ପରୀକ୍ଷା ରିପୋର୍ଟରେ ତାଳ ମେଳ ରହୁନି

0

ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥିବାବେଳେ ଏହାର ପରୀକ୍ଷା ରିପୋର୍ଟକୁ ନେଇ ଲୋକେ ହଲାପଟା ହେଉଛନ୍ତି । ଜ୍ୱର ଆସିବାମାତ୍ରେ ଡେଙ୍ଗୁ ସମେତ ରକ୍ତରେ ଥିବା ପାଟ୍‍ଲେଟ୍‍ର ପରିମାଣ ଜାଣିବାକୁ କରୁଥିବା ପରୀକ୍ଷାରୁ ଭିନ୍ନ ଭିନ୍ନ ରିପୋର୍ଟ ଆସିବାରୁ ଲୋକେ ଛାନିଆ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ରାଜଧାନୀରେ ଏବେ ପ୍ରାୟ ସବୁ ଅଞ୍ଚଳରେ ଡେଙ୍ଗୁ ରୋଗୀ ବାହାରୁଛନ୍ତି । ସରକାରୀ ଡାକ୍ତରଖାନାରେ ପ୍ରାୟତଃ ଡେଙ୍ଗୁ ରୋଗୀଙ୍କୁ ଭର୍ତ୍ତି କରିବାପାଇଁ ଆଉ ସ୍ଥାନ ନାହିଁ । ତେଣୁ...

ଅତିରିକ୍ତ ବଜେଟ୍‍ ଆଗତ

0

ଭୁବନେଶ୍ୱର : ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ବର୍ଷ ପାଇଁ ମୋଟ୍‍ ୨୮ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ଆଗତ କରିଥିଲେ । ଏଥି ମଧ୍ୟରେ କାର୍ଯ୍ୟକ୍ରମ ବ୍ୟୟପାଇଁ ସର୍ବାଧିକ ୨୦,୧୦୦ କୋଟି ଟଙ୍କା ଥିବାବେଳେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୪୬୬୪ କୋଟି, ପ୍ରଶାସନିକ ବ୍ୟୟ ପାଇଁ ୨୮୬୪ କୋଟି ଏବଂ ରାଜ୍ୟ ବଜେଟ୍‍ରୁ ସ୍ଥାନାନ୍ତର ବାବଦରେ ୫୭୨ କୋଟି ଟଙ୍କା ରହିଛି । ଅତିରିକ୍ତ ବଜେଟ୍‍ରେ ନୂତନ ପଦକ୍ଷେପ ଭାବରେ ଆମ ଓଡିଶା ନବୀନ ଓଡିଶା ପାଇଁ ୧୩୦୨...

ପୁରୀ-ରାଉରକେଲା ନୂଆ ବନ୍ଦେ ଭାରତ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ପୁରୀ - ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସକୁ ଆସନ୍ତା ୨୪ ତାରିଖରେ ଶୁଭାରମ୍ଭ କରିବେ। ଏହି ଟ୍ରେନ ଓଡିଶାର କେତେକ ପ୍ରମୁଖ ସହର ଯଥା ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର କୁ ସଂଯୋଗ କରିବା ସହିତ ଏହି ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ କୁ ଯଥେଷ୍ଟ ଭାବରେ ହ୍ରାସ କରିବ ଏବଂ ଏହା ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ବିଶେଷ ଭାବରେ ଉପକୃତ କରିବ | ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀର ପବିତ୍ର...

28.2K CR Supp Budget

0

Bhubaneswar: On the first day of monsoon session, Finance Minister Bikram Keshari Arukha on Friday tabled the Supplementary Budget of Rs 28,200 crore for the year 2023-24 in the State Legislative Assembly. The Supplementary provision of Rs.28,200 crore comprises Rs.2,864 crore towards Administrative Expenditure, Rs.4,664 crore towards Disaster Management Funds, Rs.572 crore towards Transfer to Local Bodies and Rs.20,100 crore towards...

Madam Speaker Era Begins

0

Bhubaneswar: In a historic moment, Veteran Lawmaker, Pramila Mallik has been elected as first woman Speaker of the State Legislative Assembly unanimously.   Deputy Speaker Rajani Kant Singh has made this announcement in the Assembly following due procedure. Chief Minister and Leader of the House Naveen Patnaik moved the motion to select Pramila Mallik as Speaker of the House. Shrimati Mallik was...

NALCO Profit Down

0

Bhubaneswar: National Aluminium Company Limited (NALCO) a Navratna PSE’s profit level is going down. While during 2021-22, the Navratna CPSE, under the Ministry of Mines, Government of India, registering highest ever revenue from operations and highest ever net profit (PAT) of Rs 14,181crore and Rs. 2,952 crore respectively, in 2022-23 NALCO with a sales turnover of Rs.14,171 crore, net profit...

ମହାନଗର ନିଗମରେ ହୋଇପାରୁନି ନିର୍ବାଚନ

0

ଭୁବନେଶ୍ୱର : ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ଦୀର୍ଘବର୍ଷ ଧରି କାର୍ଯ୍ୟକ୍ଷମ ଥିବାବେଳେ ଘୋଷଣା ସତ୍ୱେ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ପାଇଁ ପ୍ରାୟ ୮ବର୍ଷ ଧରି ନିର୍ବାଚନ ହୋଇପାରୁ ନାହିଁ । ଏହି ଦୁଇଟି ମହାନଗର ନିଗମ ଗଠନ ହେବା ପରଠାରୁ ଏହାର କୌଣସି ନିର୍ବାଚିତ ଲୋକ ପ୍ରତିନିଧି ନାହାନ୍ତି । ଏଥିପାଇଁ ସମ୍ବଲପୁର ଓ ରାଉରକେଲା ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୧୯ର ବିଧାନସଭା ଓ ଲୋକସଭା ନିର୍ବାଚନର...

ବଣ୍ଟନ ବ୍ୟବସ୍ଥା ନେବାକୁ ମହିଳା ଗୋଷ୍ଠି ଅରାଜି

0

ଭୁବନେଶ୍ୱର : ଗାଁ ଗହଳରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ଭାରତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ହାତରେ ଦେବାପାଇଁ ସରକାର ଆଗ୍ରହୀ ଥିବାବେଳେ ମହିଳା ଗୋଷ୍ଠିଗୁଡିକ କିନ୍ତୁ ଏ କ୍ଷେତ୍ରରେ ସେତେଟା ଆଗ୍ରହୀ ନୁହନ୍ତି । ରାଜ୍ୟରେ ଥିବା ୧୧ହଜାରରୁ ଅଧିକ ବଣ୍ଟନ କେନ୍ଦ୍ର ମଧ୍ୟରୁ ମହିଳା ଗୋଷ୍ଠି ହାତରେ ଦୁଇ ହଜାରରୁ ସାମାନ୍ୟ ଅଧିକ କେନ୍ଦ୍ର ରହିଛି । ଘରୋଇ ଲୋକଙ୍କ ହାତରେ ୫ହଜାରରୁ ଅଧିକ କଣ୍ଟ୍ରୋଲ ଦୋକାନ ରହିଥିବା ଜଣାଯାଇଛି । ସରକାରୀ ସୂଚନା ମୁତାବକ ଗତ ଆର୍ଥିକ ବର୍ଷ ଶେଷ...

ସମ୍‌ରେ ବିଶ୍ୱ ଅଲ୍‌ଜାଇମର ଦିବସ

0

ଭୁବନେଶ୍ୱର : ବିଶ୍ୱ ଅଲ୍‌ଜାଇମର ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି । ଗୁରୁବାର ସକାଳେ ସମ୍ ହସ୍ପିଟାଲ୍‌ର ବ୍ଲଡ ବ୍ୟାଙ୍କ ସମ୍ମୁଖରୁ ଏହି ୱାକାଥନ ଆରମ୍ଭ ହୋଇ ମୁଖ୍ୟ ଦ୍ୱାରରେ ଶେଷ ହୋଇଥିଲା । ଚଳିତ ବର୍ଷ ବିଶ୍ୱ ଅଲ୍‌ଜାଇମର ଦିବସର ଥିମ୍ ରହିଛି “ ନେଭର ଠୁ ଅର୍ଲି , ନେଭର ଠୁ ଲେଟ୍‌” ଅର୍ଥାତ୍ କେବେବି ଆଗୁଆ ନୁହେଁ କିମ୍ବା କେବେ ଅତି...

ପ୍ରତିବର୍ଷ ଦିଆଯିବ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର

0

ନୂଆଦିଲ୍ଲୀ :  ଭାରତ ସରକାର ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଉଦ୍ଭାବନ କ୍ଷେତ୍ରରେ 'ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର' ନାମରେ ଏକ ନୂତନ ଜାତୀୟ ପୁରସ୍କାର ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର (ଆରଭିପି)ର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଉଦ୍ଭାବନର ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ, ବୈଷୟିକ ଜ୍ଞାନକୌଶଳ ବିଜ୍ଞାନୀ ଏବଂ ଉଦ୍ଭାବକମାନଙ୍କ ବ୍ୟକ୍ତିଗତ ଭାବରେ କିମ୍ବା ଦଳରେ ଉଲ୍ଲେଖନୀୟ ଏବଂ ପ୍ରେରଣାଦାୟକ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା । ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଭାରତରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା...