୨୦୨୨ରେ ସରିବ ରାଉରକେଲା ହକି ଷ୍ଟାଡିୟମ

0

ଭୁବନେଶ୍ୱର : ଆଜି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି), ଭି.କେ- ପାଣ୍ଡିଆନ ଏବଂ କ୍ରୀଡା ଓ ଯୁବ ସେବା ବିଭାଗର ସ୍ବତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା ରାଉରକେଲା ଯାଇ ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସ୍ଥାନ ପରିଦର୍ଶନ କରିଥିଲେ । ୨୦୨୨ ମଧ୍ୟଭାଗ ସୁଦ୍ଧା ଏହାକୁ ସଂପୁର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସୂଚନା ଯୋଗ୍ୟ ଯେ ରାଉରକେଲାରେ ଏକ ଆନ୍ତର୍ଜାତିୟ ମାନର ହକି ଷ୍ଟାଡିୟମ ନିର୍ମାଣ କରାଯିବା ସଂପର୍କରେ...

ସମ୍ମମରେ ଆରିଥମିଆ ଚିକିତ୍ସା ସୁବିଧା

0

ଭୁବନେଶ୍ୱର : ହୃଦସ୍ପନ୍ଦନରେ ସମସ୍ୟା ସୃଷ୍ଟି କରୁଥିବା ବ୍ୟାଧି ଆରିଥମିଆ ର ଚିକିତ୍ସା ଏବେ ସମ୍ ଅଲଟିମେଡ କେୟାରରେ ଉପଲବ୍ଧ । ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଭାବେ ସମସ୍ତ ଅତ୍ୟାଧୁନିକ ଉପକରଣ ସହ ସ୍ୱତନ୍ତ୍ର ଇଲେକ୍ଟ୍ରୋଫିଜିଓଲୋଜି ଲାବାରୋଟୋରି ସମ୍ମମରେ ଆରମ୍ଭ ହୋଇଛି । ଆରିଥମିଆ ଏପରି ଏକ ସମସ୍ୟା ଯାହାଦ୍ୱାରା ଅସ୍ୱାଭାବିକ ହୃଦସ୍ପନ୍ଦନ ସୃଷ୍ଟି ହୋଇଥାଏ । ହାର୍ଟବିଟକୁ ନିୟନ୍ତ୍ରଣ କରୁଥିବା ଶକ୍ତି ଠିକ୍ ଭାବେ କାମ ନ କଲେ ହୃଦସ୍ପନ୍ଦନ ଖୁବ୍ ଦ୍ରୁତ (ଟାକିକାର୍ଡିଆ) କିମ୍ବା ଖୁବ୍ ଧୀର (ବ୍ରାଡିକାର୍ଡିଆ) ହୋଇଥାଏ...

ସମଲେଶ୍ୱରୀ ମନ୍ଦିରର ବିକାଶ ଖୁବଶୀଘ୍ର

0

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ସେ ଅଞ୍ଚଳର ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଓଡିଶାର ପ୍ରସିଦ୍ଧ ଶକ୍ତି ପୀଠମାନଙ୍କ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ପୀଠ ଅନ୍ୟତମ ଅଟେ । ପଶ୍ଚିମ ଓଡିଶାର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ସହ...

ରାଜସ୍ୱ ସଂଗ୍ରହ ୨୫ହଜାର କୋଟି କମିବ

0

ଭୁବନେଶ୍ୱର : କୋଭିଡ ମହାମାରୀ ପ୍ରଭାବ ଯୋଗୁଁ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରାୟ ୨୫୦୦୦ କୋଟି ଟଙ୍କା କମ୍‍ ରାଜସ୍ୱ ପାଇବାର ଆଶଙ୍କା ଉପୁଜିଛି । ଏଭଳି ରାଜସ୍ୱ ନିଅଣ୍ଟକୁ ସାମ୍ନା କରିବା ସହିତ ଉନ୍ନୟନ ପାଇଁ କିଭଳି ବିଭିନ୍ନ ବିଭାଗକୁ ଅର୍ଥ ଯୋଗାଇ ଦିଆଯିବ ସେଥିପାଇଁ ଆର୍ଥିକ ପରାମର୍ଶଦାତାମାନେ କସରତ ଚଳାଇଛନ୍ତି । କେନ୍ଦ୍ରୀୟ ଟିକସ ଆଦାୟ ପ୍ରଦର୍ଶନ ଉପରେ ରାଜ୍ୟର ଅର୍ଥନୀତି ଅଧିକ ଭାବେ ନିର୍ଭର କରୁଥିବାବେଳେ ୨୦୨୦-୨୧ ବର୍ଷରେ କେନ୍ଦ୍ର ସରକାରଙ୍କ ଠାରୁ ପାଖାପାଖି ୧୮,୦୦୦ କୋଟି...

ସାହିତ୍ୟ ଏକାଡେମୀରେ ମାତ୍ର ୨ ମହିଳା ସଭାପତି

0

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ୧୯୫୭ ମସିହାରୁ ଗଠିତ ହେବାଠାରୁ ଏଯାବତ୍‍ ୩୧ ଜଣ ସଭାପତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ମାତ୍ର ଦୁଇଜଣ ମହିଳା । ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥାଇ ୧୯୭୨ ଜୁଲାଇ ପହିଲାରୁ ପ୍ରାୟ ୯ ମାସ ପାଇଁ ସାହିତ୍ୟ ଏକାଡେମୀର ସଭାପତି ଥିବା ବେଳେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଶିଷ୍ଟ ସାହିତ୍ୟିକା ତଥା ‘ସମାଜ’ର ପୂର୍ବତନ ସମ୍ପାଦକ ଅଧ୍ୟାପିକା ମନୋରମା ମହାପାତ୍ର ୧୯୯୧ ଜୁନ୍‍ ମାସରୁ...

State Gets 2786 CR For GST Shortfall

0

Bhubaneswar: Odisha has received Rs.2786.53 Crore as the Ministry of Finance, Department of Expenditure has released the 12th weekly installment of Rs. 6,000 crore to the States today to meet the GST compensation shortfall. Out of this, an amount of Rs. 5,516.60 crore has been released to 23 States including Odisha and an amount of Rs. 483.40 crore has been released...

Odisha Asks 7200 CR For Rail Infra

0

Bhubaneswar: Odisha Government has urged Centre to make provision of Rs.7200 Crore for railway Infrastructure and Rs.5,650 Crore for Telecom Sector in Odisha in the Next Annual Budget of Union Government. Minister, Finance Niranjan Pujari Monday has urged Union Minister Finance to make provision of at least Rs.7,200 crore in the forthcoming Budget, 2021-22 for railway infrastructure in Odisha. Principal...

Over 30K Beneficiaries Got Jab

0

Bhubaneswar: More than 30,000 Health Care Workers (HCW) have been vaccinated in the State on Monday. Till 6PM of 18 January, 30,161 number of health care worker beneficiaries have been vaccinated, which turns out to be 95 Percent of the total listed beneficiaries for today. As more beneficiaries were invited than targeted expecting some absentees, the coverage is above 100 Percent...

25 K CR Revenue Shortfall Likely

0

Bhubaneswar: With Economy set to contract due to COVID-19 Pandemic, State Government is likely to face a shortfall of Rs.25,000 Crore on Total Revenue Receipt during 2020-21 Fiscal. Financial Advisors are now busy in working out ways and means as to how to meet the shortfall so that allocation for various development sectors will be made available. While State’s Resources are...

ଜଣଙ୍କ ଠାରେ ସାମାନ୍ୟ ପାର୍ଶ ପ୍ରତିକ୍ରିୟା

0

କରୋନା ଟୀକା ନେଇଥିବା ଜଣେ ବ୍ୟକ୍ତିଙ୍କ ଠାରେ ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଛି । ତେବେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଭଲ ଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଟୀକାରଣ ସଂକ୍ରାନ୍ତରେ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଜି ଦ୍ୱିତୀୟ ଦିନରେ କୋଭିଡ୍‌ ଟୀକାକରଣ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ସମସ୍ତ ଜିଲ୍ଲାକୁ ସେମାନଙ୍କର ମାଇକ୍ରୋ-ପ୍ଲାନ୍‌ ପ୍ରସ୍ତୁତ କରିବାକୁ କୁହାଯାଇଥିଲା, ଯାହାଫଳରେ ପୂର୍ବରୁ ତାଲିକାଭୁକ୍ତ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କ ଟୀକାକରଣକୁ ଅନ୍ତର୍ଭୁକ୍ତ କରାଯିବ । ସେହି...