ଶପଥ ନେଲେ ନୂଆ ମନ୍ତ୍ରୀମଣ୍ଡଳ
ଭୁବନେଶ୍ୱର : ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ବିଜେପି ନେତା ମୋହନ ଚରଣ ମାଝି । ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ, ଆଉ ୮ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ପାହ୍ୟାର ରାଷ୍ଟ୍ରମନ୍ତ୍ରୀ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ରାଜ୍ୟପାଳ ରଘୁବର ଦାସ ନୂତନ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ଶପଥପାଠ କରାଇଛନ୍ତି । ଜନତା ମଇଦାନରେ ଅନୁଷ୍ଠିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା...
Mohan Takes Oath As CM
Bhubaneswar: Senior BJP Leader Mohan Charan Majhi took oath as Chief Minister of Odisha. He is the first ever BJP Chief Minister. Governor Raghubar Das administered oath of office and secrecy. In presence of Prime Minister Narendra Modi, 2 Deputy Chief Ministers, 8 Cabinet Ministers, and 5 Minister of State with Independent Charge took the oath. Deputy Chief Ministers are Kanak...
ବିଶ୍ଵ ଶିଶୁ ଶ୍ରମ ବିରୋଧ ଦିବସ ପାଳିତ
ଭୁବନେଶ୍ବର : ଆନ୍ତର୍ଜାତୀୟ ଶ୍ରମ ସଂଗଠନ ଦ୍ଵାରା ଏବର୍ଷର ବିଶ୍ଵ ଶିଶୁ ଶ୍ରମ ବିରୋଧ ଦିବସ ପାଳନ ପାଇଁ ଥିମ ରଖାଯାଇଛି “ଆସନ୍ତୁ ଆମର ପ୍ରତିବଦ୍ଧତା ଉପରେ କାର୍ଯ୍ୟ କରିବା: ଶିଶୁ ଶ୍ରମ ବନ୍ଦ କରିବା” । ବିଶ୍ବରେ ବର୍ଷ ବର୍ଷ ଧରି ହ୍ରାସ ହୋଇ ଚାଲିଥିବା ଶିଶୁ ଶ୍ରମର ହାର, କୋଭିଡ଼ ପରବର୍ତ୍ତୀ ସମୟରେ ବୃଦ୍ଧି ପାଇଥିବାର ଦେଖାଯାଇଛି, ଏଣୁ ବର୍ତ୍ତମାନ ଶିଶୁ ଶ୍ରମକୁ ସମାପ୍ତ କରିବା ନିମନ୍ତେ ନିଆଯାଉଥିବା ପଦକ୍ଷେପକୁ ଆହୁରି ତ୍ୱରାନ୍ୱିତ କରିବା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ...
Mohan Invites Naveen
Bhubaneswar: A day after elected as Leader of the BJP Legislature Party, Chief Minister designate Mohan Charan Majhi met outgoing Chief Minister Naveen Patnaik at Naveen Niwas. Shri Majhi invited Naveen to attend the oath-taking ceremony of the new Chief Minister and his Council of Ministers in the evening. Saffron Leader spent some time with the outgoing Chief Minister at the...
ସରକାର ଗଠନ ପାଇଁ ଦାବି ଜଣାଇଲା ବିଜେପି
ଭୁବନେଶ୍ୱର : ବିଜେପି ବିଧାୟକଦଳ ବୈଠକରେ ମୋହନ ମାଝିଙ୍କ ନାମରେ ମୋହର ଲାଗିବା ପରେ ଶ୍ରୀ ମାଝି ରାଜଭବନକୁ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବା ସହିତ ସରକାର ଗଠନ ପାଇଁ ବିଧିବଦ୍ଧ ଭାବେ ଦାବି ଜଣାଇଛନ୍ତି । ଶ୍ରୀ ମାଝିଙ୍କ ସହିତ ଦୁଇ ଜାତୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଇଥିଲେ । ରାଜଭବନରେ ବିଜେପି ଟିମ୍ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ । ବିଜେପିର ସମସ୍ତ ୭୮ଜଣ ବିଧାୟକ...
Mohan Majhi New CM
Bhubaneswar: Senior BJP legislator and tribal leader Mohan Charan Majhi has been elected as the Leader of BJP Legislature Party and set to take oath as the new Chief Minister of Odisha tomorrow. Shri Majhi has been unanimously elected as the Leader of the BJP Legislature Party at its first meeting held here at BJP Headquarters in presence of...
SOA Hosts Otolaryngolosists Meet
Bhubaneswar: Every surgeon knows when to do surgery on a patient but it takes a life time to learn when not to do a surgery, eminent Otolaryngolosist Prof. (Dr.) Ravi Ramalingam said on Saturday. While most surgeons knew when a patient needed a surgery, it was more important to know when not to, particularly in ENT cases, Prof. (Dr.) Ramalingam,...
ମୋହନ ମାଝି ନୂଆ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବିଧାୟକ ମୋହନ ମାଝି ହେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ବିଜେିର କେନ୍ଦ୍ରୀୟ ନେତୃତ୍ୱ ଆଜି ତାଙ୍କ ନାମରେ ମୋହର ମାରିଛନ୍ତି । ଏଥି ସହିତ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ମଧ୍ୟ ରହିବେ । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକଦଳ ବୈଠକ ବସିଥିଲା । ଏଥିରେ ବିଜେପିର ବରିଷ୍ଠ ଜାତୀୟ ନେତା ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବଙ୍କ ସମେତ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ । ବିଧାୟକମାନଙ୍କ...
ଟିଡିପି ସାଂସଦ ସବୁଠୁ ଧନୀ
ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଟିଡିପି ସାଂସଦ ଡାକ୍ତର ଚନ୍ଦ୍ର ଶେଖର ପେମାସାନି ହେଉଛନ୍ତି ମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠାରୁ ଧନୀ । ତାଙ୍କର ସମ୍ପତ୍ତିର ପରିମାଣ ୫୭୦୫ କୋଟି ଟଙ୍କାରୁ ଅଧିକ । ଡାକ୍ତର ପେମାସାନି ଆନ୍ଧ୍ରପ୍ରଦେଶର ଗୁଣ୍ଟୁରୁ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କ ସମ୍ପତ୍ତିକୁ ଆକଳନ କରି ଏହି ସୂଚନା ଦେଇଛି ଏଡିଆର । ଏଡିଆର ସୂଚନା ଅନୁଯାୟୀ ଧନି ମନ୍ତ୍ରୀ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମଧ୍ୟପ୍ରଦେଶର ଗୁନାରୁ ନିର୍ବାଚିତ...
Vaishnaw Takes Ministry Charge
New Delhi: Ashwini Vaishnaw, Union Minister for Railways, Information and Broadcasting, Electronics & Information Technology assumed office at Rail Bhawan today. Jaya Varma Sinha, Chairman & CEO, Railway Board, along with senior Railway officials, welcomed him in Rail Bhavan. Housekeeping staff and other officials of Railway also greeted and congratulated the Minister for assumption of office. Addressing the media, Shri...










