Sethi Cautions On Cigarette

0

Bhubaneswar: To protect youth mass from the drug addiction, Principal Secretary, Department of Social Security and Empowerment of Persons with Disabilities (SSEPD) Bishnupada Sethi has directed concerned officials to ensure strict implementation of ban on sale of cigarettes with 100 meters of any educational institution in the State. Principal Secretary Shri Sethi has issued this instruction during the first meeting...

କୋଭିଡ କଟକଣା କେବେ ?

0

ଭୁବନେଶ୍ୱର : ପୁଣି କୋଭିଡ୍‍ ମହାମାରୀ କଡ଼ ଲେଉଟାଉଥିବାବେଳେ କଟକଣା ଜାରି ହେଉନଥିବାରୁ ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ ପ୍ରତିବିଧାନ ବ୍ୟବସ୍ଥା ପ୍ରାୟ କେହି ପାଳନ କରୁନାହାନ୍ତି । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଏବେ ସରକାରୀ ଖର୍ଚ୍ଚରେ ଉତ୍ସବର ବାତାବରଣ ଲାଗି ରହିଥିବାରୁ କେଉଁଠି ଯେ କେତେବେଳେ କୋଭିଡ୍‍ ସଂକ୍ରମଣ ଆତଙ୍କ ସୃଷ୍ଟି କରିବ ତାହା କେହି କଳ୍ପନା କରିପାରୁନାହାନ୍ତି । ସେହିଭଳି ରାଜ୍ୟ ଭିତରେ ଓ ଦେଶର ବିଭିନ୍ନ ପ୍ରଦେଶରେ କୋଭିଡ୍‍ ସଂକ୍ରମିତ ଚିହ୍ନଟ ହୋଇଥିବା ଘେନି ଗଣମାଧ୍ୟମରେ ଖବର ପ୍ରକାଶିତ...

ମାଳ ମାଳ ମିନି ଡମ୍ପିଂୟାର୍ଡ

0

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ୱାର୍ଡରେ ବିଏମସିର ମାଳ ମାଳ ମିନି ଡମ୍ପିଂୟାର୍ଡ ଏବେ ସ୍ଥାନୀୟ ଲୋକଙ୍କ ପାଇଁ କାଳ ହେଲାଣି । ଗଳି କନ୍ଦିରେ ଅଳିଆ ଗଦା ହେବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧ ସହିତ ମଶାବଂଶ ବଢିବାରେ ବୃଦ୍ଧିରେ ସହାୟକ ହେଉଛି । ସହରର ଭିତରୁ ଏବେ ଅଳିଆ ଉଠାଇବାପାଇଁ ବିଏମ୍‍ସି ଦୁଇଟି ଉପାୟ ଅବଲମ୍ବନ କରିଛି । ଗୋଟିଏ ପଟେ ଘରକୁ ଘର ବୁଲି ଅଳିଆ ସଂଗ୍ରହ ହେଉଥିବାବେଳ ରାସ୍ତାଘାଟରୁ ଉଠୁଥିବା ଅଳିଆକୁ ବିଭିନ୍ନ ସ୍ଥାନରେ ଗଦା କରାଯାଉଛି ।...

ପ୍ରତିଭା ପ୍ରଦର୍ଶନ ପାଇଁ ସର୍ଗିଫୁଲ ଏକ ଭଲ ସୁଯୋଗ

0

ଭୁବନେଶ୍ଵର : ଭଲ ପାଠ ପଢ, ତୁମ ବାପା ମାଙ୍କ ସ୍ବପ୍ନକୁ ସାକାର କର। ତୁମ  ପ୍ରତିଭା ର  ସୁରଭି ସୁରଭି ସମସ୍ତେ ଅନୁଭବ କରନ୍ତୁ। ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ବିଦ୍ୟାଳୟର ପିଲା ମାନଙ୍କ ପାଇଁ ଆୟୋଜିତ ସର୍ଗିଫୁଲ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଜ୍ଞାନ ଓ ଅଭିଜ୍ଞତା ବୃଦ୍ଧି ସହ ପ୍ରତିଭାର ପ୍ରଦର୍ଶନ ପାଇଁ ସର୍ଗୁଫୁଲ ଏକ ବହୁତ୍ ଭଲ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ପିଲା...

ଓଡିଶା କଂଗ୍ରେସକୁ ମିଳିଲା ନୂଆ ପ୍ରଭାରୀ

0

ଭୁବନେଶ୍ୱର: ଓଡିଶା କଂଗ୍ରେସକୁ ମିଳିଛି ନୂଆ ପ୍ରଭାରୀ । ଡକ୍ଟର ଚେଲ୍ଲା କୁମାରଙ୍କୁ ପ୍ରଭାରୀ ପଦରୁ ହଟାଇ ତାଙ୍କ ଜାଗାରେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତି ମିଳିଛି । ଅଜୟ କୁମାର ହେଉଛନ୍ତି ଝାଡ଼ଖଣ୍ଡ ଜାମସେଦପୁରର ପୂର୍ବତନ ସାଂସଦ । ଓଡ଼ିଶା କଂଗ୍ରେସର ପ୍ରଭାରୀ ଦାୟିତ୍ୱ ସହ ତାଙ୍କୁ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବିଦାୟୀ ପ୍ରଭାରୀ ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ଏଆଇସିସି ପକ୍ଷରୁ ଏହି ନିର୍ଦ୍ଦେଶନାମା ଆଜି...

ମୁକ୍ତା ପ୍ରଫେସନାଲଙ୍କୁ ମାର୍ଗଦର୍ଶନ

0

ଭୁବନେଶ୍ଵର : ଜଳାଶୟ ପୁନରୁଦ୍ଧାର ଏବଂ ବର୍ଜ୍ୟ ଜଳ ପରିଚାଳନାର ଗୁରୁତ୍ୱ ଉପରେ ଆଲୋକପାତ କରିବା ପାଇଁ ମୁକ୍ତା ପ୍ରଫେସନାଲମାନଙ୍କ ଦିନିକିଆ ଓରିଏଣ୍ଟେସନ କର୍ମଶାଳା ଗତକାଲି ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ମୁକ୍ତା ପ୍ରଫେସନାଲଙ୍କୁ କ୍ଷେତ୍ର ସ୍ତରରେ ଏହି କାର୍ଯ୍ୟକଳାପଗୁଡ଼ିକର ପ୍ରଭାବଶାଳୀ ରୂପାୟନ ଉପରେ ସ୍ପଷ୍ଟତା ଏବଂ ମାର୍ଗଦର୍ଶନ ପ୍ରଦାନ କରିବା । ପ୍ରାରମ୍ଭରେ ଗୃହ ନିର୍ମୋଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ସାରଦା ପଣ୍ଡା ଏହି ଦିବସର କାର୍ଯ୍ୟସୂଚୀ ସ୍ଥିର କରି ଲକ୍ଷ୍ୟ, ପ୍ରଗତି ଓ...

ଶିଶୁଙ୍କ ପାଇଁ କେନ୍ଦ୍ର ଦେଉଛି ଅର୍ଥ

0

ଭୁବନେଶ୍ୱର : ଶିଶୁମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଗତ ଆର୍ଥିକ ବର୍ଷରେ ରାଜ୍ୟକୁ ୩୭କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବାବେଳେ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୨୬.୩୩ କୋଟି ଟଙ୍କା ଦେଇ ସାରିଲେଣି । ନିକଟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ସଂସଦରେ ରଖିଥିବାରୁ ଉତ୍ତରରୁ ଏହା ଜଣାପଡିଛି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡିଶାରେ ବର୍ତ୍ତମାନ ବିଭିନ୍ନ ଅନୁଷ୍ଠାନ ଜରିଆରେ ୪୧୫୭ଜଣ ଶିଶୁଙ୍କୁ ସହାୟତା ଯୋଗାଇ ଦିଆଯାଉଥିବାବେଳେ ଅଣଅନୁଷ୍ଠାନରେ ଥିବା ୧୭୭୨ ଶିଶୁଙ୍କୁ...

ବଢୁଛି ରାଜନୈତିକ ଉଷ୍ମତା

0

ଭୁବନେଶ୍ୱର : ଶୀତର ପ୍ରକୋପରେ ସାରା ଓଡ଼ିଶା ଥରୁଥିବାବେଳେ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଉଷ୍ମତା କିନ୍ତୁ ବାତାବରଣକୁ ସରଗରମ କରୁଛି । ଏବେ ଓଡ଼ିଶାରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଏକପ୍ରକାର ନିର୍ବାଚନ ପାଇଁ ସମରସଜ୍ଜା ଚାଲିଥିବା ଭଳି ମନେ ହେଉଛି । ପ୍ରାୟ ପ୍ରତିଦିନ ରାଜ୍ୟର କୋଣଅନୁକୋଣରୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ‘୫-ଟି’ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ନବୀନ ନିବାସ ସମ୍ମୁଖରେ ଭିଡ଼ ହେଉଛି । ‘୫-ଟି’ ଅଧ୍ୟକ୍ଷ ଶ୍ରୀ ଭି. କେ. ପାଣ୍ଡିଆନ୍‍...

ମାଓ ମୁକାବିଲାରେ ଲାଗିବ ଡ୍ରୋନ୍

0

ଭୁବନେଶ୍ୱର: ରେଡ୍ କରିଡରରେ ମାଓ ବିରୋଧୀ ଅଭିଯାନ ପାଇଁ ହାଇଟେକ୍ ଡ୍ରୋନ୍ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି ପୁଲିସ। ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା କହିଛନ୍ତି ଯେ ମାଓ ବିରୋଧୀ ଅପରେସନରେ ଅତ୍ୟାଧୁନିକ ବୈଶିଷ୍ଟ୍ୟ ଥିବା ହାଇଟେକ୍ ଡ୍ରୋନ୍ ମୁତୟନ କରାଯିବ  । ଗତ ଡିସେମ୍ବର ୨୦ ତାରିଖରେ ଏଠାରେ ଅନୁଷ୍ଠିତ ବାମପନ୍ଥୀ ଉଗ୍ରବାଦ ସ୍ଥିତି ଉପରେ ଆୟୋଜିତ ରଣନୀତି ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଡ୍ରୋନ୍ କେବଳ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବାରେ ସାହାଯ୍ୟ କରିବ ନାହିଁ ବରଂ ବିଦ୍ରୋହୀଙ୍କ ଗଡ଼ରେ ଅପରେସନ୍...

କୁଷ୍ଠ ଏଣିକି ରିପୋର୍ଟଯୋଗ୍ୟ ରୋଗ

0

ଭୁବନେଶ୍ବର : କୁଷ୍ଠ ରୋଗୀଙ୍କ ଆଗୁଆ ନିର୍ଣ୍ଣୟ ଓ ସମ୍ପୂର୍ଣ୍ଣ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର କୁଷ୍ଠରୋଗକୁ ଏକ ରିପୋର୍ଟଯୋଗ୍ୟ ରୋଗ ରେ ପରିଣତ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସରକାର ରାଜ୍ୟରେ 'ରିପୋର୍ଟେବଲ୍ ଡିଜିଜ୍' ଭାବେ ଘୋଷଣା କରିଛନ୍ତି ଏବଂ ସେହି ଅନୁଯାୟୀ, ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନାରେ ରୋଗ ନିର୍ଣ୍ଣୟ, ଚିକିତ୍ସା ଏବଂ ଫଲୋଅପ୍ କରୁଥିବା ସମସ୍ତ ବ୍ୟକ୍ତି ୨ ସପ୍ତାହ ମଧ୍ୟରେ ସମ୍ପୃକ୍ତ ସିଡିଏମ...