Bhubaneswar: The State Government’s move to disinvest 49 per cent of the shareholding of the state-owned Odisha Power Generation Corporation (OPGC), has invited ire from Opposition BJP and Congress.
The state government, which owns 100 per cent of the share,...
ଭୁବନେଶ୍ୱର : ଭଦ୍ରକ ଠାରେ ସରକାରୀ ଘରୋଇ ସହଭାଗିତା (ପିପିପି) ମୋଡରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅଦାନି ଫାଉଣ୍ଡେସନ ଆଗ୍ରହୀ । ଅଦାନି ପାଉଣ୍ଡେସନ ହେଉଛି ଅଦାନି ଗୋଷ୍ଠିର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର)ର ଏକ ଶାଖା ।
ଅଦାନି ପୋର୍ଟ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏପିଏସ୍ଇଜେଡ୍)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ ତ୍ରିପାଠୀ...
ଭୁବନେଶ୍ୱର : ବେଆଇନ ନିର୍ମାଣ ଅଭିଯୋଗରେ ବହୁ ଆପାର୍ଟମେଣ୍ଟ ସମେତ ୪ ଶହରୁ ଅଧିକ କୋଠାବାଡି ଯେକୌଣସି ସମୟରେ ରାଜଧାନୀରେ ଭଙ୍ଗା ଯାଇପାରେ । ପୂର୍ବରୁ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇ କର୍ତ୍ତୃପକ୍ଷ ନୋଟିସ ଲଗାଇ ସାରିଥିବାବେଳେ କେତେକ କ୍ଷେତ୍ରରେ ଆଇନଅଦାଲତର ରହିତାଦେଶ ଯୋଗୁ କାର୍ଯ୍ୟାନୁଷ୍ଠାନ ଧିମେଇ ଯାଇଥିବା ବରିଷ୍ଠ ଅଧିକାରୀମାନେ କହୁଛନ୍ତି ।
ନଗର...
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରି ଜିଲ୍ଲାସ୍ତରରେ ଅଧିକ ଫିଡବ୍ୟାକ ସଂଗ୍ରହ କରିବାପାଇଁ ନିର୍ଦ୍ଦେଶ ଦେବା ସହିତ ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ସମୀକ୍ଷା କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିଭିନ୍ନ ବିଭାଗ ସେମାନଙ୍କ ଡାଟାବେସ୍କୁ ସୁଦୃଢ...
Bhubaneswar: Taking the PMAY issue to a further level, the Odisha BJP on Tuesday sought intervention of Governor Ganeshi Lal for ensuring ownership and accountability of Odisha Administration in transparent and fair allocation of PMAY-G houses to beneficiaries in...
ଭୁବନେଶ୍ୱର : ଆଦର୍ଶ ୱାର୍ଡ ଓ ସଶକ୍ତ ପଞ୍ଚାୟତ ଗଠନ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନ (ଏସଆଇଆରଡି), ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନ ରେଖା ପରିଷଦ (ଜେଆରପି)ର ମିଳିତ ସହଯୋଗରେ ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଦଶପଲ୍ଲା ସ୍ଥିତ ଖାଲମଡା...
ଭୁବନେଶ୍ୱର : ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କମାନଙ୍କୁ ପ୍ରତ୍ୟକ୍ଷ ଭାବରେ ସ୍କୁଲ୍ ପରିଦର୍ଶନ କରିବା ସହ ନକଲି/ ଜାଲି ଶିକ୍ଷକମାନଙ୍କ ବିରୁଦ୍ଧରେ ଥିବା ମାର୍ଗଦର୍ଶିକାକୁ କଡାକଡି ଭାବରେ ପାଳନ କରିବା ନିମନ୍ତେ କୁହାଯାଇଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ବ୍ରହ୍ମପୁର ଜୋନର ୮ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ...
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ସ୍ୱଚ୍ଛ ଓ ନିରପେକ୍ଷତା ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମଙ୍ଗଳବାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ...
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍କ୍ୟୁବେସନ୍ (ସୋଆ-ସିଆଇଆଇ)ଅଧିନସ୍ଥ ଷ୍ଟାର୍ଟଅପ୍ ୱିୱେର୍କୁ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର ପ୍ରଦାନ କରାଯାଇଛି ।
ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ୍ରଆୟୋଜିତ ଷ୍ଟାର୍ଟଅପ୍ ମେଳାରେ ଏହି ୱିୱେର ଷ୍ଟାର୍ଟଅପ୍ ପ୍ରସ୍ତୁତ କରିଥିବା ସଦସ୍ୟ ତଥା ସୋଆର ଛାତ୍ରଛାତ୍ରୀଙ୍କୁ ଦୁଇଟି...
କଟକ : CMVR, 1989 ଅନୁଯାୟୀ, 40 ବର୍ଷରୁ ଅଧିକ ଆବେଦନକାରୀଙ୍କ ପାଇଁ ଫର୍ମ 1A ରେ ଏକ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ ଏବଂ ନୂତନ LLR କିମ୍ବା DL ର ନବୀକରଣ ପାଇଁ ଆବେଦନ କରିବା ବାଧ୍ୟତାମୂଳକ ଅଟେ | ଯେକୌଣସି ନୂତନ ପରିବହନ DL ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କ...









