ଟାଟା ହାତରେ ୨୫ବର୍ଷ ବିଦ୍ୟୁତ୍ ବିତରଣ
ଭୁବନେଶ୍ୱର : ରାଜ୍ୟର ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ୨୫ ବର୍ଷ ଲାଗି ଟାଟା ପାୱାର ହାତକୁ ଯାଇଛି । ଇତିମଧ୍ୟରେ ଟାଟା ପାୱାର ସେସୁ, ସାଉଥ୍କୋ ଓ ୱେସ୍କୋର ପରିଚାଳନା ଭାର ହାତେଇଥିବା ବେଳେ ନେସ୍କୋର ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ବିଦ୍ୟୁତ୍ ଅଧିନିୟମ ୨୦୦୩ର ଧାରା ୨୦ ଓ ୨୧ ଅନୁଯାୟୀ ଏହି ହସ୍ତାନ୍ତର ହୋଇଥିବା ବେଳେ...
ଗାଁରେ ଅଧିକ ବିଜୁଳି ଚୋରି
ଭୁବନେଶ୍ୱର : ରାଜ୍ୟର ଗ୍ରାମାଞ୍ଚଳରେ ପ୍ରାୟତଃ ବିଜୁଳି ଚୋରି ହେଉଛି । ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ୧୩୮୮ ନିୟୁତ ୟୁନିଟ୍ ବିଜୁଳି ଚୋରି ହୋଇଥିବା ଜଣାଯାଇଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି । ଶ୍ରୀ ମିଶ୍ର ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ବିଦ୍ୟୁତ ବିତରଣ କମ୍ପାନୀଠାରୁ ମିଳିଥିବା ସୂଚନାନୁଯାୟୀ ୨୦୨୦ ଏପ୍ରିିଲରୁ ଚଳିତବର୍ଷ ଜାନୁଆରୀ ମଧ୍ୟରେ ୧୫,୭୪୮ଟି ବିଜୁଳି ଚୋରି ମାମଲା ଧରାପଡ଼ିଛି । ଏଥିମଧ୍ୟରୁ ସର୍ବାଧିକ ୯୦୧୦ଟି...
ଆବାସିକ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି
ଭୁବନେଶ୍ୱର : ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧିନରେ ପରିଚାଳିତ ଆବାସିକ ବିଦ୍ୟାଳୟରେ ମୋଟ୍ ୨୮୪୨ଟି ପଦବୀ ଖାଲିପଡ଼ିଛି । ଏଥିମଧ୍ୟରେ ୧୯୫୨ଟି ଶିକ୍ଷକ ପଦବୀ ହୋଇଥିବା ବେଳେ ୯୨ଟି ପ୍ରଧାନଶିକ୍ଷକ ପଦବୀ ରହିଛି । ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିଭାଗ ଅଧିନରେ ରାଜ୍ୟରେ ମୋଟ୍ ୧୬୭୦ଟି ଆବାସିକ ବିଦ୍ୟାଳୟ...
ମାର୍ଚ୍ଚ ୧୫ରୁ କୃଷି ଓଡ଼ିଶା-୨୦୨୧
ଭୁବନେଶ୍ୱର : ଚଳିତ ବର୍ଷ କୃଷି ଓଡ଼ିଶା-୨୦୨୧ ମାର୍ଚ୍ଚ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ସହଯୋଗରେ ୫ ଦିନିଆ କୃଷି ଓଡ଼ିଶା ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆଠାରେ ଆୟୋଜନ କରାଯିବ । ଆଜି ଏହି ପରିପ୍ରେକ୍ଷୀରେ କୃଷି ଭବନଠାରେ ଏକ ପ୍ରସ୍ତୁତି ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା...
ସୀମା ସୁରକ୍ଷାରେ ସରକାର ବିଫଳ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଅପାରଗତା ଓ ଦ୍ୱର ଦୃଷ୍ଟି ହୀନତା ପାଇଁ ଆମ ମାତୃଭୂମିର ମାଟିକୁ ଆମେ ହରାଇବାକୁ ଯାଉଛୁ । ଆଗରୁ ମହାନଦୀର ପାଣିକୁ ଆମେ ହରାଇଥିଲୁ ଆସ ଏବେ କୋଟିଆ ପରି ଅଂଚଳ ଗୁଡ଼ିକ ପାଇଁ ପ୍ରଶ୍ନବାଚୀ ହୋଇଛି । ଏହା ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ ଓଡ଼ିଶାର ସୀମାନ୍ତରେ ୭୬ଟି ଗାଁ ବିବାଦୀୟ ବୋଲି ଚିହ୍ନଟ ହୋଇଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୁରଭଞ୍ଜ,...
ଜଙ୍କ ଫୁଡ୍ ଠାରୁ ପିଲାଙ୍କୁ ଦୂରଇ ରଖ
ଭୁବନେଶ୍ୱର : ପିଲାଙ୍କୁ ଜଙ୍କ ଫୁଡ୍ ଠାରୁ ଦୂରେଇ ରଖିବାକୁ ପରାମର୍ଶ ଦେଇଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଶିଶୁ କର୍କଟରୋଗ ବିଶେଷଜ୍ଞ ଡାକ୍ତର ସରୋଜ ପଣ୍ଡା । ଡାକ୍ତର ପଣ୍ଡା କହିଛନ୍ତି ଯେ ପ୍ରତିବର୍ଷ ପୃଥିବୀରେ ପ୍ରାୟ ଚାରି ଲକ୍ଷ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି ଯେଉଁମାନଙ୍କ ମଧ୍ୟରୁ ପାଖାପାଖି ୧୨ ପ୍ରତିଶତ ଶିଶୁ ଭାରତର । ଶିଶୁମାନଙ୍କୁ ଏହି ରୋଗରୁ ଦୂରରେ ରଖିବା ନିମନ୍ତେ ପିତାମାତା ମାନଙ୍କର ବିଶେଷ ଦାୟିତ୍ୱ ରହିଛି । ପୃଥିବୀର...
Vedanta Empowers Tribal Women
Lanjigarh : Vedanta Limited, Lanjigarh, India’s premier producer of metallurgical grade alumina, inaugurated a Tailoring Training Centre at Ashrampada, under Lanjigarh block. The Centre has been set up by the company, in association with Shaktimayee Foundation, which is an apex body of Vedanta’s Sakhi Project for women empowerment. It aims to diversify avenues for sustainable livelihood and micro-entrepreneurship among...
IIIT Bhubaneswar Gains Int’l Repute
Bhubaneswar: Scaling up its credibility, the International Institute of Information Technology (IIIT), Bhubaneswar, established by Government of Odisha in the year 2006, has grown to an institute of national and international repute with improved quality of students, faculty, academic eco-system and higher placement records. This was known from the Board of Governors ( BoG) Meeting of the institute held under...
ବିଧାନସଭାରେ ଚାଷୀ ତାତି
ଭୁବନେଶ୍ୱର: ଚଳିତ ବଜେଟ ଅଧିବେଶନରେ ପ୍ରଶ୍ନକାଳ ରହିବ ବୋଲି ସ୍ଥିର ହୋଇଥିବା ବେଳେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଆଜି ଏହା ହୋଇପାରିନାହିଁ । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଦେଖାଇ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ମାତ୍ର ଏକମିନିଟ୍ ପାଇଁ ଚାଲିପାରିଥିଲା । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପିର ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ଚାଷୀ ପ୍ରସଙ୍ଗ ଓ ଧାନର ଅଭାବୀ ବିକ୍ରି ସଂକ୍ରାନ୍ତରେ ସ୍ୱତନ୍ତ୍ର ଆଲୋଚନା ଲାଗି ଦାବି କରିଥିଲେ ।...
ମହାନଦୀରୁ ପଟୁ ସଫା ହେଉନି
ଭୁବନେଶ୍ୱର : ଆଗାମୀ ଗ୍ରୀଷ୍ମଋତୁରେ ମହାନଦୀରେ ଜଳସଙ୍କଟ ନେଇ ଆଶଙ୍କା ପ୍ରକାଶ ପାଇଥିବାବେଳେ ପଟୁ ସଫେଇ କରି ଏହାର ଜଳଧାରଣ କ୍ଷମତା ବୃଦ୍ଧି ସକାଶେ ଗତ ୧୦ମଧ୍ୟରେ ଟଙ୍କାଟିଏ ଖର୍ଚ୍ଚ ହୋଇନଥିବା ଜଣାଯାଇଛି । କେନ୍ଦ୍ର ସରକାର ବି ଏ ବାବଦରେ ଟଙ୍କାଟିଏ ଯୋଗାଇ ନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨୦୧୦-୧୧ ରୁ ୨୦୧୯-୨୦ ବର୍ଷ ମଧ୍ୟରେ ହୀରାକୁଦ ଜଳଭଣ୍ଡାରରୁ ପଟୁ ମାଟି ସଫେଇ ବାବଦରେ କୌଣସି ଅର୍ଥ ବ୍ୟୟ କରାଯାଇ ନାହିଁ । ୨୦୦୯-୧୦ ବର୍ଷରେ ରାଜ୍ୟ ସରକାରାଙ୍କ ଅନୁଦାନରୁ ୧୪କୋଟି...










