ପଦ୍ମ ଧରିଲେ ଅନୁଭବ

ଭୁବନେଶ୍ୱର : ସାଂସଦ ଅନୁଭବ ମହାନ୍ତି ଆଜି ବିଜେପି ଯୋଗ ଦେଇଛନ୍ତି । ନୂଆଦିଲ୍ଲୀ ଠାରେ ଶ୍ରୀ ମହାନ୍ତି ବିଧିବଦ୍ଧ ଭାବେ ବିଜେପି ଦଳରେ ଯୋଗ ଦେଇଥିବାବେଳେ ଆଗାମୀ ଦିନରେ ତାଙ୍କର ପ୍ରାର୍ଥୀତ୍ୱକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଅନୁଭବଙ୍କୁ ବିଜେଡି ପ୍ରଥମେ ରାଜ୍ୟସଭାକୁ ପଠାଇଥିବାବେଳେ ପରେ ବିଜେଡି ଟିକଟରେ କେନ୍ଦ୍ରାପଡାରୁ ଲୋକସଭାକୁ ଯାଇଥିଲେ । ତେବେ ଦୁଇ ଦିନ ତଳେ ସେ ବିଜେଡି ଛାଡିଥିଲେ । ଅନୁଭବ ବିଜେଡି ଛାଡିବାପରେ ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି...

ପିଆଇବିର ମହାନିର୍ଦ୍ଦେଶକ ହେଲେ ଶେଫାଲି ଶରଣ

0

ନୂଆଦିଲ୍ଲୀ : ଶ୍ରୀ ମନୀଷ ଦେଶାଇଙ୍କ ଅବସର ପରେ ଶ୍ରୀମତୀ ଶେଫାଲି ବି ଶରଣ ଆଜି ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀମତୀ ଶରଣ ହେଉଛନ୍ତି ୧୯୯୦ ବ୍ୟାଚର ଭାରତୀୟ ସୂଚନା ସେବା ଅଧିକାରୀ । ତିନି ଦଶନ୍ଧିରୁ ଅଧିକ ସମୟର ଏକ ଜାଜ୍ଜୁଲ୍ୟମାନ କ୍ୟାରିୟରରେ ସେ ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଭଳି ବିଭିନ୍ନ ମନ୍ତ୍ରଣାଳୟ ପାଇଁ ପତ୍ର ସୂଚନା କାର୍ଯ୍ୟାଳୟ ଅଧିକାରୀ ଭାବରେ ମୁଖ୍ୟତଃ ଗଣମାଧ୍ୟମ...

Dev Asks Spending Pace Hike

0

Bhubaneswar: With the beginning of new financial year 2024-25, Principal Secretary Finance Vishal Kumar Dev asks all Departments to expedite the pace of expenditure during the first quarter of the financial year as it is the working season before the onset of monsoon. The Appropriation (Vote on Account) Bill for 2024-25 has been passed by the State Legislature and enacted....

Prez, PM, CM Greet People

0

Bhubaneswar: On the occasion of Odisha formation day 'Utkal Dibasa',  President Droupadi Murmu, Prime Minister Narendra Modi, Chief Minister Naveen Patnaik and many other dignitaries greeted the people of the State. "Warm greetings to people on Odisha Day! Odisha is known for its vast natural wealth and rich cultural heritage. The resilient people of this state have made great contribution...

ଦାଖଲ କରିବେ ସ୍ୱାଧୀନ ପ୍ରାର୍ଥୀପତ୍ର

0

ଭୁବନେଶ୍ୱର : ରାଜ୍ୟରେ ଯେଭଳି ଦଳଡିଆଁ ପର୍ବ ଚାଲିଛି ଓ ଟିକଟ ଆଶାୟୀମାନେ ଅନିଶ୍ଚିତତା ଭିତରକୁ ଠେଲିହୋଇ ଯାଉଛନ୍ତି ତାହାକୁ ଦୃଷ୍ଟିରେ ରଖି ଚଳିତ ନିର୍ବାଚନରେ ଜଣେ ଜଣେ ପ୍ରାର୍ଥୀ ଏକାଧିକ ସେଟ୍‍ର ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଲାଣି । ବିଶେଷକରି ଶେଷ ମୂହୂର୍ତ୍ତରେ ଦଳୀୟ ଟିକଟ କଟିବା ଆଶଙ୍କା କରୁଥିବା ପ୍ରାର୍ଥୀମାନେ ଦଳୀୟ ଟିକଟ ସହିତ ଆଉ ଗୋଟିଏ ସେଟ୍‍ ସ୍ୱାଧୀନ ପ୍ରାର୍ଥୀପତ୍ର ଦାଖଲ ପାଇଁ ସଜବାଜ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଶାସକ ବିଜେଡି ଦଳ ୧୫ଟି ଲୋକସଭା...

ଆକାଶଛୁଆଁ ବିମାନ ଭଡା

0

ଭୁବନେଶ୍ୱର : ଓଡିଶାରୁ ଦିଲ୍ଲୀ, ମୁମ୍ବାଇ ଓ କୋଲକତା ଭଳି ସହରକୁ ଆକାଶମାର୍ଗରେ ଯାଉଥିବା ଯାତ୍ରୀଙ୍କୁ ଏବେ ଆକାଶଛୁଆଁ ଦର ପଇଠ କରିବାକୁ ପଡୁଛି । ବିମାନଭଡା ଏବେ ୨ରୁ ୩ଗୁଣ ବଢିଛି । ଭୁବନେଶ୍ୱରରୁ ନୂଆଦିଲ୍ଲୀ ମଧ୍ୟରେ ସିଧାସଳଖ ଚଳାଚଳ କରୁଥିବା ବିମାନଗୁଡିକରେ ଭଡା ସାଧାରଣତଃ ୫ରୁ ୭ହଜାର ଟଙ୍କା ମଧ୍ୟରେ ରହୁଥିବାବେଳେ ଏବେ ତାହା ୨୦ହଜାର ଟଙ୍କାକୁ ଛୁଇଁଲାଣି । ଅନ୍ୟ ସହର ଦେଇ ଯାଉଥିବା ବିମାନର ଭଡା ୨୫ରୁ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଅବସ୍ଥା ଏଭଳି...

Akash Joins BJP

0

Bhubaneswar: Renowned Odia film actor and former MLA Akash Das Nayak today joined the BJP, a day after resigning from the ruling Biju Janata Dal (BJD). Shri Nayak joined the BJP here in presence of State President Manmohan Samal and many senior leaders and recently joined cinestars Sidhant Mohapatra and Arindam Roy. Akash said he joined the BJP inspired by Prime...

Nayak Joins BJD

0

Bhubaneswar: Some cinestars-turned politicians made by the BJD like Sidhant Mohapatra, Anubhav Mohanty, Akash Dasnayak and Arindam and few MLAs left the BJD. On the other hand, the ruling party continued to add new assets in the party from BJP and Congress. The BJD has welcomed three senior organizers and ex-MLA Chiranjib Biswal, and MLA Sukanta Nayak into party fold today. Shri...

ବିଜେଡିରେ ଯୋଗଦେଲେ ଚିରଞ୍ଜୀବ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ଶାସକ ବିଜେଡିପାଇଁ ଏକ ବଡ଼ ଉତ୍ସାହ ସୃଷ୍ଟି କରିଛି ବରିଷ୍ଠ ନେତା ତଥା ଓଡ଼ିଶା ରାଜନୀତିର ଜଣାଶୁଣା ଚେହେରା ଚିରଞ୍ଜୀବ ବିଶ୍ୱାଳଙ୍କର ଯୋଗଦାନ। ଆଜି ଶଙ୍ଖ ଭବନରେ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶ୍ରୀ ବିଶ୍ୱାଳ ତାଙ୍କ ବହୁ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଶାସକ ଦଳରେ ଯୋଗ ଦେଇଥିଲେ। ଶ୍ରୀ ବିଶ୍ୱାଳଙ୍କୁ ଦଳରେ ସ୍ୱାଗତ କରି ମଙ୍ଗରାଜ କହିଥିଲେ ଯେ ବିଜେଡିରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ରହିବ। ତାଙ୍କ ଯୋଗଦାନ ଜଗତସିଂହପୁର ଜିଲ୍ଲାରେ...

Chiranjib Joins BJD

0

Bhubaneswar: In a major boost for ruling BJD ahead of elections, senior leader and known face in Odisha politics Chiranjib Biswal today joined the Biju Janata Dal (BJD) here. Shri Biswal along with his large number of supporters formally joined the ruling party in presence of general secretary Manas Mangaraj, national spokesperson Sasmit Patra here at Sankha Bhawan. Welcoming Shri Biswal...