ବଡମ୍ବା : ବଡମ୍ବା ସତସଙ୍ଗ ପରିବେଶକୁ ଲକ୍ଷ୍ୟ ରଖି ଏହାର ବର୍ଦ୍ଧନ ପାଇଁ ଏହି ୱେବ୍ ସତସଙ୍ଗରେ ଦେଓଘର ସତସଙ୍ଗର ସହ ସଚିବ ଡକ୍ଟର ବିନାୟକ ମହାପାତ୍ର ପ୍ରତି ରୀତ୍ୱିକ୍ , ମୂଖ୍ୟ ଅତିଥି ରୂପେ ଯୋଗଦେଇ ସ୍ଥାନୀୟ କର୍ମୀ ମାନଙ୍କ ମଧ୍ୟରେ ପ୍ରେରଣା ପ୍ରଦାନ କରିଥିଲେ।
ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ...
Bhubaneswar: Odisha Governor Prof. Ganeshi Lal Sunday urged all to take utmost care of eyes as it is the most precious and important human sensory organ.
“Eyes not only help us in visualizing, they are also used as a medium...
ଭୁବନେଶ୍ୱର : ରାଜ୍ୟ ସରକାର ବନ୍ଦର ନୀତି ପ୍ରସ୍ତୁତ କରିବାର ୧୮ ବର୍ଷ ପରେ ବି ଘରୋଇ ବନ୍ଦର ନିର୍ମାଣ କ୍ଷେତ୍ରରେ ସେତେଟା ଅଗ୍ରଗତି ପରିଲକ୍ଷିତ ହେଉନାହିଁ । ଗୋଟିଏ ବୃହତ୍ ବନ୍ଦର ପାରାଦୀପ୍ ଓ ଆଉ ଦୁଇ ଅଣ-ବୃହତ୍ ବନ୍ଦର ଧାମରା ଓ ଗୋପାଳପୁରକୁ ବାଦ ଦେଲେ ଅନ୍ୟ ପ୍ରସ୍ତାବିତ ବନ୍ଦର ପ୍ରକଳ୍ପଗୁଡିକ...
ଭୁବନେଶ୍ୱର : କେନ୍ଦ୍ର ସରକାର ଯୋଗାଇଥିବା ବିହନ ପ୍ରୋତ୍ସାହନ ରାଶିକୁ ରାଜ୍ୟ ସରକାର ଧାର୍ଯ୍ୟ ସମୟରେ ଚାଷୀଙ୍କୁ ଦେଇପାରିଲେ ନାହିଁ । ଏହି ଅର୍ଥ ଏବେ କେନ୍ଦ୍ରକୁ ଫେରିଯିବାର ଆଶଙ୍କା ଉପୁଜିଛି । ଏ ବାବଦରେ ଚାଷୀଙ୍କୁ ମିଳିବାକୁ ଥିବା ପ୍ରାୟ ୯କୋଟି ଟଙ୍କା ଫେରିଯିବ ବୋଲି ସୂଚନା ମିଳିଛି ।
ରାଜ୍ୟରେ ନୂତନ ଅମଳକ୍ଷମ...
ପୁରୀ : ଶ୍ରୀମନ୍ଦିରରେ ଘଟିଛି ବଡ ଅଘଟଣ । ଶ୍ରୀଜୀଉମାନଙ୍କ ପାଇଁ ଷାଠିଏ ପଉଠି ପ୍ରସ୍ତୁତ ହେଉଥିବା ଶ୍ରୀମନ୍ଦିର ରୋଷଶାଳାରେ ପ୍ରାୟ ୪୦ଟି ଚୂଲିକୁ କେହି ଦୁବୃର୍ତ୍ତ ଗତକାଲି ଭାଙ୍ଗିରୁଜି ପକାଇଛି । ଆଜି ସକାଳେ ଏହି ଘଟଣା ପଦାକୁ ଆସିଲାପରେ ତନାଘନା ଆରମ୍ଭ ହୋଇଛି ।
ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁମାନଙ୍କ ପାଇଁ ଅବଢା ଓ...
ନୂଆଦିଲ୍ଲୀ : ଜାତୀୟ ଡୋପିଂ ଟେଷ୍ଟିଂ ଲାବୋରେଟରୀ (ଏନ୍ଡିଟିଏଲ) ସ୍ୱଦେଶୀ ଜ୍ଞାନ କୌଶଳରେ ଛ’ଟି ବିରଳ ରାସାୟନିକ ପଦାର୍ଥ ବିକଶିତ କରିଛି । ନିଷିଦ୍ଧ ଶକ୍ତି ବର୍ଦ୍ଧକ ମାଦକ ଦ୍ରବ୍ୟ ସେବନକୁ ଠାବ କରିବାରେ ଏହି ରାସାୟନିକ ପଦାର୍ଥ ବିଶେଷ ସହାୟକ ହେବ ।
ପ୍ରସ୍ତୁତ ରାସାୟନିକ ସାମଗ୍ରୀଗୁଡିକ ଖାଣ୍ଟି ଓ ଡୋପ ଟେଷ୍ଟିଂରେ ଏହାର...
New Delhi: Merchandise exports from India have reached USD 417.8 billion in the current financial year. This figure excludes the figures from non-EDI Ports and adding that, it is likely to exceed $418 billion, an all-time high in India’s...
New Delhi: In a breakthrough achievement, the National Dope Testing Laboratory (NDTL) has indigenously developed six new and rare Reference Materials (RMs), which is the purest form of chemical required for anti-doping analysis in all WADA-accredited Laboratories across the...
ଭୁବନେଶ୍ୱର : ମଣିଷର ଇନ୍ଦ୍ରିୟମାନଙ୍କ ମଧ୍ୟରେ ଆଖିର ଭୂମିକା ସର୍ବଗରିଷ୍ଠ । ଆଖି ମାଧ୍ୟମରେ କେବଳ ଦେଖାଯାଏ ନାହିଁ, ଏହା ବିବିଧ ଭାବ ପ୍ରକାଶର ମାଧ୍ୟମ ଭାବରେ ଉପଯୋଗ ହୁଏ । ଏଣୁ ଆଖିର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମସ୍ତେ ଯନିବାନ ହେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।
ଆଜି ଭୁବନେଶ୍ୱରରେ...
ଭୁବନେଶ୍ୱର : ନିଶାଡିଙ୍କ ସଂଖ୍ୟା ବୃଦ୍ଧି ସହ ତାଳ ଦେଇ ରାଜ୍ୟରେ ନିଶା କାରବାର ବୃଦ୍ଧି ପାଇବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଏହାର ନିୟନ୍ତ୍ରଣ କରିବା ପରିବର୍ତ୍ତେ ସରକାର ରାଜ୍ୟର ମହାନଗର ଗୁଡିକରେ ବିଭିନ୍ନ ସପିଂମଲ୍ ଓ ବ୍ୟାବସାୟିକ ପେଣ୍ଠସ୍ଥଳୀରେ ପ୍ରିମିୟମ୍ ମଦ ଦୋକାନ ଖୋଲିବା ପାଇଁ ପ୍ରୋତ୍ସାହନ ଦେବାକୁ...









