ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ
କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରେଳ ଭବନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରେଳ ବାଇ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ଶ୍ରୀମତୀ ଜୟ ବର୍ମା ସିହ୍ନାଙ୍କ ସମେତ ରେଳବାଇର ବରିଷ୍ଠ ଅଧିକାରୀମାନେ ତାଙ୍କୁ ରେଳ ଭବନରେ ସ୍ୱାଗତ କରିଥିଲେ। ଦପ୍ତରର କର୍ମଚାରୀ ଏବଂ ରେଳବାଇର ଅନ୍ୟ ଅଧିକାରୀମାନେ ମଧ୍ୟ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ବାଗତ ଜଣାଇଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ମୋଦୀଙ୍କ...
BJP Invites Naveen
Bhubaneswar: In a humble gesture, State BJP leaders today invited BJD Supremo and outgoing Chief Minister Naveen Patnaik for the swearing in ceremony of new Chief Minister of the State. A delegation led by State BJP President Manmohan Samal,including MLA Suresh Pujari, ex-Presidents Basanta Panda, Samir Mohanty, and MLA Nityananda Ganda visited Naveen Niwas and invited him to the swearing-in...
ଗୁଜବକାରୀ ସକ୍ରିୟ
ଭୁବନେଶ୍ୱର : ରାଜ୍ୟରେ ନୂଆ ସରକାର ଶପଥ ଗ୍ରହଣର ଅବ୍ୟବହିତ ପୂର୍ବରୁ ଏବେ ଗୁଜବକାରୀମାନେ ସକ୍ରିୟ ହୋଇ ଉଠିଛନ୍ତି । ବିଶେଷକରି ବିଜେଡି ସରକାର ସମୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାକୁ ନେଇ ନୂଆ ନୂଆ ଗୁଜବ ସୃଷ୍ଟି କରିବାରେ ଲାଗିଛନ୍ତି । ନିର୍ବାଚନ ଫଳ ପ୍ରକାଶ ପରେ ପରେ ବିଏସ୍କେୱାଇକୁ ନେଇ ଗୁଜବ ଉଠିଥିଲା । ବିଏସ୍କେୱାଇ କାର୍ଡକୁ ଡାକ୍ତରଖାନାଗୁଡିକ ଗ୍ରହଣ କରୁନଥିବା ନେଇ ବିଭିନ୍ନ ସୋସିଆଲ ମିଡିଆରେ ଖବର ପ୍ରସାରିତ ହେବାପରେ ଲୋକେ ଆତଙ୍କିତ ହୋଇପଡିଥିଲେ । ବିଶେଷକରି ଏହି କାର୍ଡ...
ଓଡିଶା ବିଜେପିର ନିର୍ବାଚନୀ ଇତିହାସ
ଭୁବନେଶ୍ୱର : ଭାରତୀୟ ଜନସଂଘ ଦଳରୁ ଜନ୍ମ ନେଇଥିବା ଭାରତୀୟ ଜନତା ପାର୍ଟି (ବିଜେପି)ଏକାକୀ ଓଡିଶାରେ ସରକାର ଗଠନ କରୁଥିବାବେଳେ ଏହି ସଂଗଠନର ରୋଚକ ନିର୍ବାଚନୀ ପରିସଂଖ୍ୟାନ ସମ୍ପର୍କରେ ଜାଣିବାପାଇଁ ସାଧାରଣ ଲୋକଙ୍କ ଉତ୍କଣ୍ଠା ରହିଛି । ୧୯୫୧ ଅକ୍ଟୋବର ୨୧ତାରିଖରେ ଦିଲ୍ଲୀରେ ଜନସଂଘ ଗଠିତ ହେବା ପରଠାରୁ ୧୯୭୭ ପର୍ଯ୍ୟନ୍ତ କୌଣସି ନିର୍ବାଚନରେ ଓଡିଶାରେ ଏହି ଦଳର ଜଣେ ହେଲେ ପ୍ରାର୍ଥୀ ଜିଣିନଥିଲେ । ୧୯୭୭ ମସିହାରେ ଜନତାପାର୍ଟିର ଅଂଶୀଦାର ଥିବା ଜନସଂଘର ଚାରି ଜଣ ପ୍ରଥମଥର ପାଇଁ ଚକ୍ର ହଳଧର ଚିହ୍ନରେ...
ପିଏମଏୱାଇରେ ଆଉ ୩କୋଟି ଘର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଅଧୀନରେ ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର । ଆଜି କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି। ଯୋଗ୍ୟ ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ ମୌଳିକ ସୁବିଧା ସହ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବା ଲାଗି ଭାରତ ସରକାର ୨୦୧୫-୧୬ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି। ପିଏମଏୱାଇ ଅଧୀନରେ, ଗତ ୧୦ ବର୍ଷ ମଧ୍ୟରେ ଆବାସ ଯୋଜନା ଅନ୍ତର୍ଗତ ଯୋଗ୍ୟ ଗରିବ ପରିବାର ପାଇଁ...
ପିଏମଏୱାଇରେ ଆଉ ୩କୋଟି ଘର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଅଧୀନରେ ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର । ଆଜି କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି। ଯୋଗ୍ୟ ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ ମୌଳିକ ସୁବିଧା ସହ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବା ଲାଗି ଭାରତ ସରକାର ୨୦୧୫-୧୬ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି। ପିଏମଏୱାଇ ଅଧୀନରେ, ଗତ ୧୦ ବର୍ଷ ମଧ୍ୟରେ ଆବାସ ଯୋଜନା ଅନ୍ତର୍ଗତ ଯୋଗ୍ୟ ଗରିବ ପରିବାର ପାଇଁ...
Vaishnaw Gets 3 Ministries
New Delhi: Bureaucrat turned politician Ashwini Vaishnaw became one of the strongest Cabinet Ministers in the country as the Prime Minister Narendra Modi has allocated him three important portfolios. Shri Vaishnaw has been allowed to continue in his previous Ministries of Railways and Electronics & Information Technology. In place of the Ministry of Communication, the PM has given him another...
ସୋଆକୁ ପର୍ଫମାନ୍ସ ଏକ୍ସିଲେନ୍ସ ଆୱାର୍ଡ
ଭୁବନେଶ୍ୱର :ତ୍ତଉତ୍କର୍ଷତା ହାସଲ କରିବା ନିମନ୍ତେ ଅବିରତ ପ୍ରଚେଷ୍ଟା ଜାରୀ ରଖିଥିବାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ ‘ପର୍ଫମାନ୍ସ ଏକ୍ସିଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି । ଆଇଆଇଆଇଇର ଜାତୀୟ ସଭାପତି ଡକ୍ଟର ଅମୀୟ ବେହେରା ନିକଟରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ସାକ୍ଷାତ କରି ଏହି ସମ୍ମାନ ପ୍ରଦାନ କରିଥିଲେ । ଭାରତରେ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ କ୍ଷେତ୍ରରେ ବିକଶିତ କରିବା ଓ ଆଗକୁ ନେବା ନିମନ୍ତେ ଆଇଆଇଆଇଇ ଭଳି ବୃତିଗତ...
ପ୍ରଥମ ନିଷ୍ପତ୍ତି କୃଷକ କଲ୍ୟାଣ
ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ନିଧିର ୧୭ତମ କିସ୍ତି ଜାରି କରିବା ପାଇଁ ତାଙ୍କର ପ୍ରଥମ ଫାଇଲରେ ସ୍ୱାକ୍ଷର କରିଛନ୍ତି। ଏହା ଦ୍ୱାରା ୯ କୋଟି ୩୦ ଲକ୍ଷ କୃଷକ ଉପକୃତ ହେବେ ଏବଂ ସେମାନଙ୍କୁ ପ୍ରାୟ ୨୦,୦୦୦ କୋଟି ଟଙ୍କା ବିତରଣ କରାଯିବ । ଫାଇଲରେ ଦସ୍ତଖତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘କୃଷକଙ୍କ କଲ୍ୟାଣ ପାଇଁ ଆମର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ତେଣୁ ଦାୟିତ୍ୱ...
OMBADC Projects Development Lauded
Bhubaneswar: Former Supreme Court Judge and Oversight Authority for the Odisha Mineral Bearing Areas Development Corporation (OMBADC), Justice Anang Kumar Patnaik has expressed happiness over implementation of development projects. Justice Patnaik was on a 2-Days long visit to Sundargarh district. He observed various development projects being implemented at field level with OMBADC & DMF funds and also attended a district...








