ଏକାକୀ ଲଢିବୁ
ଭୁବନେଶ୍ୱର : ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି ଏଥର ସମସ୍ତ ୨୧ଲୋକସଭା ଓ ୧୪୭ବିଧାନସଭା ଆସନରେ ଏକାକୀ ଲଢ଼ିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଗତ ୧୦ବର୍ଷ ଧରି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ମାନ୍ୟବର...
Mahtab Left BJD
Cuttack: Senior BJD leader and six-time MP from Cuttack, Bhartruhari Mahtab today resigned from the party a day after chargsheet framed against him in a 13 year old case. Speaking to media persons in Cuttack, Shri Mahtab announced his resignation from the BJD and said he has submitted a resignation letter to party President and Chief Minister Naveen Patnaik at...
ବିଜେଡି ଛାଡିଲେ ଭର୍ତ୍ତୃହରି
ଭୁବନେଶ୍ୱର : ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାମ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି । ଶ୍ରୀ ମହତାବ ଛଅ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଇସ୍ତଫା ସଂକ୍ରାନ୍ତରେ ଶ୍ରୀ ମହତାବ କହିଛନ୍ତି ଯେ ବାରମ୍ବାର ଅପମାନ ସହିବା ଅପେକ୍ଷା ଇସ୍ତଫା ଦେଇଦେବା ଭଲ । କୌଣସି ପ୍ରସଙ୍ଗରେ ମତ ରଖିଲେ ତାଙ୍କୁ ବାରମ୍ବାର ଅପମାନିତ କରାଯାଉଥିଲା । ଆଜି ଭଗ୍ନ ହୃଦୟରେ ସେ ଇସ୍ତଫା ଦେଇଛନ୍ତି...
BJP On Ekla Chalo
Bhubaneswar: Putting all speculations and talks over proposed alliance between BJD and BJP in rest, State BJP President Manmohan Samal today made it clear that the BJP will fight alone in all 21 Lok Sabha and 147 Assembly seats in Odisha during ensuing polls. Taking it to social media site X, Shri Samal said, “BJP will fight alone this...
Dama Rout No More
Bhubaneswar: Veteran politician and former minister Damadara Rout here at the private hospital while under treatment following critical illness. He was 82. The health condition of the senior BJD leader was critical after he suffered a massive heart attack on March 18 night. He was on a life support system at a private hospital and his brain was not functioning well....
ଆରପାରିରେ ଦାମୋଦର
ଭୁବନେଶ୍ୱର : ବରିଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତ ଆଜି ୮୩ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ପୁତ୍ର ସମ୍ବିତ ରାଉତରାୟ । ଦୁଇ ଦିନ ତଳେ ଡାକ୍ତର ରାଉତ ବିଳମ୍ବିତ ରାତ୍ରୀରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ଡାକ୍ତରଖାନା ଓ ପରେ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ କ୍ୟାପିଟାଲ ଡାକ୍ତରଖାନରେ ଚିକିତ୍ସାରେ ଅବହେଳା ପାଇଁ ଡାକ୍ତର ରାଉତଙ୍କ...
ଡିମୋନ୍ଷ୍ଟ୍ରେଟରଙ୍କୁ ୟୁଜିସି ଦରମା
ଭୁବନେଶ୍ୱର : ସୁପ୍ରିମ୍ କୋର୍ଟରେ ମାମଲା ହାରିବା ପରେ ରାଜ୍ୟ ସରକାର କଲେଜ ଡିମୋନ୍ଷ୍ଟ୍ରେଟରଙ୍କୁ ୟୁଜିସି ହାରରେ ବେତନ ଦେବାକୁ ବାଧ୍ୟ ହୋଇଛନ୍ତି । ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଚାଲିଥିବାବେଳେ ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକର ଡିମୋନ୍ଷ୍ଟ୍ରେଟରମାନଙ୍କୁ ୟୁଜିସି ହାରରେ ବେତନ ପ୍ରଦାନ ପାଇଁ ପୂର୍ବରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ମାର୍ଗନିର୍ଦ୍ଦେଶିକା ଜାରି କରିଥିଲେ । ଏହାର ଅନୁପାଳନ କରାନଯିବାରୁ ବିଭିନ୍ନ ଉଚ୍ଚ...
ହୋଇପାରୁନି ଶକ୍ତି ସଂରକ୍ଷଣ
ଭୁବନେଶ୍ୱର : ବିଦ୍ୟୁତ୍ ସଞ୍ଚୟ ପାଇଁ ସରକାର ସ୍ୱଳ୍ପ ଶକ୍ତି ଖର୍ଚ୍ଚ କରୁଥିବା ବୈଦ୍ୟୁତିକ ସାଜ ସରଞ୍ଜାମ ବ୍ୟବହାର କରିବାକୁ ସ୍ଥିର କରିଛନ୍ତି । ହେଲେ ବିଭିନ୍ନ ସରକାରୀ ଦପ୍ତର ଓ ସରକାରୀ କ୍ୱାଟର୍ସକୁ ଯେଉଁ ବୈଦ୍ୟୁତିକ ସାମଗ୍ରୀ ଯୋଗାଣ ହେଉଛି ତାହା ଢେର ଅଧିକ ବିଦ୍ୟୁତ୍ ଖର୍ଚ୍ଚ କରୁଛି । ସରକାରୀ ଦପ୍ତର ଓ ସରକାରୀ କ୍ୱାଟର୍ସ ଗୁଡିକରେ ବିଜୁଳି ପଙ୍ଖା, ବଲ୍ବ, ଟ୍ୟୁବଲାଇଟ୍, ଏସି ଆଦି ବୈଦ୍ୟୁତିକ ସାମଗ୍ରୀ ସରକାର ଲଗାଇଥାନ୍ତି । ତେବେ ସରକାରୀ ସ୍ତରରେ କିଭଳି ଅଧିକ ଶକ୍ତି...
State On Forest, Wildlife Care
Bhubaneswar: On the occasion of World Forestry Day, Additional Chief Secretary (ACS) of Forest, Environment and Climate Change, Satyabrata Sahu emphasized for protection and preservation of forest as well as wild animals staying inside the forests. Addressing the State-level celebration of World Forestry Day-2024 here at Jayadev Bhawan, ACS Shri Sahu said protection and preservation of forest and wild animals...
ବିପୁଳ ପରିମାଣର ମଦ ଓ ଟଙ୍କା ଜବତ
ଭୁବନେଶ୍ୱର : ବିଶ୍ୱସ୍ତ ସୂଚନା ଆଧାରରେ ବାଲେଶ୍ୱର ଜିଲ୍ଲା ଅବକାରୀ ଅଧିକାରୀମାନେ ବାଲେଶ୍ୱର ଜିଲ୍ଲା ବସ୍ତା ସ୍ଥିତ ହୋଟେଲ ବସୁନ୍ଧରାରେ ଅଚାନକ ଚଢ଼ାଉ କରି ହୋଟେଲ ଭିତରେ ଥିବା ୧୫୦୦ ଲିଟର ବେଆଇନ ମଦ ଓ ନଗଦ ୮,୦୦,୦୦୦ ଟଙ୍କା ଜବତ କରିଛନ୍ତି। ଏହି ଘଟଣାରେ ବିଭିନ୍ନ ଗ୍ରାମକୁ ବେଆଇନ ମଦ ପରିବହନ ପାଇଁ ବ୍ୟବହୃତ ହେଉଥିବା ୫ଟି ମୋଟରସାଇକେଲ ଓ ୩ଟି ସ୍କୁଟିକୁ ମଧ୍ୟ ଜବତ କରାଯାଇଛି। ଜବତ ସାମଗ୍ରୀର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ବେଆଇନ ମଦ କାରବାରରେ ସମ୍ପୃକ୍ତ...








