Koraput: The two electric poles standing side-by-side in the Kotia villages of Koraput serve as a striking visual metaphor for a unique administrative tug-of-war.
One pole, often a slim concrete or galvanized steel structure, represents the rapid outreach of...
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଡାକ୍ତର ଅଭାବ ନେଇ ବାରମ୍ବାର ଅଭିଯୋଗ ଆସୁଥିବାବେଳେ ଖୋଦ୍ ରାଜଧାନୀରେ ଥିବା କ୍ୟାପିଟାଲ ହସ୍ପିଟାଲରେ ବି ଡାକ୍ତରଙ୍କ ସଙ୍କଟ ପରିଲକ୍ଷିତ ହୋଇଛି । କେବଳ ଡାକ୍ତର ନୁହଁନ୍ତି ଏଠାରେ ଆବଶ୍ୟକ ସଂଖ୍ୟକ ନର୍ସିଂ କର୍ମଚାରୀ ନଥିବାରୁ ସ୍ୱାସ୍ଥ୍ୟସେବା ଯୋଗାଣରେ ବାଧା ଉପୁଜୁଥିବା କୁହାଯାଉଛି ।
କ୍ୟାପିଟାଲ ହସ୍ପିଟାଲ ଉପରେ...
ଭୁବନେଶ୍ୱର : ରାଜ୍ୟରେ ସଡକ ଦୁର୍ଘଟଣା ହ୍ରାସ ପାଇଁ ରାଜ୍ୟ ସରକାର ଆଇଆଇଟି ମାଡ୍ରାସ ସହିତ ରାଜିନାମା କରିଥିବାବେଳେ ସେଥିରୁ ସେଭଳି ସୁଫଳ ମିଳିପାରି ନାହିଁ । ରାଜିନାମା ସ୍ୱାକ୍ଷର ପରେ ସଡକ ଦୁର୍ଘଟଣା ଓ ତଦ୍ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।
ନିକଟରେ ପରିବହନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ରାଜ୍ୟ ବିଧାନସଭାରେ...
ଭୁବନେଶ୍ୱର : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ ଗତ ୨୫ ଫେବୃଆରୀରୁ ‘ଲୋକ ଅଧିକାର ଯାତ୍ରା’ ଆରମ୍ଭ ହୋଇ ଗତ ୨୩ ମାର୍ଚ୍ଚରେ କଟକରେ ସମାପ୍ତ ହେବା ପରେ ଆଜି ରାଜଧାନୀ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଲୋକ ଅଧିକାର ସମାବେଶ ଆୟୋଜିତ ହୋଇଯାଇଛି।
ଲୋକଶକ୍ତି...
ଭୁବନେଶ୍ବର : ରାଜ୍ୟସଭା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଡ. ସସ୍ମିତ ପାତ୍ର ଯୋଗାଯୋଗ ଏବଂ ଆଇଟି କମିଟିରୁ ଇସ୍ତଫା ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉପରେ ବିଜେପି ନେତା ନିଶିକାନ୍ତ ଦୁବେଙ୍କ ଦ୍ବାରା ଦିଆଯାଇଥିବା ମନ୍ତବ୍ୟ ଯୋଗୁଁ ସେ ଯୋଗାଯୋଗ ଏବଂ ଆଇଟି ସମ୍ପର୍କିତ ଷ୍ଟାଣ୍ଡିଂ କମିଟିରୁ ଇସ୍ତଫା ଦେଇଛନ୍ତି।
ବିଜେଡି...
Bhubaneswar: State hosted Odisha Khadi Fair 2026 with a transformative vision for the sector, emphasizing its role as a cornerstone of rural prosperity and modern entrepreneurship.
Addressing the valedictory session, MSME Minister Gokulananda Mallik identified khadi and village industries...
Sambalpur: From the vast Hirakud reservoir in Odisha comes a story of grit and transformation that has captured the attention of the nation. Sujata Bhuyan, a resident of Sambalpur, has transitioned from being a dedicated homemaker to a trailblazing...
ଭୁବନେଶ୍ୱର : ଇଭି ଯାନ ଖରିଦ ପାଇଁ ସରକାର ଯେତେ ପ୍ରକାର ପ୍ରୋତ୍ସାହନ ଦେଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ଇଭି ଯାନ ବିକ୍ରି ସେତେଟା ଉତ୍ସାହଜନକ ହେଉନାହିଁ । ସମଗ୍ର ରାଜ୍ୟରେ ବିଭିନ୍ନ କିସମର ଅଢେଇ ଲକ୍ଷରୁ ଅଧିକ ଇଭି ପଞ୍ଜିକରଣ ହୋଇଥିବାବେଳେ ଦେବଗଡ ଜିଲ୍ଲାରେ ଏହା ୨ଶହ ଛୁଇଁ ପାରିନାହିଁ ।...
ଭୁବନେଶ୍ୱର : ଶିକ୍ଷା ଅଧିକାର ଆଇନ୍ ବଳରେ ଘରୋଇ ବିଦ୍ୟାଳୟଗୁଡିକରେ ଆର୍ଥିକ ଅନଗ୍ରସର ପିଲାମାନଙ୍କ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇଥିବାବେଳେ ବିଦ୍ୟାଳୟଗୁଡିକ କିନ୍ତୁ ନାମଲେଖା ପାଇଁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ମାଗଣାରେ ପଢାଇବା ବଦଳରେ ଅଭିଭାବକମାନେ କିଭଳି ନାମ ନଲେଖାଇ ଫେରିବେ ସେଥିପାଇଁ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରୁଥିବା ଅଭିଯୋଗମାନ...
Bhubaneswar: The current weather in Odisha is characterized by a sharp contrast between western heat and coastal instability. According to the India Meteorological Department, a deep trough line stretching from Gangetic West Bengal to south Tamil Nadu is the...










