ରତ୍ନଭଣ୍ଡାର ପ୍ରତି ପୁଣି ଉତ୍ସୁକତା

0

ଭୁବନେଶ୍ୱର : ଦୀର୍ଘ ୪୬ବର୍ଷ ତଳେ ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରରେ ପ୍ରାୟ ଦେଢ କୁଇଣ୍ଟାଲ ସୁନା ଅଳଙ୍କାର ଓ ଅଢେଇ କୁଇଣ୍ଟାଲରୁ କିଛି ଅଧିକ ରୂପା ସାମଗ୍ରୀ ଥିବା ହିସାବ କରାଯାଇଥିବାବେଳେ ଏବେ ତାହାର ପରିମାଣ କେତେ ବଢିଛି ସେ ସଂକ୍ରାନ୍ତରେ ଜାଣିବାପାଇଁ ଦଳ ମତ ନିର୍ବିଶେଷରେ ଲୋକଙ୍କ ଭିତରେ ଆଗ୍ରହ ବୃଦ୍ଧି ପାଇଛି । ଏଠାରେ ଉଲ୍ଲେଖନୀୟ ଯେ ୧୯୭୮ ମସିହାରେ ନୀଳମଣି ରାଉତରାୟଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍‍ ମନ୍ତ୍ରୀ ଥିବାବେଳେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ବିଭିନ୍ନ ସାମଗ୍ରୀର...

ପ୍ରତିଷ୍ଠା ହେବ ଜଳ ସୂଚନା କେନ୍ଦ୍ର

0

ଭୁବନେଶ୍ୱର : ରାଜ୍ୟସ୍ତରୀୟ ଜଳସମ୍ପଦ ତଥ୍ୟର ପରିଚାଳନା ପାଇଁ ରାଜ୍ୟ ଜଳ ସୂଚନା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଜାତୀୟ ଜଳ ସୂଚନା ବିଜ୍ଞାନ କେନ୍ଦ୍ରର ସହାୟତା ଓ ମାର୍ଗଦର୍ଶନରେ ରାଜ୍ୟର ଜଳ ସମ୍ପଦ ତଥ୍ୟର ସମନ୍ୱୟ, ସଂଗ୍ରହ ଏବଂ ପ୍ରସାର ପାଇଁ ଏକ ଉତ୍ସର୍ଗୀକୃତ ସଂଗଠନ ଭାବରେ କାର୍ଯ୍ୟ କରିବା ପାଇଁ ଏସଡବ୍ଲ୍ୟୁଆଇସି ପ୍ରତିଷ୍ଠା କରାଯିବ । ରାଜ୍ୟ ପାଇଁ...

ଏନ୍‌.ସି.ସି କ୍ୟାଡେଟ୍‌ଙ୍କୁ ସମ୍ବର୍ଦ୍ଧନା

0

ଭୁବନେଶ୍ୱର : ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିବା ଓଡିଶାର ଏନ୍‌.ସି.ସି କ୍ୟାଡେଟ୍‌ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଆୟୋଜିତ ଏକ ସଂକ୍ଷିପ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦିଲ୍ଲୀଠାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ କ୍ୟାମ୍ପ-୨୦୨୪ରେ ଅଂଶଗ୍ରହଣ କରିଥିବା ଓଡିଶାର ତିନିଜଣ ଏନ୍‌.ସି.ସି. କ୍ୟାଡେଟ୍‌ମାନଙ୍କ ପ୍ରଦର୍ଶନକୁ ଅତୀବ ପ୍ରଶଂସନୀୟ ବୋଲି ଅଭିହିତ କରିଥିଲେ । ତିନିଜଣ ଏନ୍‌.ସି.ସି. କ୍ୟାଡେଟ୍‌ମାନେ ଅନ୍ୟ କ୍ୟାଡେଟ୍‌ମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି...

ପଦ୍ମ ଧରିଲେ ପ୍ରଶାନ୍ତ

0

ଭୁବନେଶ୍ୱର : ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଚିଲିକା ବିଧାୟକ ତଥା ବିଜେଡି ନେତା ପ୍ରଶାନ୍ତ ଜଗଦ୍ଦେବ ନିଜର ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ଜଗଦ୍ଦେବ କହିଛନ୍ତି ଯେ, ମୁଁ ବିଜେପିରେ ସାମିଲ ହୋଇ ଖୁସି ଓ ଗର୍ବିତ । ବିଜେଡିରେ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ସମ୍ମାନ ଜଣାଇବା ସହ ତାଙ୍କ ପାର୍ଟିକୁ ସମ୍ମାନ ଦେଉଥିଲି...

State To Set SWIC

0

Bhubaneswar: The State Government has decided to set up a State Water Informatics Centre (SWIC) dedicated to the handling of State-level water resources data. The State Cabinet headed by Chief Minister Naveen Patnaik has approved a proposal in this regard today. The SWIC will be set up to act as a dedicated organisation for coordination, collection and dissemination of water resources...

OSWC Presents e-Vehicle

0

Bhubaneswar: The Odisha State Warehousing Corporation (OSWC) provided one  10 seated e-vehicle at a cost of Rs.11.90 lakh to the Capital Hospital, Bhubaneswar out of its CSR fund in an event held in the Hospital Campus on  today. Atanu Sabyasachi Nayak, Minister, FS & CW, Cooperation and Higher Education handed over the vehicle to the Director, Capital Hospital on the...

ସୋଆ ଆଇଏଏସ୍ କୁ ଆଉଟଲୁକ୍ ଏକ୍ସିଲେନ୍ସି ସମ୍ମାନ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ୍‌( ଆଇଏଏସ୍‌) କୁ ଆଉଟଲୁକ୍ ଏକ୍ସିଲେନ୍ସି ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି । ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଇଏଏସ୍‌କୁ ଏହି ସମ୍ମାନ ପ୍ରଦାନ କରାଯିବ । ୨୦୧୩ ମସିହାରେ ପ୍ରତିଷ୍ଠିତ ଏହି କୃଷି ମହାବିଦ୍ୟାଳୟର ସବୁ ବିଭାଗରେ ସ୍ନାତକ, ସ୍ନାତକୋତର ଓ ପିଏଚ୍‌ଡି ଶିକ୍ଷାଦାନ ପ୍ରଦାନ କରିବା ସହିତ ଆଧୁନିକ ଜ୍ଞାନ ସମ୍ବଳିତ ଗବେଷଣା ଓ ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ...

State Care For Senior Citizens

0

Bhubaneswar: Looking at the interest of the Senior citizens, the Social Security & Empowerment Persons with Disability (SSEPD) Department has re-constituted the State Council of Senior Citizens under the chairmanship of SSEPD Minister. As per notification, the State Council will meet once in every six months. The Council will discuss the strategies for effective implementation of the "Odisha State Policy...

ରତ୍ନଭଣ୍ଡାର ପାଇଁ କମିଟି ଗଠନ

0

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଆଜି ପୁରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ଜିନିଷର ଯାଞ୍ଚ ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି ୧୨ ଜଣିଆ କମିଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଳଙ୍କାର ଓ ଟ୍ରେଜେରିରେ ଗଚ୍ଛିତ ବିଭିନ୍ନ ମୂଲ୍ୟବାନ ସାମଗ୍ରୀର ସାମଗ୍ରୀ ପ୍ରସ୍ତୁତି ର ତଦାରଖ କରିବେ। କମିଟିର ଅନ୍ୟ ସଦସ୍ୟମାନେ ହେଲେ ବିଶିଷ୍ଟ ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା, (ପ୍ୟାନେଲର ଉପସଭାପତି),...

Jagdev Picks Lotus

0

Bhubaneswar: Expelled BJD leader and Chilika MLA Prasanta Jagdev today joined the BJP here in presence of Bhubaneswar MP Aparajita Sarangi and BJP Election co-In Charge Lata Usendi. Shri Jagdev, who was suspended from the ruling BJD in September 2021 over assaulting a Dalit leader of BJP near Chilika and later arrested, joined the saffron camp here at a special...