ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା

ଭୁବନେଶ୍ୱର: ଏପ୍ରିଲ ୫ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୩.୫ ଡିଗ୍ରି ଉପରେ ରହିଥିବା ବେଳେ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ଥିତି ର ବିସ୍ତୃତ ସମୀକ୍ଷା କରିଛନ୍ତି। ତେଣୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ କରାଇବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏସଆରସିଙ୍କ ପରାମର୍ଶ କ୍ରମେ ଆଜି କ୍ରୀଡ଼ା ବିଭାଗକୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପୂର୍ବାହ୍ନ...

ପାଖେଇ ଆସୁଛି ପ୍ରାର୍ଥୀପତ୍ର ଦାଖଲ ସମୟ

ଭୁବନେଶ୍ୱର : ଲୋକସଭା ଓ ବିଧାନସଭା ପାଇଁ ହେଉଥିବା ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶାର ଚାରୋଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଚଳିତମାସ ୧୮ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ସେହିଦିନ ଠାରୁ ପ୍ରାର୍ôଥପତ୍ର ଦାଖଲ ଆରମ୍ଭ ହେବ । ଏହା ପରେ ପରେ ଆଉ ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ପାଇଁ ବିଜ୍ଞପ୍ତି ପ୍ରକାଶ ସହ ଚଳିତମାସ ୨୬ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ । କାର୍ଯ୍ୟସୂଚି ମୁତାବକ ରାଜ୍ୟର ପ୍ରଥମ...

ଗାନ୍ଧୀବାଦୀ ସମାଜବାଦ ଥିଲା ବିଜେପିର ମୂଳଲକ୍ଷ୍ୟ

ଭୁବନେଶ୍ୱର : ୪୪ବର୍ଷ ତଳେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସର୍ବଭାରତୀୟ ସମ୍ମିଳନୀରେ ଭାରତୀୟ ଜନତା ପାର୍ଟି ଗଠନ କରାଯିବାବେଳେ ଏହାର ଅନ୍ୟତମ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଥିଲା ଦେଶ ଓ ବିଶ୍ୱରେ ‘ଗାନ୍ଧୀବାଦୀ ସମାଜବାଦ’ର ପ୍ରତିଷ୍ଠା ପାଇଁ ନିରନ୍ତର ଉଦ୍ୟମ କରିବା । ଏ ଦିଗରେ ଦଳ କେତେ ସଫଳତା ହାସଲ କରିଛି ସେ ସମ୍ପର୍କରେ ସମୀକ୍ଷା କରାଯିବା ଆବଶ୍ୟକ ରହିଛି ବୋଲି ବିଜେପି ପ୍ରତିଷ୍ଠା ସମାରୋହରେ ସେତେବେଳେ ଯୋଗ ଦେଇଥିବା ଜଣେ ପୁରାତନ କାର୍ଯ୍ୟକର୍ତ୍ତା କହିଛନ୍ତି । ଭାରତୀୟ ଜନସଂଘ ୧୯୭୭ ମସିହାରେ...

ତଦନ୍ତ ରିପୋର୍ଟ ସାର୍ବଜନୀନ କର

ଭୁବନେଶ୍ୱର : ବହୁଚର୍ଚ୍ଚିତ ରୁଚୀକା ମହାନ୍ତି ଆତ୍ମହତ୍ୟା ଘଟଣା ଏବଂ ଭାଇରାଲ ଅଡ଼ିଓ ସମ୍ବନ୍ଧରେ ରାଜ୍ୟ ସରକାର ଏବଂ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମିଡ଼ିଆ ସେଲ୍ ଅଧ୍ୟକ୍ଷ ସୁଦିପ୍ ସାମଲ । ଭାଇରାଲ ଅଡ଼ିଓରେ ଯେଉଁ ସ୍ୱରଟି ଶୁଭୁଛି ତାହା ଭୁବନେଶ୍ୱରର ଜଣେ ବିଧାୟକ ବୋଲି ପୁନଃଦାବି କରିବା ସହ ଏହାର ତଦନ୍ତ ସଠିକ୍ ଭାବେ ହେଲେ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ଦୋହରାଇଛନ୍ତି । ରୁଚୀକା ମହାନ୍ତିଙ୍କ ବିଦେଶ ପଠାଯାଇଥିବା ମୋବାଇଲଟି କେବେ ଆସିବ...

ଇ – ସମିଟ ୨୦୨୪ ଉଦ୍‌ଘାଟିତ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଶନିବାର ଆରମ୍ଭ ହୋଇଛି ଦୁଇ ଦିନିଆ ଇ-ସମିଟ । ସୋଆ ଅନ୍ତର୍ଗତ ଅଟଳ ଇନକ୍ୟୁବେସନ୍ ସେଂଟର ସୋଆ ଫାଉଣ୍ଡେସନ୍ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ୍ (ସୋଆ - ସିଆଇଆଇ)ର ମିଳିତ ଆନୁକୂଲ୍ୟରେ ଏହି ସମିଟର ଆୟୋଜନ କରାଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ଷ୍ଟାର୍ଟଅପ୍ ପ୍ରତି ଅଧିକ ଆଗ୍ରହୀ କରିବାର ଲକ୍ଷ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡ଼ିଶାର ଏଗ୍‌ଜିକ୍ୟୁଟିଭ ଚେୟାରମ୍ୟାନ୍ ଡକ୍ଟର ଓଙ୍କାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ...

Raghu Mohanty Left BJP

0

Bhubaneswar: Amid Governing BJD searching for a suitable candidate for Balasore MP seat, senior BJP leader and former Minister Raghunath Mohanty today resigned from the party. Shri Mohanty along with his family members has resigned from the primary membership of the BJP. “I do hereby inform you that I and my family members tendered resignation from the primary membership of Bharatiya...

Alert On Heat Wave

Bhubaneswar: With intense heat wave condition prevailing across Odisha with mercury stood up to 43.5 degrees Celsius at Capital City on on 5 April, Special Relief Commissioner & Additional Chief Secretary Revenue & Disaster Management, Sataybrata Sahu took a detailed review of the situation. Accordingly, ACS Shri Sahu directed officials to alert the departments concern to take up precautionary measures. On...

AI Boosts Economy,Productivity

Bhubaneswar: Ashok Kumar Tripathy, President , Odisha State Productivity Council said that Artificial Intelligence(AI) is set to be a defining future disruptive technology. Shri Tripathy was speaking in an AI Workshop organized by Odisha State Productivity Council jointly with National Productivity Council , Bhubaneswar at IIT Bhubaneswar on 6 April. An IAS ® Shri Tripathy said AI is a machine based...

CEO Alerts On Heat Wave

Bargarh: Chief Electoral Officer, Odisha, Nikunja Bihari Dhal has alerted the District Magistrates and DEOs about the Heat Wave conditions likely to prevail during elections. Shri Dhal seems concerned about tough environmental situation while reviewing the election preparedness of Bargarh district on Friday. CEO advised District Magistrates to make all arrangements to meet heat wave conditions during poll period. He also advised...

ପ୍ରଚାରରେ କଟକଣା ଦାବି

ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ଅସହ୍ୟ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ଅଧିକାଂଶ ସ୍ଥାନରେ ଦିନବେଳା ନିର୍ବାଚନ ସଭା ସମିତି ଓ ଶୋଭାଯାତ୍ରା ଆଦି କରିବା କଷ୍ଟକର ହୋଇପଡୁଛି । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ମଧ୍ୟାହ୍ନରେ ନିର୍ମାଣ କାର୍ଯ୍ୟରେ ନିୟୋଜନ ନ କରିବା ଏବଂ ଶିକ୍ଷାନୁଷ୍ଠାନ ସମେତ ସଂଖ୍ୟାଧିକ ଦପ୍ତର ସକାଳୁଆ ଚଳାଇବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ପରିପ୍ରେକ୍ଷୀରେ ତତଲା ଝାଞ୍ଜି ପବନ ବହୁଥିବାବେଳେ ନିର୍ବାଚନ ପ୍ରଚାର କାର୍ଯ୍ୟ ଉପରେ ମଧ୍ୟ କମିଶନ...