ଧରାପଡୁଛନ୍ତି ଦ୍ରୁତ ଗାଡିଚାଳକ
ଭୁବନେଶ୍ୱର : ଦ୍ରୁତ ଗାଡିଚାଳନା ଦୁର୍ଘଟଣାର ପ୍ରମୁଖ କାରଣ ହୋଇଥିବାବେଳେ ରାଜଧାନୀରେ ଏମାନଙ୍କୁ ନିୟନ୍ତ୍ରଣ କରିବା ଏବେ କାଠିକର ପାଠ ହେଲାଣି । ଗତମାସରେ ଦ୍ରୁତଗତିରେ ଗାଡି ଚଳାଇ ହଜାରେରୁ ଅଧିକ ବ୍ୟକ୍ତି କେବଳ ଭୁବନେଶ୍ୱର ଏକ ନମ୍ବର ଆଞ୍ଚଳିକ ପରିବହନ ଅଞ୍ଚଳରେ ଧରା ପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ଆରଟିଓ-୧ ଇଲାକାରେ ୨୮୧୧ ଜଣ ଧରାପଡିଥିବାବେଳେ ୨୦୧୯-୨୦ ରେ ଏହି ସଂଖ୍ୟା ୩୮୧୫ ରହିଥିଲା । ହେଲେ ଚଳିତ ଆର୍ଥିକ ବର୍ଷର ନଭେମ୍ବର ଶେଷ ସୁଦ୍ଧା ଏହି ସଂଖ୍ୟା...
End Of A Samaritan
Cuttack: Noted philanthropist Padma Sri Devarapalli Prakash Rao passed away while undergoing treatment at the SCB Medical College and Hospital in Cuttack. The tea seller, who for his noble workers could get the most prestigious Padma award from the Union Government, passed away at the age of 63. He is survived by wife and two daughters. Though Mr.Rao was admitted at...
ଖାନନଗରରେ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ
ଭୁବନେଶ୍ୱର : କଟକର ଖାନନଗର ଠାରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ। ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା। ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟକାରୀ କରାଯିବ। ସୂଚନାଯୋଗ୍ୟ ଯେ ଆଗାମୀ ଜାନୁଆରୀ ୨୩ ତାରିଖ ଦିନ ନେତାଜୀଙ୍କ ଜୟନ୍ତୀ ପାଳନ କରାଯିବ ଏବଂ ଚଳିତ ବର୍ଷ ସମଗ୍ର ଦେଶ ନେତାଜୀଙ୍କର...
Netaji Bus Terminal Coming Up
Bhubaneswar: A state-of-the-art bus terminal will be built at Khannagar in Cuttack. It will cost Rs 75 crore. Chief Minister Naveen Patnaik announced at the meeting that the bus terminal would be named after the great freedom fighter Netaji Subhas Chandra Bose. The function was inaugurated by Chief Minister Mr.Patnaik. Secretary to Chief Minister, V K Pandian conducted the...
ଜାନୁଆରୀ ୨୧ରୁ ତୋଷାଳି ମେଳା
ଭୁବନେଶ୍ୱର : ପଞ୍ଚଦଶ ତୋଷାଳି ମେଳା ଜାନୁଆରୀ ୨୧ ତାରିଖରୁ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନଠାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି ଏକ ଆନ୍ତଃବିଭାଗୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । କୋଭିଡ୍ ନିୟମକୁ ସଂପୂର୍ଣ୍ଣ ଭାବେ ଅନୁପାଳନ କରାଯାଇ ସାମାଜିକ ଦୂରତା ରକ୍ଷା କରି ମେଳା ଆୟୋଜନ କରିବା ଉପରେ ଉନ୍ନୟନ କମିଶନର ଶ୍ରୀ ଜେନା...
Covishield Cover For Districts
Bhubaneswar: While all sorts of preparation is on to launch COVID-19 Vaccination on 16 January, at least 3, 38,777 Health Care Workers (HCW)s have been identified to receive the Jabs. ACS health & Family Welfare, PK Mohapatra has issued detailed guidelines in this regard on 13 January as the vaccine dispatches are sent to the districts. According to sources in First...
Gram Panchayat Connect Tops List
Bhubaneswar: In another significant step towards application of IT in Governance transformation, State Governmetn on Wednesday put high speed internet connectivity to GPs on the priority active agenda of Government. Reviewing the progress of Bharat Net project in State Level Implementation Committee meeting held in digital mode here, Chief Secretary Suresh Chandra Mohapatra said that in today’s context, internet connectivity...
Push For Urban Transformation
Bhubaneswar: Transform the urban slums to livable habitats with basic road, electricity, drinking water and community space facilities directed Chief Secretary Suresh Chandra Mahapatra while reviewing the progress of the grant of land rights to slum dwellers in a high level meeting held in Lokseba Bhawan conference hall today. Principal Secretary Housing and Urban Development G Mathivathanan outlined the issues...
Toshali Mela From 21 January
Bhubaneswar: Pradeep Kumar Jena, Development Commissioner has stressed on Social Distancing in Toshali National Crafts Mela. An Inter-Departmental meeting on organization of 15th Toshali national Crafts mela-2021 was held in Lok Seva Bhavan in connection with organization of the 15th Toshali National Crafts Mela. Mr.Jena advised strict adherence of COVID-19 Protocols. The 15th Toshali National Crafts Mela will be held at...
ଆର ପାରିରେ ପ୍ରକାଶ ରାଓ
ଭୁବନେଶ୍ୱର : ଜଣାଶୁଣା ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶରାଓ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କରୋନ। ସଂକ୍ରମିତ ହୋଇଛି ଚିକିତ୍ସିତ ହେଉଥିବା ଶ୍ରୀ ରାଓ ଆଜି ଅପରାହ୍ନରେ ୬୩ବର୍ଷ ବୟସରେ ଏସ୍ସିବି କୋଭିଡ ହସ୍ପିଟାଲରେ ଆଖି ବୁଜିଛନ୍ତି । ପ୍ରକାଶଙ୍କ ବିୟୋଗରେ ସବୁ ମହଲରେ ଶୋକ ପ୍ରକାଶ କରାଯାଇଛି । ନିଆରା ସମାଜସେବା ପାଇଁ କଟକ ସହର ସମେତ ଦେଶ ବିଦେଶରେ ପ୍ରକାଶ ରାଓ ବେଶ୍ ପରିଚିତ । ବିଶେଷକରି ଶିକ୍ଷା କ୍ଷେତ୍ରକୁ ତାଙ୍କର ଅବଦାନ ପାଇଁ ସେ ଚର୍ଚ୍ଚିତ । ଗରିବ...









