କୃଷିଭବନରେ ପି କେ ମିଶ୍ର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପ୍ରମୋଦ କୁମାର ମିଶ୍ର ଆଜି ପୂର୍ବାହ୍ନରେ କୃଷିଭବନ ପରିଦର୍ଶନ କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ଡ. ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଡ. ମିଶ୍ର କୃଷି ଭବନ ପରିଦର୍ଶନ ଅବସରରେ କୃଷି ସମୀକ୍ଷା କେନ୍ଦ୍ର ବୁଲି ଦେଖିବା ସହିତ ଏହାର କାର୍ଯ୍ୟକାରିତା ସଂପର୍କରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଏବଂ...

କୋଡିଏ ଦିନରେ  ୩୭୫୫ଟି ଅବକାରୀ ମାମଲା

0

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ମଦ ମାଫିଆ ଓ ଡ୍ରଗ୍ସ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଫେବୃଆାରୀ ୧୦ ରୁ  ୨୯ ତାରିଖ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଅଭିଯାନର ଆୟୋଜନ କରାଯାଇଥିଲା। ଏହି ସ୍ୱତନ୍ତ୍ର ଅଭିଯାନରେ ୩୭୫୫ଟି ମାମଲା ରୁଜୁ ହୋଇଥିବା ବେଳେ ୨୯୩୩ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ ୧,୪୪,୮୬୨ ଲିଟର ବେଆଇନ ମଦ, ୧୯୦୦ କେଜି ଗଞ୍ଜେଇ, ୭୮୭ ଗ୍ରାମ ହେରୋଇନ୍, ୨୨୪ ଗାଡି, ୧୫୬ ଲିଟର କଫ ସିରପ, ୭୬ ଲିଟର ନକଲି...

GST Scales Highest Peak

0

Bhubaneswar: The State has recorded the highest ever collection of gross GST of Rs 5135.81 crore during the month of February 2024. The State has registered a growth rate of 13.64 per cent in gross GST collection during last month as the state had collected gross GST of Rs 4519.35 crore in February 2023. The progressive gross GST collection during the...

Social Impact Award For JSP

0

Bhubaneswar: Jindal Steel & Power (JSP), a leading steelmaker, has been recognised with the prestigious Social Impact Award 2024 in the category of Best Sports Welfare Initiative of the Year 2024. Sandeep Malhotra, ACP Cyber Cell, Crime Branch, Delhi, presented the award last week. On behalf of JSP, its Group Chief Digital Officer Indradyumna Datta received the honour. Inspired by its...

More Posts In Health Sector

0

Bhubaneswar: The State Government has created 12 posts in Super Time Pay Grade (Level-17) and 33 posts in Senior Administrative Grade (Level-16) under Odisha Medical & Health Services (OMHS) Cadre In lieu of abolition of 45 posts of existing Selection Grade-I. The Health and Family Welfare Department has created the new posts and Secretary Shalini Pandit has informed about the...

Odisha Gets 16K CR Royalty

0

Bhubaneswar: Coal mining sector has proved to be a big booster for economic growth of the coal producing State like Odisha. In fact Odisha has received Rs.16,195.70 Crore  in shape of royalty on sale price, DMF and NMET. State is entitled for 14% of Royalty on sale price of coal, DMF @30% of royalty, 2 % of NMET from the coal...

JSW Bags Multiple Awards

0

Bhubaneswar: JSW Steel Ltd (Odisha Mines Division) has won multiple prestigious awards in different categories during the final day function and award ceremony of the 25th Mines Environment and Mineral Conservation Week 2023-24. The MEMC event was held under the aegis of the Indian Bureau of Mines (IBM), Bhubaneswar, recently. JSW’s four mines received five awards for their performances in different...

ଓଟିଇଟି ଉତ୍ତୀର୍ଣ୍ଣ ହେବେ ସହକାରୀ ଶିକ୍ଷକ

0
Naveen Patnaik Photo

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଗଣଶିକ୍ଷକ ମାନଙ୍କ ପାଇଁ  କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।  ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧୨,୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ । ସୂଚନାଯୋଗ୍ୟ ଯେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଓ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଗଣଶିକ୍ଷକ ମାନେ ଏଥିପାଇଁ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଓଟିଇଟି ପାସ...

Mishra Conferred With D.Litt

0

Bhubaneswar: President Droupadi Murmu today conferred the honorary D Litt on the Prime Minister's Principal Secretary Pramod Kumar Mishra at the Convocation of Utkal University here. The President conferred the honorary degree on Humanity & Social Science on the Odisha-born Senior Bureaucrat for his exceptional contribution for the country, in presence of Governor Raghubar Das. A 1972-batch retired IAS officer of...

ବରିଷ୍ଠ ନାଗରିକ ପରିଷଦ ପୁର୍ନଗଠିତ

0

ଭୁବନେଶ୍ୱର : ଓଡିଶା ସରକାର ବରିଷ୍ଠ ନାଗରିକ ରାଜ୍ୟ ପରିଷଦର ପୁର୍ନଗଠନ କରିଛନ୍ତି । ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ସେହିଭଳି ଏହାର ସଦସ୍ୟ ପଦବୀରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଗୃହ, ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକସମ୍ପର୍କ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ,...