Excellence Tag For SIDAC
Bhubaneswar: State Institute for Development of Arts and Crafts (SIDAC), Bhubaneswar has been accorded with Centre of Excellence (CoE) status by Government of India. In fact SIDAC is the first such institute in the country in Government Sector to impart non-technical training. SIDAC established since 2004 is a Government of Odisha sponsored organization has been created to function as an autonomous...
Mega Package For MSME
Bhubaneswar: Chief Minister Naveen Patnaik has approved a package of Rs.289.42 Crore for the benefit of MSMEs in order to combat the pandemic situation in the State. The package includes a number of assistance measures such as interest subvention, top-up subsidy, reimbursement of State GST and waiver of annual institutional maintenance charges. It is aimed at benefiting a range of entrepreneurs,...
Reforms Deadline Extended
New Delhi: Department of Expenditure, Ministry of Finance, has extended the deadline for the States to complete citizen centric reforms in various sectors. Now, if the recommendation from the Nodal Ministry concerned regarding implementation of the reform is received by 15th February, 2021, the State will be eligible for reform linked benefits. The Government of India has identified four critical areas...
ଅବ୍ୟବହୃତ ଜମି ସ୍ମାର୍ଟସିଟିବାସୀଙ୍କୁ କାଳ
ଭୁବନେଶ୍ୱର : ଅବ୍ୟବହୃତ ଜମି ଓ ସରକାରୀ ଘର ଏବେ ରାଜଧାନୀବାସୀଙ୍କୁ କାଳ ହେଲାଣି । ମଶାବଂଶ ବୃଦ୍ଧି ସହିତ ବିଭିନ୍ନ ପ୍ରକାର ବେଆଇନ୍ କାର୍ଯ୍ୟର ଏହା ପେଣ୍ଠସ୍ଥଳୀ ପାଲଟିଛି । ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । ରାଜଧାନୀର ବିଭିନ୍ନ ୱାର୍ଡରେ ଏବେ ଶହ ଶହ ଅବ୍ୟବହୃତ ଜମି ପଡି ରହିଛି । ଏପରିକି ବିଭିନ୍ନ ଆବାସିକ କଲୋନୀ ମଝିରେ ବି ଏକାଧିକ ଖାଲି ପ୍ଲଟ ପଡିଛି । ଏ ପ୍ଲଟ କାହାର ଓ କାହିଁକି ଦୀର୍ଘଦିନ...
୧ଲକ୍ଷ ୨୦ହଜାର ପଦବୀ ଖାଲି
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ୧ଲକ୍ଷ ୨୦ହଜାରରୁ ଅଧିକ ପଦପଦବୀ ଖାଲିପଡ଼ିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଘରୋଇ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ରାଜସ୍ୱ ବିଭାଗ ଏବଂ ଅନ୍ୟ ଯାନ୍ତ୍ରିକ ବିଭାଗଗୁଡ଼ିକରେ ଖାଲି ପଦବୀ ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ ରହିଛି ନଅମାସ ଧରି କରୋନା କଲବଲ କରୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ଏବଂ ରୋଜଗାର ଶୂନ୍ୟ ହୋଇପଡ଼ିଥିବା ଲୋକଙ୍କ ନିକଟରେ ଆୟର ପନ୍ଥା ପହଞ୍ଚାଇବା ସହିତ ନିଅଣ୍ଟିଆ ଆର୍ଥିକ ସ୍ଥିତିର ଭରଣା ପାଇଁ...
ଏମ୍ଏସ୍ଏମ୍ଇ ପାଇଁ ପ୍ୟାକେଜ ଘୋଷଣା
କୋଭିଡ୍-୧୯ ମହାମାରୀର ପରିସ୍ଥିତିକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ୨୮୯ କୋଟି ୪୨ ଲକ୍ଷ ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରାଯାଇଛି । ଏହି ପ୍ୟାକେଜ୍ରେ ସୁଧ ରିହାତି, ଟପ୍ଅପ୍ ସବ୍ସିଡି, ରାଜ୍ୟ ଜିଏସ୍ଟି ପଇଠ ଓ ବାର୍ଷିକ ଆନୁଷ୍ଠାନିକ ପରିଚାଳନା ବ୍ୟୟ ଛାଡ଼ ପରି ଅନେକ ସହାୟତା ଅନ୍ତର୍ଭୁକ୍ତ । କୋଭିଡ୍-୧୯ ଅପ୍ରତ୍ୟାଶିତ ଆହ୍ୱାନରୁ ମୁକୁଳିବା ନିମନ୍ତେ ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ଉଦ୍ୟୋଗୀ, ବିଶେଷ କରି ମହିଳା ଓ ସମାଜର ଦୁର୍ବଳ...
୨୭ରୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ
ଭୁବନନେଶ୍ୱର : ଆସନ୍ତା ୨୭ ତାରିଖରୁ ପ୍ରଭୁ ଶ୍ରୀଲିଙ୍ଗରାଜ ଭକ୍ତମାନଙ୍କୁ ଦର୍ଶନ ଦେବେ । କରୋନା କଟକଣା ଯୋଗୁଁ ପ୍ରାୟ ନଅମାସ ଧରି ମନ୍ଦିର ବନ୍ଦ ରହିବାପରେ ଏବେ ଭକ୍ତମାନଙ୍କ ଏହା ଖୋଲିବାକୁ ନିଷ୍ପତ୍ତି ହୋଇଛି । ତଦନୁଯାୟୀ ଡ଼ିସେମ୍ବର ୨୭ ରୁ ୩୧ ପର୍ଯ୍ୟନ୍ତ ଏହା କେବଳ ସେବାୟତ ମାନଙ୍କ ପାଇଁ ଖୋଲିବ । ଦାୟିତ୍ୱରେଥିବା ସେବାୟତ ଏବଂ ପୁଲି୍ଙ୍କର କୋଭିଡ୍ ପରୀକ୍ଷା କରାଯିବ । ଜାନୁୟାରୀ ୧ ଏବଂ ୨ ତାରିଖରେ ବନ୍ଦ ରହିବ । ଜାନୁୟାରୀ ୩ ରୁ ମନ୍ଦିର...
ପୁରୀ ମେଡିକାଲ କଲେଜ ପାଇଁ କେନ୍ଦ୍ର ଦେଇଛି ୧୧୩ କୋଟି
ଭୁବନେଶ୍ୱର : ପୁରୀଠାରେ ୬୫୦ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ହେବା ଏବଂ ଏହାର ନିର୍ମାଣ ପାଇଁ ୨୨୪ କୋଟି ୫୫ଲକ୍ଷ ୬୯ହଜାର ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ଏହି ମେଡିକାଲ କଲେଜ ନିର୍ମାଣ ପାଇଁ କେନ୍ଦ୍ର ସରକାର ୬୦ ଭାଗ ଅର୍ଥ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର, ବାରିପଦା, ବଲାଙ୍ଗୀର,...
ଆଉ ୪ ମନ୍ଦିର ପାଇଁ ଅଧ୍ୟାଦେଶ ଆଣ
ଭୁବନେଶ୍ୱର : ରାଜ୍ୟ ସରକାର ଶ୍ରୀଜଗନ୍ନାଥ ଆଇନ,୧୯୫୫ ଅନୁଯାୟୀ ପ୍ରଭୁ ଲିଙ୍ଗରାଜ ମନ୍ଦିର ପାଇଁ ଏକ ଅଧ୍ୟାଦେଶ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିର, ଯାଜପୁରର ମା’ ବିରଜା ମନ୍ଦିର, ଗଞ୍ଜାମର ମା’ ତାରା ତାରିଣୀ ମନ୍ଦିର ଏବଂ ନୟାଗଡ଼ର କଣ୍ଟିିଲୋ ଶ୍ରୀ ନୀଳମାଧବ ମନ୍ଦିର ପାଇଁ ସମାନ ଅଧ୍ୟାଦେଶ ପ୍ରଣୟନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ...
ଟୀକା ଦାନ ପାଇଁ ତିନିଟି କକ୍ଷ
ଭୁବନେଶ୍ୱର: କୋଭିଡ ଟୀକାଦାନ ପାଇଁ ସ୍ଥାନ ଚିହ୍ନଟ ହୋଇଥିବାବେଳେ ଏବେ ପ୍ରତ୍ୟେକ ଟୀକାଦାନ କେନ୍ଦ୍ରରେ ୩ଟି କକ୍ଷ ପ୍ରସ୍ତୁତ ହେବ । ପ୍ରତୀକ୍ଷା କକ୍ଷ, ଟୀକାକରଣ କକ୍ଷ ଓ ନିରୀକ୍ଷଣ କକ୍ଷ । ଏହି ଠାରେ ହିଁ ଅଭିଜ୍ଞ ତଥା ତାଲିମପ୍ରାପ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଟୀକାଦାନ କରିବେ । ଭୋଟଦାନ ଭଳି ଟୀକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଥିବାବେଳେ ଟୀକାଦାନ ପାଇଁ ଯାଉଥିବା ଲୋକେ ପ୍ରଥମେ ପ୍ରତୀକ୍ଷା କକ୍ଷରେ ପହଞ୍ଚିବେ । ଏଠାରେ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରାଯିବ...










