State Honors Srabani
Bhubaneswar: Athlete Srabani Nanda was today awarded a cash prize of Rs 9.40 lakh by the Sports and Youth Services Department for her outstanding performance in the 37th National Games 2023 held in Goa and other sports disciplines. Speaking at a special felicitation function organized by the Department at Kalinga Stadium, the Minister for Sports and Youth Services Minister Tusharkanti...
Pangi Joins Congress
Bhubaneswar: Veteran Tribal Leader and EX BJD MP Jayaram Pangi on 2 December joined the Congress and vowed to fight against the ruling party in Odisha and the BJP in the 2024 Lok Sabha and Assembly elections.Shri Pangi along with former Chief Minister Giridhar Gamang had joined BRS in Hyderabad in the presence of Telangana Chief Minister K Chandrashekar...
HC Fury Over False Affidavit
Cuttack: Orissa High Court expressing concern over the filing of a fabricated affidavit by former Cuttack Collector and District Magistrate Bhabani Shankar Chayani in an illegal sand mining case had warned to initiate criminal proceedings against the officer. However, the High Court held back it at the last moment giving an opportunity to the senior officer, who is now posted...
ଫସଲ ସୁରକ୍ଷା ଉପରେ ଗୁରୁତ୍ୱ
ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗର ସ୍ୱତନ୍ତ୍ର ସୂଚନା ଅନୁଯାୟୀ ଆସନ୍ତା ଡିସେମ୍ବର ୫ ତାରିଖରୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଅନ୍ୟ ଜିଲ୍ଲା ଯଥା-ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଆଦି ଜିଲ୍ଲାମାନଙ୍କର କେତେକ ସ୍ଥାନରେ ମାତ୍ରାଧିକ ବର୍ଷା ହେବାର ପୂର୍ବାନୁମାନ ରହିଛି । ଏହି ପରିପ୍ରେକ୍ଷୀରେ ଚାଷୀମାନେ ଫସଲ ସୁରକ୍ଷା ପାଇଁ ସଚେତନ ରହିବା ଉପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଗୁରୁତ୍ୱାରୋପ...
ଅଣଶିଳ୍ପ ସେଡ୍କୁ ନୋଟିସ୍ ଜାରି
ଭୁବନେଶ୍ୱର : ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପାଞ୍ଚଳର ଭିତ୍ତିଭୂମିର ରକ୍ଷଣା ବେକ୍ଷଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଶିଳ୍ପ ପ୍ରତିଷ୍ଠା ପାଇଁ ସେଡ୍ ଆବଣ୍ଟନ କରୁଛନ୍ତି । କିନ୍ତୁ ବହୁ ଶିଳ୍ପାନୁଷ୍ଠାନରେ ଶିଳ୍ପ ପାଇଁ ଦିଆଯାଇଥିବା ସେଡ୍ ଅନ୍ୟ ଅଣଶିଳ୍ପ କାର୍ଯ୍ୟରେ ଲାଗୁଥିବାରୁ ବହୁ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ରାଜ୍ୟରେ ରହିଥିବା ୧୨୬ଟି ଶିଳ୍ପାଞ୍ଚଳ ମଧ୍ୟରୁ ୪୬ଟି ଶିଳ୍ପାଞ୍ଚଳରେ ୧୫୪୨ଟି ସେଡ୍ ବିଭିନ୍ନ ଶିଳ୍ପ ସ୍ଥାପନ ପାଇଁ ନିର୍ମାଣ ହୋଇଛି । ସେଥିରୁ ଏବେ...
ହ୍ରାସପାଉନି ମାମଲା ବୋଝ
ଭୁବନେଶ୍ୱର : ଆଇନ୍ ଅଦାଲତରେ ମାମଲା ପରିଚାଳନା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାପାଇଁ ରାଜ୍ୟ ସରକାର ‘ମୋକଦ୍ଦମା ପରିଚାଳନା ବ୍ୟବସ୍ଥା (ଏଲଏମଏସ୍)’ ନାମରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି । ଏହା ସତ୍ୱେ ବି ଆଇନ୍ ଅଦାଲତଗୁଡିକ ଉପରୁ ମାମଲାର ବୋଝ କମୁନାହିଁ କିମ୍ବା ଅଦାଲତଙ୍କ ରାୟ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସ୍ଥିତି ବି ବିଶେଷ ସୁଧୁରୁନାହିଁ । ରାଜ୍ୟ ସରକାର ଓଡିଶା ହାଇକୋର୍ଟ ଓ ଶିକ୍ଷା ଟ୍ରିବ୍ୟୁନାଲରେ ଏଲଏମଏସ୍ ବ୍ୟବସ୍ଥା ଲାଗୁ କରିସାରିଛନ୍ତି । ଏହା ଫଳରେ ଅଦାଲତି ମାମଲାଗୁଡିକର ସ୍କାନିଂ...
ଶ୍ରାବଣୀଙ୍କୁ ପୁରସ୍କାର
ଭୁବନେଶ୍ୱର : ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡ଼ା ୨୦୨୩ ଏବଂ ଅନ୍ୟ କ୍ରୀଡ଼ା ଶୃଙ୍ଖଳରେ ଉଲ୍ଲେଖନୀୟ କ୍ରୀଡ଼ା ପ୍ରଦର୍ଶନ ଲାଗି ଆଥଲେଟ ଶ୍ରାବଣୀ ନନ୍ଦଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୯ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି I ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଶ୍ରାବଣୀଙ୍କୁ ଅର୍ଥରାଶି ପୁରସ୍କାର ସହ ରୂପା ତାରକସି ଫଳକ,...
ମନମୋହିଲା କୁଚିପୁଡ଼ି
କୋଣାର୍କ : କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ସୁବିଖ୍ୟାତ କୁଚିପୁଡ଼ି ନୃତ୍ୟ ବିଦ୍ୱାନ ପଦ୍ମଶ୍ରୀ ଗୁରୁ ଜୟରାମା ରାଓ ଓ କୁଚିପୁଡ଼ି ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନେ । ନଟରାଜ ଶିବ ହିଁ ସକଳ ଶକ୍ତିର ଆଧାର ଓ ଓଁକାର ବ୍ରହ୍ମଙ୍କ ଉପାସନା ମୋକ୍ଷର ମାର୍ଗକୁ ଉନ୍ମୋଚନ କରେ । ଏହି ତତ୍ତ୍ୱକୁ ନେଇ ଓଁକାରମ୍ର ଉପସ୍ଥାପନା ପରେ ପରେ କୁଚିପୁଡ଼ିର ପରବର୍ତ୍ତୀ ପ୍ରସ୍ତୁତି ଥିଲା ଶ୍ରୀଗୀତଗୋବିନ୍ଦ ଅଷ୍ଟପଦୀରେ ଦଶାବତାର । ପରେ ପରେ ଦୁର୍ଗା ତରଙ୍ଗମ୍ ଓ ତିଲ୍ଲାନା ଯାହା କୁଚିପୁଡ଼ିର ଶାସ୍ତ୍ରୀୟତା ସିଦ୍ଧ...
କ୍ରୀଡ଼ା ପ୍ରତିଯୋଗିତାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ
ଭୁବନେଶ୍ୱର : ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ସମାରୋହର ଅତ୍ୟତମ ଆକର୍ଷଣ ଥିଲା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଦୁଇଦିନଧରି ଦୁତୀ ଚାନ୍ଦ ଇଣ୍ଡୋର ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି କ୍ରୀଡ଼ା ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସ୍ୱତନ୍ତ୍ର ବିଦ୍ୟାଳୟ ତଥା ସେ୍ୱଚ୍ଛାସେବୀ ସଂଗଠନ ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକରୁ ଛାତ୍ରଚାତ୍ରୀମାନେ ପ୍ରାୟ ୨୦୦ ଦୃଷ୍ଟିବାଧିତ, ଶ୍ରବଣବାଧିତ, ସେରେବ୍ରାଲ ପଲ୍ସୀ ଓ ଅଟିଜିମ୍ଗ୍ରସ୍ତ ତଥା ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ଏଥିରେ...
ଶ୍ରମ ଅଧିକାରୀ ପଦବୀ ଖାଲି
ଭୁବନେଶ୍ୱର : ରାଜ୍ୟ ଶ୍ରମ ବିଭାଗରେ ଶହ ଶହ ପଦବୀ ଖାଲି ପଡିଛି । ବିଶେଷକରି କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଥିବା ସହକାରୀ ଶ୍ରମ ଅଧିକାରୀ ପଦବୀରେ ପ୍ରାୟ ୮୦ ପ୍ରତିଶତ ପଦବୀ ଫାଙ୍କା । ରାଜ୍ୟରେ ଶ୍ରମିକଙ୍କ ସ୍ୱାର୍ଥର ସୁରକ୍ଷା ଠାରୁ ଆରମ୍ଭ କରି ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଶ୍ରମ ଅଧିକାରୀଙ୍କର ପ୍ରମୁଖ କାର୍ଯ୍ୟ । ଜିଲ୍ଲା ସ୍ତରରେ ସାଧାରଣତଃ ସହକାରୀ ଶ୍ରମ ଅଧିକାରୀମାନେ ଏହି କାର୍ଯ୍ୟର ମଙ୍ଗ ଧରିଥାନ୍ତି । ତେବେ ଏହି କ୍ୟାଡରରେ ଥିବା ୪୧୩ଟି ପଦବୀ ମଧ୍ୟରୁ...









