ଟିକାକରଣ ନିମନ୍ତେ ସମ୍ ପ୍ରସ୍ତୁତ

0

ଭୁବନେଶ୍ୱର : ବହୁ ପ୍ରତିକ୍ଷିତ କୋଭିଡ୍‌-୧୯ ଟିକାକରଣର ଶନିବାର ଶୁଭାରମ୍ଭ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି । ଟିକାକରଣ ନିମନ୍ତେ ରାଜଧାନୀରେ ୬ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଚୟନ କରାଯାଇଥିବା ବେଳେ ଏହା ମଧ୍ୟରେ ରହିଛି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ । ପୂର୍ବରୁ କୋଭିଡ୍‌-୧୯ ଭାକ୍ସିନ୍ ‘କୋଭାକ୍ସିନ୍‌’ ର କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ମନୋନୀତ କରାଯାଇଥିଲା ।ଶନିବାର ସକାଳେ ଦେଶବ୍ୟାପୀ...

ମିଳିନପାରେ ଖୋଲା ବଜାର ଋଣ

0

ଭୁବନେଶ୍ୱର : ଗୋଟିଏ ପରେ ଗୋଟିଏ ରାଜ୍ୟ ଖୋଲା ବଜାରରୁ ଅଧିକ ଋଣ ପାଇବାପାଇଁ ଗୋଟିଏ ଦେଶ ଗୋଟିଏ ରାଶନ କାର୍ଡ ଯୋଜନାରେ ସାମିଲ ହେଉଥିବାବେଳେ ଓଡିଶା ଏହି ସୁବିଧା ପାଇବାରୁ ବଞ୍ଚିତ ହେବ । କାରଣ ଏହି ସଂସ୍କାର ବ୍ୟବସ୍ଥାକୁ ଆପଣେଇବାପାଇଁ ଅଦ୍ୟାବଧି ପଦକ୍ଷେପ ନିଆଯାଇ ନାହିଁ । ବର୍ତ୍ତମାନ ସୁଦ୍ଧା ୧୧ଟି ରାଜ୍ୟ ଏକ ଦେଶ ଏକ ରାସନକାର୍ଡ ଯୋଜନାକୁ କାର୍ଯ୍ୟକାରୀ କରି ପ୍ରାୟ ୩୦ହଜାର କୋଟି ଟଙ୍କାର ଅତିରିକ୍ତ ଋଣ ସଂଗ୍ରହ ପାଇଁ ସକ୍ଷମ ହୋଇପାରିଛନ୍ତି । କରୋନା ମହାମାରୀ...

ଟିକାକୁ ନେଇ ଆରୋପ ପ୍ରତିଆରୋପ

0

ଭୁବନେଶ୍ୱର : କରୋନା ପ୍ରତିଷେଧକ ଟିକା ଆସିବା ପରେ ଏବେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ୫ କୋଟିରୁ ଅଧିକ ଲୋକ ବିଭିନ୍ନ ସଂସ୍ଥା ଦ୍ୱାରା ବିକଶିତ ଏହି ଟିକା ନେଇସାରିଲେଣି । ଆମ ରାଜ୍ୟ ଓ ଦେଶରେ ଏହି ଟିକାକରଣ କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ସୀମିତ ଲୋକଙ୍କ ମଧ୍ୟରେ ଆରମ୍ଭ ହେଉଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ସଂଖ୍ୟକ ଲୋକ ଏହି ଟିକା ନେବେ । କିନ୍ତୁ ବିଭିନ୍ନ ଗଣମାଧ୍ୟମରେ ନେତାମାନେ ଯେଭଳି ଟିକାକୁ ନେଇ ଆରୋପ ପ୍ରତିଆରୋପ କରୁଛନ୍ତି ସେଥିରେ ପ୍ରଭାବିତ...

All Set For Vaccination

0

Bhubaneswar: As the countdown begins for massive vaccination program against the highly infectious disease COVID-19, Odisha Government expressed its fool proof preparedness to vaccinate as many as 16,100 health care workers on Saturday at 161session sites spread across the state. The vaccination activities will begin in all the sites as soon as Prime Minister Narendra Modi launches the vaccination...

Odisha Shy 1 Nation Ration

Bhubaneswar : Odisha Government’s reluctance to implement ‘One Nation One Ration Card’ reforms is not only likely to deprive the State of the benefit of more additional borrowing allowed by the Union Government but also the facility of ration to the migrant workers from the State in other states. According to officials, the reform empowers the migratory population mostly labourers,...

ରପ୍ତାନୀ କୈନ୍ଦ୍ରିକ ଇସ୍ପାତ୍ ଶିଳ୍ପକୁ ଗୁରୁତ୍ୱାରୋପ

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତକୁ ୫ ଟ୍ରିଲିୟନ ଡ଼ଲାର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟକୁ ହାସଲ କରିବା ଦିଗରେ ଦେଶ ଭିତିଭୂମିର ବିକାଶ ଏକମାତ୍ର ଚାବିକାଠି । ଏକବିଂଶ ଶତାବ୍ଦୀରେ ଭାରତର ଅତ୍ୟାଧୁନିକ ଭିତିଭୂମି ନିର୍ମାଣ କରିବା ପାଇଁ ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶୁକ୍ରବାର ଇଣ୍ଡିଆନ ଷ୍ଟିଲ ଆସୋସିଏସନ(ଆଇଏସଏ) ପକ୍ଷରୁ ଆୟୋଜିତ ୱେବନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିରି ଏହି ଅବସରରେ ଇସ୍ପାତ୍ ଶିଳ୍ପକୁ ରପ୍ତାନୀ କୈନ୍ଦ୍ରିକ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପ୍ରଧାନ...

Incentive For Specialty Steel

0

New Delhi: Union Government has sanctioned Rs. 6322 crore for production linked incentive scheme (PLI) for specialty steel. So it is expected that the Indian Steel Association will work on greater value addition and focus on specialty steel to bring in greater self- reliance in steel sector, Minister of Steel and Petroleum and Natural Gas Dharmendra Pradhan today addressed a webinar...

SUM Readies For Covaxin

0

Bhubaneswar : Preparations for launching the much-awaited Covid-19 vaccine on Saturday have been completed at the Institute of Medical Sciences and SUM Hospital, faculty of medicine of Siksha ‘O’ Anusandhan (SOA). IMS and SUM Hospital, which was chosen as one of the centres for clinical trial of the Covid-19 vaccine – Covaxin-- earlier, is in the list of six medical...

କରୋନା ସମୟରେ ରେକର୍ଡ ବିହନ ଉତ୍ପାଦନ

0

ଭୁବନେଶ୍ୱର : କରୋନା କଟକଣା ସତ୍ୱେ ୨୦୨୦ ବର୍ଷରେ ଓଡ଼ିଶା ରାଜ୍ୟ ବିହନ ନିଗମ ବିହନ ଉତ୍ପାଦନ ଏବଂ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି । ନିଗମ ଦ୍ୱାରା ନିଜସ୍ୱ ଯୋଜନା ‘ମୋ ବିହନ ଯୋଜନା’ରେ ଏବଂ ଅନ୍ୟ ସଂସ୍ଥାମାନଙ୍କ ସହଯୋଗିତାରେ ୩,୯୫,୦୩୨ କ୍ୱିଣ୍ଟାଲ୍‌ ଧାନ ଏବଂ ୨୫,୦୩୪ କ୍ୱିଣ୍ଟାଲ୍‌ ଅଣଧାନ ବିହନ ଉତ୍ପାଦନ କରିପାରିଛି । ନୂତନ କିସମର ୨୫ଟି ଧାନ, ୪ଟି ମାଣ୍ଡିଆ, ୧୪ଟି ଡାଲି ଏବଂ ୧୬ଟି ତୈଳବୀଜ ବିହନକୁ ‘ବିହନ ଉତ୍ପାଦନ ଯୋଜନା’ରେ ସାମିଲ କରାଯାଇଛି...

୨୦୩୬ରେ ନୂଆ ଓଡିଶା ନିର୍ମାଣ କରିବା

0

ଭୁବନେଶ୍ୱର : ଓଡ଼ିଶାର ଉନ୍ନତି ପାଇଁ ଥିବା ତିନି ‘ସ’ ସମସ୍ୟା, ସମ୍ଭାବନା ଓ ସମାଧାନ ଉପରେ ଦୃଷ୍ଟି ଆକର୍ଷଣ କରିବା ତଥା ବ୍ୟବସ୍ଥା ତିଆରି କରିବା ପାଇଁ କେବଳ ସରକାର ନୁହେଁ ସମାଜକୁ ମଧ୍ୟ ଦାୟିତ୍ୱ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ତିନି ‘ସ’ ସମସ୍ୟା, ସମ୍ଭାବନା ଓ ସମାଧାନ ଦ୍ୱାରା ୨୦୩୬ରେ ନୂଆ ଓଡିଶା ନିର୍ମାଣ କରିବା ବୋଲି ସମ୍ବାଦର ‘ବ୍ରାଣ୍ଡସ୍ ଅଫ୍ ଓଡିଶା ପ୍ରାଇଡ୍ ଅଫ୍‌ ଇଣ୍ଡିଆ’ର ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ...