ଭୁବନେଶ୍ୱର : ବରିଷ୍ଠ ତଥା ଜଣାଶୁଣା ସାମ୍ବାଦିକ ଶ୍ରୀ ଆଳୟ କୁମାର ମହାନ୍ତିଙ୍କର ଆଜି କ୍ୟାପିଟାଲ ହସ୍ପିଟାଲରେ ୬୫ବର୍ଷ ବୟସରେପରଲୋକ ଘଟିଛି । ଅସୁସ୍ଥତା ହେତୁ ଶ୍ରୀ ମହାନ୍ତି ଆଇ.ସି.ୟୁ.ରେ ଚିକିତ୍ସିତ ଥିଲେ । ସେ ଜଣେ ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଥିଲେ । ଦେହାନ୍ତ ପରେ ତାଙ୍କର ପାର୍ଥିବ ଶରୀରକୁ ସେ ରହୁଥିବା ୟୁନିଟ-୬...
ଭୁବନେଶ୍ବର : ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ।  ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମାଷ୍ଟରପ୍ଲାନକୁ...
Bhubaneswar: Veteran Journalist Alaya Kumar Mohanty has passed away. He was being treated in Capital Hospital and today he succumbed to prolonged illness. Shri Mohanty was 65 and survived by wife, son Deepak Mohanty and two daughters. Son Deepak is a working...
Bhubaneswar: Chief Minister Naveen Patnaik on Tuesday announced to provide 5 kg rice free of cost to State Food Security Scheme (SFSS) beneficiaries for one year from January to December, 2023. The announcement was made in the wake of the...
ଭୁବନେଶ୍ୱର : ଦେଶର ଐତିହ୍ୟକୁ ମନେ ନ ରଖିପାରିଲେ ଆମର ପାଠପଢ଼ା ପୂର୍ଣ୍ଣାଙ୍ଗ ହେବ ନାହିଁ । ଆମର ପାଠପଢ଼ା ସେବେ ପୂର୍ଣ୍ଣାଙ୍ଗ ହେବ ଯେବେ ଆମେ ଆମର ଐତିହ୍ୟକୁ ମନେ ରଖିବା ବୋଲି ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା କେନ୍ଦ୍ର(ଆରଆଇଆଇ) ଠାରେ ଆୟୋଜିତ ପାଞ୍ଚଦିନିଆ ଜାତୀୟ କଳା ଉତ୍ସବ ୨୦୨୨-୨୩କୁ ଉଦଘାଟନ...
ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ରୋଗୀଙ୍କର ପରିସ୍ରା ନଳୀରେ ରକ୍ତସ୍ରାବ ହେଉଥିବା ସମସ୍ୟାକୁ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତରମାନେ ପ୍ରୋଷ୍ଟେଟିକ୍ ଧମନୀରେ ସୁପର ସିଲେକ୍ଟିଭ୍ ଆନ୍‌ଜିଓ-ଏମ୍ବୋଲାଇଜେସନ୍ ପଦ୍ଧତିରେ ସଫଳତାର ସହ ଚିକିତ୍ସା କରିପାରିଛନ୍ତି । ସମ୍ମମ୍‌ର ୟୁରୋଲୋଜି ବିଭାଗର କନ୍‌ସଲଟାଂଟ ଡାକ୍ତର ପ୍ରିୟବ୍ରତ ଦାସଙ୍କ ସହିତ ଇଂଟରଭେନ୍‌ସନାଲ୍ ରେଡିଓଲୋଜିଷ୍ଟ ଡାକ୍ତର ସମ୍ବିତ୍...
ଭୁବନେଶ୍ୱର : ଚଳିତ ବର୍ଷ ଜାନୁଆରୀ ୨୩ ରୁ ଡିସେମ୍ବର ୨୩ ପର୍ଯ୍ୟନ୍ତ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଏକ ବର୍ଷ ପାଇଁ ମାଗଣାରେ ଚାଉଳ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜାନୁୟାରୀ ୨୦୨୩ ଠାରୁ ୧୨ ମାସ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମାଗଣାରେ ରାଜ୍ୟ...
ଭୁବନେଶ୍ୱର : ଓଡିଶାରୁ ହରିଦ୍ୱାରକୁ ସିଧାସଳଖ ବିମାନ ଚଳାଚଳ ଆଶା ମଉଳିବାରେ ଲାଗିଛି । ଭୁବନେଶ୍ୱର ଓ ଡେରାଡୁନ୍‍ ମଧ୍ୟରେ ଆରସିଏସ୍‍ ଉଡାନ୍‍ ଯୋଜନାରେ ବିମାନ ଚଳାଚଳ ସମ୍ଭବ ନଥିବାବେଳେ ଘରୋଇ ବିମାନ କମ୍ପାନୀମାନେ ଚାହିଁଲେ ଏହି ରୁଟ୍‍ରେ ବିମାନ ଉଡିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଓଡିଶାରୁ ଦେଶର ଅନ୍ୟତମ ତୀର୍ଥସ୍ଥାନ...
ଭୁବନେଶ୍ୱର : ଆଇନ୍‍ ଅଦାଲତରେ ମାମଲା ବିଚାରାଧିନ ଥିବାରୁ ଦୁଇଟି ମହାନଗର ନିଗମ ସମେତ ପୁରୀ ପୌରସଂସ୍ଥା ଲାଗି ନିର୍ବାଚନ ହୋଇପାରୁ ନାହିଁ । ଫଳରେ ଏହି ତିନିଟି ପୌର ସଂସ୍ଥାରେ ନିର୍ବାଚିତ ପ୍ରତିନିଧି ନଥିବାରୁ ସରକାରୀ କର୍ମଚାରୀମାନେ ଦାୟିତ୍ୱ ନିର୍ବାହ କରୁଛନ୍ତି । ପୁରୀ ପୌରସଂସ୍ଥା ପାଇଁ ନିର୍ବାଚନ ଅନ୍ୟ ପୌରସଂସ୍ଥାଗୁଡିକ ସହିତ ଗତବର୍ଷ...
ଭୁବନେଶ୍ୱର : ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ରେଳଚଳାଚଳ ଦାବିରେ କେନ୍ଦ୍ରାପଡ଼ା ନଗର ଓ ବ୍ଲକ କଂଗ୍ରେସ ତରଫରୁ ଆଜି ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଠାରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟର...