କେନ୍ଦୁଝର ଏବେ ଭୋକର ଭୂଗୋଳ
ଭୁବନେଶ୍ୱର : ତାମିଲନାଡୁର ତିରୁଭଲ୍ଲୁରଠାରେ ଥିବା ସେଣ୍ଟ ପଲ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଗ୍ୟାସ ଲିକ ହୋଇ କେନ୍ଦୁଝର ଜିଲ୍ଲାର ୧୪ ଜଣ ନାବାଳିକା ଓ ମହିଳାଙ୍କ ମର୍ମନ୍ତୁଦ ମୂତ୍ୟୁ ଘଟିଥିଲା। ଏହି ବିଷୟକୁ ନେଇ ଗତକାଲି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକ ଅନୁଧ୍ୟାନ ଦଳ କେନ୍ଦୁଝର ଜିଲ୍ଲା ଗସ୍ତକରି ପିଡିତ ପରିବାର ସହ ସାକ୍ଷାତ ଆଲୋଚନା କରିଛନ୍ତି। ଏନେଇ ଏକ ସାମ୍ବଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ଦାସଙ୍କ ସହ ଅନୁଧ୍ୟାନ ଦଳର ସଦସ୍ୟ ପୂର୍ବତନ ପିସିସି ସଭାପତି...
ଭୋଟରଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି
ଭୁବନେଶ୍ୱର : ରାଜ୍ୟରେ ଏସଆଇଆର ପ୍ରକ୍ରିୟା ହୋଇ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି । ଭୋଟର ମାନଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ଚକ୍ରାନ୍ତ ହେଉଛି । ଏନେଇ ବିଜେଡ଼ି ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ସାଧାରଣ ସମ୍ପାଦକ ବିଜୟ ନାୟକ ଏସଆଇଆର ପ୍ରକିୟା ନେଇ ପ୍ରଶ୍ନ ଉଠାଇଛନ୍ତି । ଦେବୀ ମିଶ୍ର କହିଛନ୍ତି ଯେ, ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠା ଭୋଟର ତାଲିକା ପ୍ରକାଶିତ...
Mukhyamantri Annapurna; A Game Changer
Bhubaneswar: The Mukhyamantri Annapurna Yojana has become a significant driver for absolute food security among rural families across Odisha. Spearheaded by Chief Minister Shri Mohan Charan Majhi, this flagship program is redesigning the rural socio-economic environment, working to eliminate nutritional insecurity and financial stress tied to basic food access. Formulated and deployed by the Department of Food, Supplies and...
Odisha Urged To Speed Up VB-G-RAM-G
New Delhi: The Union Minister for Rural Development, Shri Shivraj Singh Chouhan, reviewed the nationwide rollout of the new Viksit Bharat–Guarantee for Rozgar and Aajeevika Mission (Gramin), or VB-G-RAM-G, which officially replaced MGNREGA on July 1, 2026. While the transition has been smoothly executed across most of the country, the Union Minister specifically turned his attention to Odisha during...
ଭୂଦାନ ଜମିର ବଣ୍ଟନ ସ୍ଥଗିତ ପାଇଁ ଚିଠି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆସିଛି ଯେ, ଭୂଦାନ ଜମିର ବଣ୍ଟନ କ୍ଷେତ୍ରରେ ପ୍ରଚଳିତ ନିୟମାବଳୀର ସମ୍ପୂର୍ଣ୍ଣ ପାଳନ ଏବଂ ସମ୍ପୃକ୍ତ ଜମିର ଅଭିଲେଖର ଯଥାର୍ଥ ଯାଞ୍ଚ ବିନା ହିତାଧିକାରୀମାନଙ୍କ ସପକ୍ଷରେ ବଣ୍ଟନ କରାଯାଉଛି। ଏହା ଫଳରେ ପରବର୍ତ୍ତୀ ସମୟରେ ମ୍ୟୁଟେସନ୍ ଏବଂ ଜମିପଟ୍ଟାରେ ଅନ୍ତର୍ଭୁକ୍ତି ସମୟରେ ବିଭିନ୍ନ ଆଇନଗତ ଜଟିଳତା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୂଦାନ ଜମିର ବଣ୍ଟନ ଏବଂ ହିତାଧିକାରୀଙ୍କ ସପକ୍ଷରେ ମ୍ଯୁଟେସନ୍ ପ୍ରକ୍ରିୟାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ରାଜସ୍ୱ ଓ...
Odisha Halts Bhoodan Land Distribution & Mutation
Bhubaneswar: In a major move to protect the land resources of Odisha, the State Government has halted the distribution and mutation of Bhoodan land. This decisive action, spearheaded by Dr. Arabinda Kumar Padhee, Additional Chief Secretary of the Revenue and Disaster Management Department, aims to prevent future legal complications arising from improper verification and non-compliance with established rules. The State...
Heavy Rains Lash Odisha
Bhubaneswar: Intense monsoon rains induced by a rapidly developing weather system have lashed Odisha, significantly narrowing the state's seasonal rainfall deficit. Over the past 24 hours, widespread heavy to very heavy downpours have been recorded across multiple districts, with places like Sohela in Bargarh logging the highest precipitation at 202 mm. In response to this active monsoon surge, the...
India Hosts BRICS Women
New Delhi: India will host the BRICS Women Working Group (WWG) Meeting on 6-7 July 2026 in Kochi, Kerala, under its BRICS Chairship this year. Senior government officials from BRICS Member Countries will come together to deliberate on key issues relating to women's empowerment across all sectors and women-led development, while advancing cooperation across shared priorities. Guided by India's BRICS...
STA On Enforcement Drive
Bhubaneswar: Odisha Government has launched a strict enforcement drive against non-compliant commercial vehicles after discovering that both vehicles involved lacked valid fitness certificates. Strict legal action will be initiated against violators under the provisions of the Motor Vehicles Act. Following the government directive, Transport Commissioner Shri Amitabh Thakur has officially issued necessary enforcement orders to the RTOs to execute the...
ପୁସ୍ତକ ସଂଶୋଧନ ପାଇଁ ପାଠପଢା ଠପ୍
ଭୁବନେଶ୍ୱର : ବିଦ୍ୟାଳୟରେ ଏବେ ତ୍ରୁଟିପୂର୍ଣ୍ଣ ପୁସ୍ତକର ସଂଶୋଧନ କାର୍ଯ୍ୟ ଚାଲିଥିବାରୁ ପାଠପଢା ବନ୍ଦ । ଓସେପା କର୍ତ୍ତୃପକ୍ଷ ବିଦ୍ୟାଳୟଗୁଡିକୁ ପଠାଇଥିବା ସଂଶୋଧିତ ତାଲିକାକୁ ଧରି ଶିକ୍ଷକ ଶିକ୍ଷୟତ୍ରୀମାନେ ପିଲାଙ୍କ ବହିରେ ଥିବା ତ୍ରୁଟିଗୁଡିକୁ ସୁଧାରିବାରେ ଲାଗିଛନ୍ତି । ପ୍ରଥମରୁ ଅଷ୍ଟମଶ୍ରେଣୀର ଛାତ୍ରଛାତ୍ରୀଙ୍କ ପୁସ୍ତକରେ ଦୁଇ ହଜାରରୁ ଅଧିକ ତ୍ରୁଟି ବାହାରିବାପରେ ସରକାର ସବୁଆଡୁ ସମାଲୋଚନାର ଶିକାର ହୋଇଥିଲେ । ଏହାପରେ ତ୍ରୁଟି ସୁଧାରିବାପାଇଁ ଏବେ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ଓସେପା ପକ୍ଷରୁ ପ୍ରତ୍ୟେକ ବିଦ୍ୟାଳୟକୁ ୧୨୨ ପୃଷ୍ଠାର ତାଲିକା ପଠାଇ ଦିଆଯାଇଛି...









