MLE For Tribal Children
Bhubaneswar: In an innovative step, the Tribal Children are being imparted education in their Mother Tounge based Multilingual Education (MLE), thanks to the overdrive of the Department of Scheduled Caste and Scheduled Tribe. Roopa Roshan Sahoo, Secretary SCST Development has taken the lead in this regard as she is sensitive towards the Tribal Children. Department of SCST Development has taken...
କ୍ୟାମ୍ପସର ନାମ ରହୁ ସତ୍ୟବାଦୀ ବିହାର
ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ଗୁରୁଦିବସ ଅବସରରେ ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଲୋକାର୍ପିତ ହେବାକୁ ଯାଉଛି । ଏହି ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ନାମ ‘ସତ୍ୟବାଦୀ ବିହାର’ ରଖିବା ପାଇଁ ଦଳମତ ନିର୍ବିଶେଷରେ ମତପ୍ରକାଶ ପାଉଥିବାବେଳେ ଏଯାବତ୍ ଏ ସଂକ୍ରାନ୍ତରେ ବିଧିବଦ୍ଧ ଘୋଷଣା ହୋଇନାହିଁ । ୨୦୧୮ ମସିହାରେ ରାଜ୍ୟ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିଲେ । ଜମି ଅଧିଗ୍ରହଣ ଓ ଅନ୍ୟ କେତେକ ସମସ୍ୟା ଲାଗି ବିଶ୍ୱବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିବାରେ ବିଳମ୍ବ ହେବାରୁ...
Priority For Women
Khurda: Ace Administrator, V K Pandian visited Khordha District to review the progress of various developmental works in the district and redressal of public grievances. Secretary to CM reviewed the progress of ongoing Mega Piped Water Supply Projects at a cost of Rs. 922 Cr in Begunia, Bolagarh, Tangi, Khordha, Banpur and Chilika Blocks. The projects will be operationalized in...
ରାଜ୍ୟରେ ମୁଣ୍ଡ ପିଛା ଆୟ ବୃଦ୍ଧି
ଭୁବନେଶ୍ୱର : ରାଜ୍ୟରେ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇବାରେ ଲାଗିଛି । ସର୍ବଶେଷ ସୂଚନା ଅନୁଯାୟୀ ବର୍ତ୍ତମାନର ଦର ସୂଚୀ ଆଧାରରେ ଓଡିଶାର ମୋଟ୍ ଘରୋଇ ଉତ୍ପାଦନ ମଧ୍ୟ ବୃଦ୍ଧି ପାଉଛି । ଗତ ତିନି ବର୍ଷ ଧରି ରାଜ୍ୟରେ ମୁଣ୍ଡ ପିଛା ଆୟର ଅଭିବୃଦ୍ଧି ଧାରା ଜାରି ରହିଛି । ୨୦୨୦-୨୧ ରେ ଏହା ୧,୦୨,୧୬୬ ଟଙ୍କା ଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୧,୨୮,୮୭୩ ଟଙ୍କା ଏବଂ ୨୦୨୨-୨୩ ରେ ୧,୫୦,୬୭୬ ଟଙ୍କାକୁ ବୃଦ୍ଧି ପାଇଛି । ରାଜ୍ୟ ସରକାର ପ୍ରସ୍ତୁତ...
ମାତୃଭାଷାରେ ଶିକ୍ଷାଦାନ ପାଇଁ ପଦକ୍ଷେପ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଅନୁସୂଚିତ ଜନଜାତିର ଛାତ୍ର ଛାତ୍ରୀ ମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ ପାଇଁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଉଛି । ବିଭାଗ ତରଫରୁ ୨୧ ଟି ଜନଜାତି ଭାଷାରେ ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏ ପ୍ରସ୍ତୁତ ଅତିରିକ୍ତ ପଠନ ପୁସ୍ତିକା ପ୍ରସ୍ତୁତ ହୋଇସାରିଛି । ଏହା ପର୍ଯ୍ୟାୟ କ୍ରମେ ଭାଷାୱାରୀ ପ୍ରତେକ ଛାତ୍ର ଛାତ୍ରୀଙ୍କ ପାଖକୁ ପଠାଯିବ । ମାତୃଭାଷାରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢେଇବା କୌଶଳ ଆୟତ କରିବା...
ଆରମ୍ଭ ହେଲା ଭାରତ ଏନ୍ସିଏପି
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀ ଆଜି ନୂଆଦିଲ୍ଲୀ ଠାରେ ଭାରତ ନୂତନ କାର୍ ମୂଲ୍ୟାୟନ କାର୍ଯ୍ୟକ୍ରମ (ଭାରତ ଏନସିଏପି)ର ଶୁଭାରମ୍ଭ କରିଛନ୍ତି । ଭାରତରେ ୩.୫ ଟନ୍ ଓଜନ ବିଶିଷ୍ଟ ଯାନର ସୁରକ୍ଷା ମାନ ବୃଦ୍ଧି କରି ସଡ଼କ ନିରାପତ୍ତା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଭାରତ ଏନସିଏପି ଶୁଭାରମ୍ଭ ସମାରୋହକୁ ସମ୍ବୋଧିତ କରି ସେ କହିଥିଲେ ଯେ, ସୁରକ୍ଷିତ କାର୍ କିଣିବା ପାଇଁ ଶ୍ରେଷ୍ଠ ବାହନ ଚୟନ...
ସବୁଜ ବର୍ଜ୍ୟ ମାଗଣାରେ ଉଠିବ
ଭୁବନେଶ୍ୱର : ସହରର ସ୍ୱଚ୍ଛତା ଅଭିଯାନକୁ ବ୍ୟାପକ କରିବା ଏବଂ ସହରବାସୀଙ୍କର ପରିମଳ ଜନିତ ସମସ୍ତ ସମସ୍ୟାର ସମାଧାନ ଗୋଟିଏ ବାଟରେ କରିବା ଏବଂ ସଫା ଭୁବନେଶ୍ୱର ଆପ ବ୍ୟବହାରକୁ ଉତ୍ସାହିତ କରିବା ଉଦେଶ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଅଧିକାରୀମାନେ ସବୁଜ ଆବର୍ଜନା ଓ ନିର୍ମାଣ ଓ ଭଗ୍ନାବଶେଷ ବିନା ଶୁଳ୍କରେ ସଂଗ୍ରହ ଓ ସ୍ଥାନାନ୍ତର କରିବାକୁ ବିଏମସି କର୍ତ୍ତୃପକ୍ଷ ନିଷ୍ପତି ନେଇଛନ୍ତି । ଏହି ସୁବିଧା କେବଳ ୨୦୨୩, ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ମିଳିବ । ବର୍ଷା ଋତୁରେ ସବୁଜ...
OMBADC Scripts Success
Bhubaneswar: Chief Secretary and Chairman Odisha Mineral Bearing Areas Development Corporation (OMBADC), Pradeep Kumar Jena has appreciated the efforts of the Institution, which was set up for undertaking tribal welfare and area development works in the mineral bearing areas of the State. Over the last 5 years of project initiation by OMBADC, a record amount of Rs. 3004.26 Crore was...
ବିପୁଟ୍ ସ୍ଥିତି ଦୟନୀୟ
ଭୁବନେଶ୍ୱର : ଓଡିଶାରେ ଗୁଣାତ୍ମକ ବୈଷୟିକ ଶିକ୍ଷା ଓ ଗବେଷଣା ପାଇଁ ରାଜ୍ୟ ସରକାର ୨୦ବର୍ଷ ତଳେ ପ୍ରତିଷ୍ଠା କରିଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପୁଟ୍)ରେ ସାଂଘାତିକ ଶିକ୍ଷକ ମରୁଡି ଅବସ୍ଥା ଲାଗି ରହିଥିବାରୁ ଏଠାରେ ସ୍ନାତକ ଓ ସ୍ନାତକୋତ୍ତର ଏବଂ ପିଏଚ୍ଡି ପାଠ୍ୟକ୍ରମରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । ବିପୁଟ୍ରେ ୧୫୦ରୁ ଅଧିକ ବୈଷୟିକ ଶିକ୍ଷାନୁଷ୍ଠାନ ଅନୁବନ୍ଧିତ ହୋଇ ରହିଛନ୍ତି । ଏଥିରୁ ପ୍ରାୟ ୧୦ଟି ସରକାରୀ କଲେଜ ଥିବାବେଳେ ଅନ୍ୟ ସମସ୍ତ ହେଉଛନ୍ତି ସ୍ୱୀକୃତିପ୍ରାପ୍ତ ଅନୁବନ୍ଧିତ ବେସରକାରୀ କଲେଜ...
ଡେଙ୍ଗୁ ଭୟରେ ମନଇଚ୍ଛା ଔଷଧ ସେବନ
ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସରକାରୀ ହିସାବରେ ଅଢେଇ ହଜାର ନିକଟବର୍ତ୍ତୀ ହୋଇଥିବାବେଳେ ଡେଙ୍ଗୁ ଭୟରେ ଲୋକେ ଏବେ ମନଇଚ୍ଛା ଔଷଧ ସେବନ ସହିତ ଘରୋଇ ପରୀକ୍ଷା କେନ୍ଦ୍ରରେ ନିଜର ରକ୍ତ ପରୀକ୍ଷା କରାଇବାରେ ଲାଗିଛନ୍ତି । ସରକାରୀ ଡାକ୍ତରଖାନାରେ ଅହେତୁକ ଭିଡ ଯୋଗୁଁ ଥଣ୍ଡାଜ୍ୱର ପୀଡିତମାନେ ତୁରନ୍ତ ଘରୋଇ କ୍ଲିନ୍କରେ ପହଞ୍ଚୁଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସରକାରୀ ତାଲିକାରେ ୨୪୨୬ । ଗତବର୍ଷର ଏହି ସମୟ ତୁଳନାରେ ଏହା ୮ଶହରୁ ଅଧିକ ରହିଛି ।...









