approval by the Chief Minister Naveen Patnaik, now it is clear that OeHMIS will be implemented across the State. According to...
ଆଉ ୨୨୩ ଡାକ୍ତରଖାନାରେ ଇ-ହସ୍ପିଟାଲ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବହୁ ଆଙ୍କାକ୍ଷୀତ ଓଡିଶା ଇ-ହସ୍ପିଟାଲ ପରିଚାଳନା ସୂଚନା ବ୍ୟବସ୍ଥା (ଓଇଏଚଏମଆଇଏସ୍)କୁ ଆଉ ୨୨୩ଟି ଡାକ୍ତରଖାନାକୁ ସମ୍ପ୍ରସାରିତ କରାଯିବ । ଦୁଇଟି ପର୍ଯ୍ୟାୟରେ ଏହା କରିବାପାଇଁ ସ୍ଥିର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୧୧୨ଟି ଡାକ୍ତରଖାନାକୁ ଏଥିରେ ସାମିଲ କରିବାକୁ ଯୋଜନା ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୧୧ଟି ଡାକ୍ତରଖାନା ଏଥିରେ ସାମିଲ ହେବେ । ପ୍ରଥମ ପର୍ଯ୍ୟାୟରେ ଖୋରଧା ଓ ଝାରସୁଗୁଡାର ସମସ୍ତ ଡାକ୍ତରଖାନାକୁ ଏଥିରେ ସାମିଲ କରାଯିବ । ଏହି ଦୁଇ ଜିଲ୍ଲାର ୨୧ଟି...
ଜବରଦଖଲରେ ଶିଳ୍ପାଞ୍ଚଳ ଜମି
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳରେ ଶିଳ୍ପ ଜମିରେ ଅଣଶିଳ୍ପ ସଂସ୍ଥା ଗଢି ଉଠୁଥିବାବେଳେ ଜବରଦଖଲକାରୀମାନେ ପାଖାପାଖି ଶହେ ଏକର ଜମି ମାଡି ବସିଛନ୍ତି । ଏମାନଙ୍କୁ ହଟାଇ କିଭଳି ଜମିକୁ ନିଜ କବଜାକୁ ନିଆଯିବ ସେଥିପାଇଁ ଇଡ୍କୋ କର୍ତ୍ତୃପକ୍ଷ ଅଣ୍ଟା ଭିଡିଛନ୍ତି । ରାଜ୍ୟରେ ରହିଛି ୧୨୨ଟି ଶିଳ୍ପାଞ୍ଚଳ । ଏଗୁଡିକ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୧୧ହଜାର ଏକର ଜମି ଉପରେ ରହିଛି । ସେଥି ମଧ୍ୟରୁ ଶିଳ୍ପ ସ୍ଥାପନ ନିମନ୍ତେ ୬୪୯୩ଟି ସଂସ୍ଥାଙ୍କୁ ୬୮୩୦ ଏକର ଜମି ଲିଜ୍...
ତେଲାଙ୍ଗାନା ସମବାୟ ବ୍ୟାଙ୍କ ପରିଦର୍ଶନ
ଭୁବନେଶ୍ୱର : ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ହାଇଦ୍ରାବାଦ ଗସ୍ତ କାଳରେ ତେଲେଙ୍ଗାନା ରାଜ୍ୟ ସମବାୟ ଶୀର୍ଷ (ଆପେକ୍ସ) ବ୍ୟାଙ୍କ ପରିଦର୍ଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକଙ୍କୁ ବ୍ୟାଙ୍କର ସଭାପତି କୋନ୍ଦୁରୁ ରବିନ୍ଦ୍ର ରାଓ ଓ ପରିଚାଳନା ନିର୍ଦ୍ଦେଶକ ଡଃ ନେଥି ମୁରଲିଧର ସ୍ୱାଗତ ଜଣାଇ ଥିଲେ । ମନ୍ତ୍ରୀ ଶ୍ରୀ ନାୟକ ବ୍ୟାଙ୍କର ବିଭିନ୍ନ ଶାଖା , ସାଇବର କ୍ରାଇମ୍ ନିୟନ୍ତ୍ରଣ ବ୍ୟବସ୍ଥା ବୁଲି ଦେଖିବା ସହିତ ଅଧିକାରୀ ମାନଙ୍କ ସହ ବ୍ୟାଙ୍କ ସଂପର୍କରେ ଆଲୋଚନା କରିଥିଲେ । ପରିଚାଳନା ନିର୍ଦ୍ଦେଶକ...
ପ୍ରମିଳା ପରବର୍ତ୍ତୀ ବାଚସ୍ପତି
ଭୁବନେଶ୍ୱର : ଶାସକ ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଓଡ଼ିଶା ବିଧାନସଭାର ବାଚସ୍ପତି ର୍ନିବାଚନ ପାଇଁ ପ୍ରାର୍ଥୀ କରିଛି । ୨୨ ସେପ୍ଟେମ୍ବରରେ ଓଡିଶା ବିଧାନସଭା ବାଚସ୍ପତିଙ୍କ ପାଇଁ ର୍ନିବାଚନ ଅନୁଷ୍ଠିତ ହେବ । ସେ ୨୧ ସେପ୍ଟେମ୍ବରରେ ପ୍ରାର୍ଥୀପତ୍ର ଦାଖଲ କରିବେ । ଶ୍ରୀମତୀ ମଲ୍ଲିକ ଯଦି ଜିତନ୍ତି ତେବେ ସେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ । ୧୪୭ ସଦସ୍ୟ ବିଶିଷ୍ଟ ଗୃହରେ ଶାସକ ବିଜେଡିର ୧୧୨ ଟି ଆସନ ରହିଛି । ବର୍ତ୍ତମାନ ଶ୍ରୀମତୀ...









