ଭୁବନେଶ୍ୱର : ରାଜଧାନୀରୁ ବାହାରୁଥିବା ବର୍ଜ୍ୟରୁ ଇନ୍ଧନ ପ୍ରସ୍ତୁତ କରିବା ଏବଂ ବର୍ଜ୍ୟଜଳକୁ ପରିଷ୍କାର କରିବାପାଇଁ ଦିଆଯାଇଥିବା ଅର୍ଥକୁ ଭୁବନେଶ୍ୱର ମହାନଗର ନିଗମ ଅନ୍ୟବାଟେ ଖର୍ଚ୍ଚ କରିଦେଇଛି । ଏଥିଯୋଗୁଁ ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରି ନଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ବର୍ଜ୍ୟବସ୍ତୁରୁ ଶକ୍ତି ଓ ଇନ୍ଧନ,...
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଆଇନ୍‍ ଅଦାଲତରେ ୧୭.୧୮ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । କେନ୍ଦ୍ର ଆଇନ୍‍ ମନ୍ତ୍ରୀ କିରଣ ରିଜ୍‍ଜୁ ଆଜି ସଂସଦରେ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର ଆଇନ୍‍ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ମୋଟ୍‍ ୧୭,୧୮,୦୧୯ଟି ଦେୱାନୀ ଓ ଫୌଜଦାରୀ ମାମଲା ରାଜ୍ୟର...
ଭୁବନେଶ୍ୱର : ଦୀର୍ଘ ୭ ଦିନ ଧରି ଜଣେ ବ୍ୟକ୍ତିଙ୍କର ଖାଦ୍ୟ ନଳୀରେ ଅଟକିଥିବା କୁକୁଡା ହାଡକୁ ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ । ଏହି ସର୍ଜିକାଲ ଟିମ୍‌ର ନେତୃତ୍ୱ ନେଇଥିବା ସମ୍ମମ୍‌ର ସର୍ଜିକାଲ୍ ଗ୍ୟାଷ୍ଟ୍ରୋ ଏନ୍‌ଟେରୋଲୋଜି ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ସତ୍ୟପ୍ରକାଶ ରାୟଚୌଧୁରୀ କହିଛନ୍ତି ଯେ ଏହା ତାଙ୍କ...
ଭୁବନେଶ୍ବର : ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନ ରାଜଭାଷା ବିଭାଗ ପକ୍ଷରୁ ପୂର୍ବ ଓ ଉତ୍ତର-ପୂର୍ବ କ୍ଷେତ୍ର ପାଇଁ ମିଳିତ ଆଞ୍ଚଳିକ ରାଜଭାଷା ସମ୍ମିଳନୀ ଏବଂ ପୁରସ୍କାର ବିତରଣ ସମାରୋହ ସିଏସଆଇଆର ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ...
ଭୁବନେଶ୍ୱର : କୃଷି ଉଡାନ ଯୋଜନା ୨.୦ ଅଧୀନରେ ୫୮ଟି ବିମାନ ବନ୍ଦରକୁ ସାମିଲ୍ କରା ଯାଇଛି , ଯେଉଁଥିରେ ଓଡିଶାର ଝାରସୁଗୁଡା ବିମାନ ବନ୍ଦର ଅନ୍ତର୍ଭୁକ୍ତ । ୨୭ ଅକ୍ଟୋବର ୨୦୨୧ ମସିହାରେ କୃଷି ଉଡାଣ ଯୋଜନା ୨.୦ ଘୋଷଣା କରାଯାଇଥିଲା , ଯାହା ଅଧୀନରେ ଝାରସୁଗୁଡା ବିମାନ ବନ୍ଦରରେ ଏହି ସୁବିଧା...
ଭୁବନେଶ୍ୱର : ପଦମପୁରରେ ବିଜେଡିର ବୃହତ୍‍ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦମପୁରବାସୀଙ୍କ ଧନ୍ୟବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର ଏବଂ ଏହି ଅଭୂତପୂର୍ବ ବିଜୟ ପାଇଁ ଧନ୍ୟବାଦ।  ଏହା ଆଉ କାହାର ବିଜୟ ନୁହେଁ। ଏହା  ପଦମପୁରବାସୀଙ୍କ ବିଜୟ । ବିଜେଡିର ଲକ୍ଷ ଲକ୍ଷ କର୍ମୀମାନଙ୍କୁ...
Bhubaneswar: Artificial Intelligence is the simulation of human cognitive processes by machines. It automates processes & aims to ape Human Intelligence by applying Cognitive Computing to IT Systems.Inaugurating the Bootcamp, Arabinda Kumar Padhee, Principal Secretary, Department of Agriculture &...
Bhubaneswar: Surgeons at Sum Ultimate Medicare (SUMUM) here adopting innovative method successfully removed a chicken bone that was stuck in a person’s food pipe for seven days, hospital sources said on Thursday. Dr. Satyaprakash Ray Choudhury, Consultant, Surgical Gastroenterology, who...
ଭୁବନେଶ୍ୱର : ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ହେଉଛି ମେସିନ୍‌ ଦ୍ୱାରା ମାନବ ଜ୍ଞାନଗତ ପ୍ରକ୍ରିୟାର ଅନୁକରଣ । ଏହା ବିଭିନ୍ନ ଶାସନ ପ୍ରକ୍ରିୟାକୁ ସ୍ୱୟଂଚାଳିତ କରେ ଏବଂ ଆଇଟି ସିଷ୍ଟମରେ କଗ୍ନିଟିଭ୍‌ କମ୍ପ୍ୟìଟିଂ ପ୍ରୟୋଗ କରି ମାନବ ବୁଦ୍ଧିକୁ ଅନୁକରଣ କରିବାକୁ ଲକ୍ଷ୍ୟ ରଖିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନଙ୍କ ପାଇଁ ଆର୍ଟିଫିସିଆଲ୍‌...
ଭୁବନେଶ୍ୱର : ପଦମପୁର ଉପନିର୍ବାଚନରେ ବିଜେଡି ତାହାର ଆସନକୁ ସୁରକ୍ଷିତ ରଖିଛି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ବର୍ଷା କେବଳ ଏଠାରୁ ପ୍ରଥମ ପଦାର୍ପଣରେ ବିଜୟୀ ହୋଇ ନାହାନ୍ତି ତାଙ୍କ ବାପାଙ୍କର ୨୦୧୯...