ପୂଜା ପାଠରେ ନେତା ବ୍ୟସ୍ତ
ଭୁବନେଶ୍ୱର : ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ବିଭିନ୍ନ ଦଳର ନେତାମାନେ ଦେବା ଦେବୀଙ୍କ ଶରଣରେ । ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ଦେବାଦେବୀଙ୍କ ମନ୍ଦିରଙ୍କୁ ଯାଇ ଏମାନେ ପୂଜାର୍ଚ୍ଚନା କରୁଛନ୍ତି । ଓଡିଶାରେ ୪ ପର୍ଯ୍ୟାୟରେ ମତଦାନ ହେବା ନେଇ ଭାରତୀୟ ନିର୍ବାଚନ ତାରିଖ ଘୋଷଣା କରିବାପରେ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅହେତୁକ ଉତ୍ସୁକତା ପରିଲକ୍ଷିତ ହୋଇଛି । ନିଜ ନିଜ ଦଳରୁ କିଭଳି ଟିକଟ ମିଳିବ ସେଥିପାଇଁ ସବୁ ସ୍ତରରେ...
ଦମନ ହେବେ ନକଲି ଡାକ୍ତର
ଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ନକଲି ଡାକ୍ତରଙ୍କୁ ଦମନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନିକଟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୧.୧୨.୨୦୨୨, ୨୨.୦୬.୨୦୨୩ ଏବଂ ୨୭.୦୨.୨୦୨୪ରେ ନକଲି ଡାକ୍ତରଙ୍କ ଉପରେ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିବା ସହ ଓଡ଼ିଶାରେ ଅଭ୍ୟାସ କରୁଥିବା ପ୍ରତ୍ୟେକ ଏଲୋପାଥି ଡାକ୍ତରଙ୍କର ଉପଯୁକ୍ତ ଓ ପ୍ରାସଙ୍ଗିକ ଯୋଗ୍ୟତା ଅଛି କି ନାହିଁ...
ପୁଣି ଧରାପଡିଲେ ଅଣହିନ୍ଦୁ
ପୁରୀ: ମହାପ୍ରଭୁ ଜଗନ୍ନାଥ ମନ୍ଦିରରେ ପ୍ରବେଶ ଅଭିଯୋଗରେ ଜଣେ ମହିଳା ବିଦେଶୀ ପର୍ଯ୍ୟଟକଙ୍କୁ ପୁଲିସ ଅଟକ ରଖିଛି। ପ୍ରବେଶ ଦ୍ୱାରରେ ଥିବା ସୁରକ୍ଷାକର୍ମୀ ମହିଳାଙ୍କୁ ଅଟକ ରଖିବାରେ ବିଫଳ ହୋଇଥିବା ବେଳେ ଜଣେ ସେବାୟତ ତାଙ୍କୁ ମନ୍ଦିରର ବାଇଶିପାହାଚ ନିକଟରେ ଦେଖି ପୁଲିସକୁ ଖବର ଦେଇଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଉଲ୍ଲଂଘନ କରି ଅଣହିନ୍ଦୁଙ୍କ ମନ୍ଦିର ପ୍ରବେଶ ନିଷେଧ କରିଥିବାରୁ ତାଙ୍କୁ ଅଟକ ରଖାଯାଇଛି। ପୁଲିସ ତାଙ୍କୁ ଅଟକ ରଖି ପର୍ଯ୍ୟଟକଙ୍କ ପରିଚୟପତ୍ର, ଭିସା ଓ ପାସପୋର୍ଟ ଯାଞ୍ଚ କରୁଛି। ନିକଟରେ ୯ ଜଣ ବଙ୍ଗଳାଦେଶୀ ନାଗରିକ...
Semicond Boosts Jobs Scope
Bhubaneswar: With the semiconductor landscape in India looking promising, it was expected that the industry would generate over 1,00,000 job opportunities in the country within the next few years, Raghu Panicker, an expert in the field, said. “Outsourced Semiconductor Assembly and Test (OSAT) is crucial for India and promises a lot for the industry,” Mr. Panicker, CEO of Kaynes SemiCon...
Crack Down On Fake Docs
Bhubaneswar: Following the order of Orissa High Court, the State Government has decided to crack down fake doctors or allopathic practitioners serving in different parts of the State. This decision was taken at a high -level meeting held recently under the chairmanship of Chief Secretary Pradeep Kumar Jena here. According to official sources, the High Court has issued orders on fake...
Foreign Lady Detained
Puri: A woman foreign tourist was detained by police for allegedly entering Lord Jagannath temple here on Saturday. While the security guards at the entrance failed to detain the woman, a servitor spotted her near 'Baishipahacha' in the temple and informed the police. She was detained for violating the Shree Jagannath Temple Act, 1955 that prohibits entry of non-Hindus into the...
ସବୁ ଆସନରେ ଲଢିବ ବିଜେଡି
ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବଳରେ ବିଜେଡି ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆଣିଛି । ବିଜେଡି ସମସ୍ତ ୧୪୭ଟି ବିଧାନସଭା ର୍ନିବାଚନ ମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ର୍ନିବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବା ସହିତ ଓଡିଶାବାସୀଙ୍କ ସମର୍ଥନ ଏବଂ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେୃତ୍ୱତ୍ୱରେ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ ବୋଲି ଟୁଇଟ୍ କରି ଜଣାଇଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ରାଷ୍ଟ୍ର ଗଠନରେ...
ସହରରୁ ଝୁମ୍ପୁଡି ହଟିଲାନି
ଭୁବନେଶ୍ୱର : ରାଜଧାନୀକୁ ବସ୍ତିମୁକ୍ତ କରିବା ସହିତ ଝୁମ୍ପୁଡି ହଟାଇବାପାଇଁ ଜାଗା ମିଶନ ଜରିଆରେ ଜମିର ସତ୍ୱାଧିକାର ପ୍ରଦାନ କରାଯାଇଥିଲେ ମଧ୍ୟ ସହରରେ ବସ୍ତି ସଂଖ୍ୟା କମୁନାହିଁ କି ଝୁମ୍ପୁଡି ହଟୁନାହିଁ । ଯେଉଁମାନେ ଆବାସ ଯୋଜାନରେ ଘର ପାଇଛନ୍ତି ସେମାନଙ୍କ ପରିବାର ସେଠାକୁ ସମ୍ପୂର୍ଣ୍ଣ ଭାବେ ଯାଉନଥିବାବେଳେ ଆଗାମୀ ଦିନରେ ଜମି ପାଇବାପାଇଁ ନୂଆ ନୂଆ ବସ୍ତି ବି ଗଢି ଉଠୁଛି । ରାଜଧାନୀରେ ବସ୍ତି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସେମାନେ ଘର କରିଥିବା ଜମିର ସାର୍ଟିଫିକେଟ ପ୍ରଦାନ କରାଯାଇଛି । ପ୍ରତ୍ୟେକ...
ବେପାରୀଙ୍କ ନିୟନ୍ତ୍ରଣରେ କୁକୁଡା ଚାଷ
ଭୁବନେଶ୍ୱର : ରାଜ୍ୟର କୁକୁଡା ଚାଷ ଏବେ ରାଜ୍ୟ ବାହାରର ବଡ ବଡ କୁକୁଡା ବ୍ୟବସାୟୀଙ୍କ ହାତରେ । ସେମାନେ ରାଜ୍ୟର ପ୍ରାୟ ୭ହଜାରରୁ ଅଧିକ କୁକୁଡା ଚାଷୀଙ୍କୁ ନିଜ ନିୟନ୍ତ୍ରଣରେ ରଖିବା ସହିତ ରାଜ୍ୟରେ କୁକୁଡାମାଂସ ଦରକୁ ନିୟନ୍ତ୍ରଣ କରୁଛନ୍ତି । କୁକୁଡା ଚାଷ ଜରିଆରେ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସହ ଲୋକଙ୍କୁ ଅଳ୍ପ ସୁଧରେ ଋଣ ପ୍ରଦାନ କରୁଛନ୍ତି । ଋଣ ଉପରେ ମଧ୍ୟ ସବସିଡ୍ ପ୍ରଦାନ କରୁଛନ୍ତି । ଲୋକେ ଋଣ ନେଇ...
Will Fight In All Seats: BJD
Bhubaneswar, March 22: After the BJP cleared air on possible alliance between BJD and BJP, the Governing BJD today said it will fight in all Lok Sabha and Assembly constituencies of the State. “BJD will contest in all 147 assembly constituencies and all 21 Lok Sabha constituencies with the support of people of Odisha and win more than three...










