Assn Flock To 5T Boss
Bhubaneswar: Various service associations, about 9, public and private organizations of the State today met 5T, Nabin Odisha Chairman VK Pandian at Naveen Niwas and wished him for the new assignment. Expressing happiness over his new responsibilities as Chairman of 5T Initiative and Nabin Odisha, they said that the kind of hard work and the pace, at which he is...
ଓଡିଶା ପାଭିଲିୟନ ପାଲଟିଲା ସେଲଫି ପଏଣ୍ଟ
ନୂଆଦିଲ୍ଲୀ : ପ୍ରଗତି ମଇଦାନ ପରିସରରେ ଓଡିଶା ପାଭିଲିୟନରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି । ପାଭିଲିୟନର ମଧ୍ୟସ୍ଥଳରେ କଳିଙ୍ଗର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ଗୌରବମୟ ସ୍ମୃତି ବହନ କରୁଥିବା ବୋଇତ ଓ ସିନ୍ଦୁକ ସମେତ ପାଭିଲିୟନ ମଧ୍ୟରେ ସ୍ଥାପିତ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତୀ ଏବଂ ବାହ୍ୟ ପାଶ୍ୱର୍ରେ ନିର୍ମିତ କୋଣାର୍କ ଚକ ଓ କୋଣାର୍କ ମନ୍ଦିର ପ୍ରତ୍ୟେକଙ୍କ ପାଇଁ ଗୋଟିଏ ଗୋଟିଏ ସେଲଫି ପଏଣ୍ଟରେ ପରିଣତ ହୋଇଛି । ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ...
ଏକଲବ୍ୟ ବିଦ୍ୟାଳୟ ଉଦଘାଟିତ
ଭୁବନେଶ୍ବର : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ମୟୂରଭଞ୍ଜ ଜିଲ୍ଲା କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପିଲାଦିନେ ତାଙ୍କ ଘର ନିକଟରେ କୌଣସି ବିଦ୍ୟାଳୟ ନଥିଲା; ତେଣୁ ପାଠ ପଢ଼ିବା ପାଇଁ ତାଙ୍କୁ ଘରୁ ଦୂରକୁ ଯିବାକୁ ପଡ଼ିଥିଲା। ସେ ଆହୁରି କହିଥିଲେ ଯେ, ଘର ପାଖରେ ବିଦ୍ୟାଳୟ ନଥିବାରୁ ସେହି ସମୟରେ ଅନେକ ପିଲା ପାଠପଢ଼ାରୁ ବଞ୍ଚିତ ହୋଇଥିଲେ, ଏହି ସମସ୍ୟା ଆଜି ଦେଖିବାକୁ ମିଳୁନାହିଁ। ଏକଲବ୍ୟ ଆଦର୍ଶ ଆବାସିକ...
Prez Lauds Santhali Writers
Baripada: President Droupadi Murmu today appreciated writers and researchers who are contributing to the Santhali language and literature. Shrimati Murmu said while inaugurating the 36th Annual Conference and Literary Festival of All India Santhali Writers’ Association at Baripada today. Speaking on the occasion, the President of India said that All India Santali Writers' Association has been promoting Santhali language since its establishment...
Sujata Empowers Shakti
Bhubaneswar: Women in Odisha now not only became self-reliant, they also lead their families by taking major decisions within the family, which we can say is the real empowerment of women. All this happened only due to the sincere and continued efforts made by Mission Shakti Secretary Sujata R. Karthikeyan, who has been working for the women, especially those who...
Pradhan Files Paper
Bhubaneswar: Senior BJD Lawmaker Saluga Pradhan today filed his nomination papers for Odisha Assembly Deputy Speaker post. The Deputy Speaker election will be held on tomorrow (November 21). Shri Saluga, a two-time MLA from G. Udayagiri Assembly segment in Kandhamal district, belongs to ST community. Accompanied by senior Ministers and other MLAs, Shri Pradhan submitted his nomination paper to Assembly Secretary Dasarathi...
ଗୁଟ୍ଖା ନିୟନ୍ତ୍ରଣ କରିବ କିଏ ?
ଭୁବନେଶ୍ୱର : ମୁଖ୍ୟ ଗହ୍ୱର କର୍କଟ ରୋଗର ଅନ୍ୟତମ କାରଣ ସାଜିଥିବା ଗୁଟ୍ଖାକୁ ରାଜ୍ୟ ସରକାର ନିଷେଧ କରିବାକୁ ଇତି ମଧ୍ୟରେ ୧୦ବର୍ଷ ପୂରିଥିବାବେଳେ ଏହାର ବ୍ୟବସାୟ କିନ୍ତୁ ପୂର୍ବବତ୍ ଜାରି ରହିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିଷେଧାଦେଶର ବିଜ୍ଞପ୍ତି ଜାରି ହୋଇଥିବାବେଳେ ଏହାର ସେଭଳି ଆଖିଦୃଶିଆ ଧରପଗଡ ହେଉନାହିଁ । ଗୁଟ୍ଖାରେ ଶରୀର ପ୍ରତି ଅତ୍ୟନ୍ତ କ୍ଷତିକାରଣ ଟବାକୋ ଓ ନିକୋଟିନ୍ ଥିବାରୁ ଲୋକଙ୍କ ଏହାଠାରୁ ଦୂରେଇ ରଖିବାପାଇଁ ୨୦୦୬ର ଖାଦ୍ୟ ସୁରକ୍ଷା ଓ ମାନକ ଆଇନ୍ ଆଧାରରେ ରାଜ୍ୟରେ...
Odisha Day@IITF-2023
New Delhi: Odisha State Day was celebrated with a show of cultural magnificence at its Pavilion at the 42nd India International Trade Fair (IITF-2023) in New Delhi. Minister Information and Public Relations Pradip Kumar Amat graced the occasion as Chief Guest. Lenin Mohanty, Chairman, Odisha Tourism Development Corporation, Resident Commissioner Ravi Kant, Utkal Prasang and Odisha Review Editor, Kasturi Mohapatra, Director...
ମହିଳା ସଶକ୍ତିକରଣରେ ଭଲ ପ୍ରଦର୍ଶନ
ଭୁବନେଶ୍ୱର : ମହିଳା ସଶକ୍ତିକରଣ କ୍ଷେତ୍ରରେ ଜାତୀୟ ହାର ତୁଳନାରେ ଓଡିଶାର ପ୍ରଦର୍ଶନ ଭଲ ରହିଛି । କେନ୍ଦ୍ର ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ରିପୋର୍ଟରେ ପ୍ରକାଶିତ ତଥ୍ୟରୁ ଏହା ଜଣାପଡିଛି । ଘରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ନିଷ୍ପତ୍ତି ନେବା କ୍ଷେତ୍ରରେ ଜାତୀୟ ସ୍ତରରେ ୮୮.୭ ପ୍ରତିଶତ ମହିଳା ପାରିବାରିକ ଆଲୋଚନାରେ ସାମିଲ ହେଉଥିବାବେଳେ ଓଡିଶାରେ ଏହି ହାର ୯୦.୨ ପ୍ରତିଶତ ବୋଲି ଦର୍ଶାଯାଇଛି । ସେହିପରି ଶ୍ରମ କରି ଅର୍ଥ ଉପାର୍ଜନ କ୍ଷେତ୍ରରେ ମଧ୍ୟ ଓଡିଶାର ମହିଳାଙ୍କ ହାର ଜାତୀୟ...
କୌତୁକ ପୋଷାକରେ ସଚେତନତାର ବାର୍ତ୍ତା
ଭୁବନେଶ୍ଵର : ପିକକ୍ ଶିଶୁମେଳାର ଆଜି ସନ୍ଧ୍ୟା ର ମୁଖ୍ୟ ଆକର୍ଷଣ ଥିଲା କୌତୁକ ପୋଷାକ ପ୍ରତିଯୋଗୀତା । ବିଭିନ୍ନ ପ୍ରକାରର ବେଶ ପୋଷାକରେ ସୁସଜ୍ଜିତ ହୋଇ ପିଲାମାନେ ପରିବେଶ, ସାମାଜିକ ସମସ୍ୟା ଆଦି ବିଷୟ ଉପରେ ସଚେତନତାର ବାର୍ତ୍ତା ଦେଇଥିଲେ । ଏହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଆଜି ମଧ୍ୟ ପାଳନ କରାଯାଉଛି ବିଶ୍ଵ ଶିଶୁ ନିର୍ଯ୍ୟାତନା ନିରୋଧୀ ଦିବସ । ପିଲାମାନନେ ସଚେତନତା ବାର୍ତ୍ତା ଦେଇ ଏହି ଦିବସର ମହତ୍ତ୍ଵକୁ ବୁଝାଇଥିଲେ । ଏହି ପ୍ରତିଯୋଗୀତାର ବିଚାରକ ଭାବେ ବନ୍ଦିତା ଦାସ,...










