Homage To Utkalmani
Bhubaneswar: Chief Minister Mohan Charan Majhi, along with the members of the Council of Ministers visited Suando, the birthplace of Pandit Gopabandhu Dash. Shri Majhi came to Suando after opening the four gates of Shree Jagannath Temple for devotees and devotees. Deputy Chief Minister Shri Kanaka Vardhan Singh Deo, Deputy Chief Minister, Pravati Parida, MPs and MLAs were also present on...
ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର : ଆଜି ପ୍ରତ୍ୟୁଷରେ ପୁରୀ ଶ୍ରୀମନ୍ଦିରଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମନ୍ତ୍ରୀ ମଣ୍ଡଳ ସଦସ୍ୟମାନଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଶ୍ରୀମନ୍ଦିରର ଚାରି ଦ୍ୱାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବା ପରେ ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋକୁ ଆସିଥିଲେ। ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ସାଂସଦ ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ। ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ, ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ...
Srimandir 4 Gates Open
Puri: As per decision of the State Cabinet all the four gates of Shree Jagannatha Temple was opened in the early moring on 13 June. In the presence of Chief Minister Mohan Charan Majhi, Deputy Chief Minister, Kankavardhan singh Deo, Deputy Chief Minister, Prabhatiparida, Members of the Council of Ministers, MPs and MLAs, all the four gates of Srimandir have...
ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିଲା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ, ସାଂସଦ ଓ ବିଧାୟକ ମାନଙ୍କ ଉପସ୍ଥିତିରେ ଆଜି ଭକ୍ତ ମାନଙ୍କ ପାଇଁ ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲା ଯାଇଛି। ଆଜି ପ୍ରତ୍ୟୁଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ରାଜ୍ୟ ବାସୀଙ୍କ କଲ୍ୟାଣ କାମନା କରିଥିଲେ। ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି...
ଚାରି ପ୍ରସ୍ତାବକୁ କ୍ୟାବିନେଟ ମୋହର
ଭୁବନେଶ୍ୱର : ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଛନ୍ତି। କ୍ୟାବିନେଟ୍ ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟଗଣଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ ଯେ ଓଡିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇ ନିଷ୍ପତ୍ତି...
ଚର୍ଚ୍ଚାରେ ଗ୍ୟାରେଣ୍ଟି ପୂରଣ
ଭୁବନେଶ୍ୱର : ନୂଆ ମନ୍ତ୍ରୀମଣ୍ଡଳ ଦାୟିତ୍ୱ ଗ୍ରହଣ କରିବାପରେ ଏବେ ଚାରିଆଡେ ଚର୍ଚ୍ଚା ମୋଦୀ ଗ୍ୟରେଣ୍ଟିର ରୂପାୟନ ସଂକ୍ରାନ୍ତରେ । ବିଜେପି ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଜାରି କରାଯାଇଥିବା ସଙ୍କଳ୍ପପତ୍ର ଏବଂ ନିର୍ବାଚନୀ ସଭାରେ ନେତାମାନେ ଦେଇଥିବା ପ୍ରତିଶ୍ରୁତି କେତେ ଶୀଘ୍ର ପାଳିତ ହେବ ସେଥିଘେନି ଦଳମତ ନିର୍ବିଶେଷରେ ନବ ନିର୍ବାଚିତ ବିଧାୟକମାନଙ୍କ ଠାରୁ ଆରମ୍ଭକରି ବିଜେପି କର୍ମୀ ଓ ସାଧାରଣ ଲୋକଙ୍କ ଭିତରେ ଉତ୍ସୁକତା ଦେଖାଦେଇଛି । ଓଡିଶା ବିଜେପି ପକ୍ଷରୁ ଜାରି ସଙ୍କଳ୍ପପତ୍ରରେ ପ୍ରଶାସନିକ ବ୍ୟବସ୍ଥାରେ ଦୁର୍ନୀତିର ଅନ୍ତ...
ଗୁରୁବାର ସକାଳେ ଖୋଲିବ ଚାରି ଦ୍ୱାର
ଭୁବନେଶ୍ୱର : ଆସନ୍ତା କାଲି ଗୁରୁବାର ସକାଳେ ମଙ୍ଗଳ ଆଳତୀ ସମୟରେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବ । ନବଗଠିତ ସରକାରର ଆଜି ପ୍ରଥମ କ୍ୟାବିନେଟ୍ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପୂର୍ବରୁ ସିଂହଦ୍ୱାର ଭକ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ଖୋଲା ଥିବାବେଳେ ପଶ୍ଚିମଦ୍ୱାର କେବଳ ପୁରୀବାସୀଙ୍କ ପାଇଁ ଖୋଲା ରହୁଥିଲା । ତେବେ ପରିକ୍ରମା କାର୍ଯ୍ୟ କାଳୟରେ ଉତ୍ତର ଓ ଦକ୍ଷିଣ ଦ୍ୱାର ଦୀର୍ଘଦିନ ଧରି ବନ୍ଦ ରହିଥିଲା । ଗୁରୁବାର ସକାଳୁ ଶ୍ରୀମନ୍ଦିରର ଚାରି ଦ୍ୱାର...
Srimandir 4 Gates To Open
Bhubaneswar: Just two hours after taking charge, new Chief Minister Mohan Charan Majhi convened the first meeting of his Council of Ministers and then State Cabinet and decided to open all four gates of Shree Jagannath temple Puri from 13 June. It was a promise made by the BJP in its election manifesto and top BJP leaders had also announced...
Mantra For Disaster Management
New Delhi: Dr. P K Mishra, Principal Secretary to Prime Minister said that India has demonstrated its ability to respond and reach out to other countries when disasters have struck. He was addressing the two day annual conference of relief commissioners/secretaries (Disaster Management) and State Disaster Response Force (SDRF), Civil Defence, Home Guard & Fire Services of State/UTs-2024 concluded...
Das Lauds Odisha Potential
Bhubaneswar: Pradip Kumar Das, CMD, IREDA has presented Odisha's significant green energy potential and the promising opportunities within the state. Shri Das was speaking at a Pre Event Meet for Global Wind Energy Meet organized by Indian Renewable Energy Development Agency (IREDA), with the support of Ministry of New & Renewable Energy (MNRE) here on 12 June. Lalit Bohra, Joint...









