ଅଧା ବିଚାରପତି ପଦବୀ ଖାଲି
ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟରେ ଏବେ ପ୍ରାୟ ଅଧା ବିଚାରପତି ପଦବୀ ଖାଲି ପଡିଥିବାବେଳେ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ଭିତରେ ବି ଓଡ଼ିଶା ହାଇକୋର୍ଟର ଜଣେ ହେଲେ କେହି ନାହାନ୍ତି । ଚଳିତ ଗ୍ରୀଷ୍ମାବକାଶ ଭିତରେ ଏହି ସମସ୍ତ ପଦବୀ ପୂରଣ କରିବା ପାଇଁ ଅଭିଜ୍ଞ ଆଇନ୍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି । ଓଡ଼ିଶା ହାଇକୋର୍ଟରେ ଏବେ ପାଖାପାଖି ୧ଲକ୍ଷ ୬୫ ହଜାର ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ବିକଳ୍ପ ବ୍ୟବସ୍ଥା ନକରି ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍)କୁ ଉଚ୍ଛେଦ କରିବା ଫଳରେ...
Hapur To Follow Rath Jatra Tithi
Puri: The Shree Jagannatha Temple Administration in Puri has successfully intervened to prevent the untimely observance of the sacred Netrotsava and Ratha yatra festivals in Hapur, Uttar Pradesh, ensuring the preservation of centuries-old scriptural traditions and religious customs. The Bhagaban Shree Jagannatha Ratha Yatra Seva Samiti in Hapur had initially planned to host the Netrotsava on June 13 and the...
ଓଡ଼ିଶାରୁ ପଦ୍ମଶ୍ରୀ ପାଇବେ ଡକ୍ଟର ମହେନ୍ଦ୍ର ମିଶ୍ର
ନୂଆଦିଲ୍ଲୀ : ଓଡ଼ିଶାରୁ ବିଶିଷ୍ଟ ଶିକ୍ଷାବିତ, ଭାଷାବିତ୍ ତଥା ଲୋକକଥାକାର ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ସୋମବାର ଦିନ ରାଷ୍ଟ୍ରପତି ଭବନରେ ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ । ଡକ୍ଟର ମିଶ୍ର ଚାରି ଦଶନ୍ଧିରୁ ଅଧିକ ସମୟ ଧରି ବିଲୁପ୍ତପ୍ରାୟ ଆଦିବାସୀ ସ୍ୱରକୁ ଆଧୁନିକ ଶିକ୍ଷା ପ୍ରଣାଳୀରେ ସାମିଲ କରିବା ଏବଂ ସଂରକ୍ଷଣ କରିବା ପାଇଁ ସମର୍ପିତ ହୋଇ କାମ କରିଛନ୍ତି। ସେ ଭାରତର ଆଦିବାସୀ...
Murugesan Focuses Gandahati Tourism
Paralakhemundi: In a major push toward ecological conservation and low-impact tourism, the Gandahati Waterfall in Gajapati district has become a focal point for nature enthusiasts, prompting a fresh perspective on how the region's wilderness is managed. During a recent field visit, Dr. K Murugesan, Principal Chief Conservator of Forests and Head of Forest Force, acknowledged the heavy footfall at...
Sun Power To People
New Delhi: India’s domestic green energy landscape is experiencing an unprecedented surge as the PM Surya Ghar: Muft Bijli Yojana fundamentally alters how citizens consume power. In a recent high-level performance review, Ministry of New and Renewable Energy Secretary Shri Santosh Sarangi highlighted the massive, structural acceleration of the rooftop solar revolution across the country. Guided by the central...
Adhyatma Tops RDWU Exams
Bhubaneswar: Rama Devi Women's University in Bhubaneswar has officially announced the results of its annual undergraduate and postgraduate examinations, showcasing outstanding academic performances across multiple disciplines. In the undergraduate examinations, a total of 6,805 students appeared, with 6,021 successfully clearing the tests. Adhyatma Nayak has emerged as the defining success story of Rama Devi Women's University's latest undergraduate examinations....
ରାଜ୍ୟରେ ବଢୁଛି ବୃଦ୍ଧାଶ୍ରମ
ଭୁବନେଶ୍ୱର : ରାଜ୍ୟରେ ବଢି ଚାଲିଛି ବୃଦ୍ଧାଶ୍ରମ ସଂଖ୍ୟା । ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ୧୪୨ଟି ବୃଦ୍ଧାଶ୍ରମ ଥିବାବେଳେ ଚାହିଦାକୁ ଦୃଷ୍ଟିରେ ରଖି ଆଉ ୬ଟି ବୃଦ୍ଧାଶ୍ରମକୁ କେନ୍ଦ୍ରୀୟ ମଞ୍ଜୁରୀପାଇଁ ରାଜ୍ୟ ସରକାର ସୁପାରିଶ୍ କରିଛନ୍ତି । ଗୋଟିଏ ପଟେ ରାଜ୍ୟରେ ବୁଢା ବୁଢୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ସେମାନଙ୍କ ସନ୍ତାନ ସନ୍ତତିମାନେ ନିଜ ପାଖରେ ସେମାନଙ୍କୁ ରଖିବାକୁ ରାଜି ହେଉନାହାନ୍ତି । କୌଣସି ପ୍ରକାରେ ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡି ଦାୟିତ୍ୱମୁକ୍ତ ହେଉଛନ୍ତି । ଫଳରେ ରାଜ୍ୟରେ ବୃଦ୍ଧାଶ୍ରମ ସଂଖ୍ୟା ବଢିବାରେ...
ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି ଦାରାର ମୁକ୍ତି
ଭୁବନେଶ୍ୱର : ଏକଦା ଆନ୍ତର୍ଜାତିକ ସ୍ତରରେ ହଇଚଇ ସୃଷ୍ଟି କରିଥିବା ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନସ୍ ଏବଂ ତାଙ୍କ ଦୁଇ ଶିଶୁ ପୁତ୍ର ତିମୋଥି ଓ ଫିଲିପ୍ଙ୍କୁ ଜୀଅନ୍ତା ପୋଡ଼ି ମାରିବା ଘଟଣାରେ କାରାରୁଦ୍ଧ ଥିବା ମୁଖ୍ୟ ଆସାମୀ ରବୀନ୍ଦ୍ର କୁମାର ପାଲ୍ ଓରଫ୍ ଦାରା ସିଂ କାରାମୁକ୍ତ ହେବେ ନା କାରାଗାରର କାଳକୋଠରୀ ଭିତରେ ଜୀବନର ଅବଶିଷ୍ଟ ସମୟ କଟାଇବେ ତାହା ନିର୍ଭର କରୁଛି ରାଜ୍ୟ ସରକାରଙ୍କ ଉପରେ । ଏଠାରେ ଉଲ୍ଲେଖନୀୟ ଯେ ୧୯୯୯ ମସିହାରେ କେନ୍ଦୁଝର ଜିଲ୍ଲାରେ ଏହି ଜଘନ୍ୟ...
India Issues Ebola Alert
New Delhi: In light of the reported outbreaks of Ebola Disease in the Democratic Republic of the Congo (DRC) and Uganda, the World Health Organization (WHO), under the International Health Regulations (IHR), 2005, on 17 May 2026, determined the situation to be a Public Health Emergency of International Concern (PHEIC). The Africa Centres for Disease Control and Prevention (Africa CDC)...
ପୁଣି ବଢିଲା ତୈଳ ଦର
ଭୁବନେଶ୍ୱର : ଦଶ ଦିନ ମଧ୍ୟରେ ତିନିଥର ବଢିଲାଣି ଦର। ଆଜି ପୁଣି ମହଙ୍ଗା ହୋଇଛି ପେଟ୍ରୋଲ-ଡିଜେଲ୍। ଲିଟର ପିଛା ପ୍ରାୟ ଟଙ୍କାଏ ଲେଖାଏଁ ବୃଦ୍ଧି ଘଟିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦରରେ ବୃଦ୍ଧି ହେଉଛି ଏବଂ ତୈଳ କମ୍ପାନୀ କ୍ଷତି ସହୁଥିବା କହୁଛନ୍ତି। ଏପରିକି ଆଗକୁ ବି ଦର ବୃଦ୍ଧି ଟ୍ରେଣ୍ଡ ଜାରି ରହିବ। ଏଭଳି ସ୍ଥିତିରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରି ଖାଉଟିଙ୍କ ବୋଝ ହାଲକା କରିବାକୁ ଦାବି କରିଛନ୍ତି...










