ପାକିସ୍ତାନ ଅପେକ୍ଷା ଓଡ଼ିଶାରେ ପେଟ୍ରୋଲ ମହଙ୍ଗା

0

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ସହର ମଧ୍ୟରେ ମାଲକାନଗିରିରେ ପେଟ୍ରୋଲ ଓ ଡିଜେଲ ଦର ସର୍ବାଧିକ ରହିଛି । ଓଡ଼ିଶାର ଲୋକ ଲିଟର ପିଛା ଯେଉଁ ଦରରେ ପେଟ୍ରୋଲ କିଣୁଛନ୍ତି ତାହା ମାଲେସିଆ, ଆଫଗାନିସ୍ତାନ, ରୁଷିଆ, ନେପାଳ, ଶ୍ରୀଲଙ୍କା, ଭୁଟାନ, ଚୀନ, ବାଂଲାଦେଶ ଏମିତିକି ପାକିସ୍ତାନଠାରୁ ଢେର୍‍ ଅଧିକ । ପେଟ୍ରୋଲ ଓ ଡିଜେଲ ଦର ବେସ୍‍ ପ୍ରାଇସ୍‍ ଯାହା ରହିଛି ବାସ୍ତବରେ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ଟିକସ ଏବଂ ଡିଲର କମିଶନ ଆଦିର ପରିମାଣ ବସ୍ତୁତଃ ପେଟ୍ରୋଲ ଓ ଡିଜେଲ...

Polymer Innovation Scripts Success

0

New Delhi: Smita Mohanty, Akshya Kumar Palai, Sagar Kumar Nayak, and Smruti Ranjan Mohanty, CIPET:SARP, LARPM, Bhubaneswar have been honored by Government of India. All of them from Odisha were honored for “Indigenous development of polymer - ceramic based porous bed for separation of mixed ion-exchange resins” under the category of “Innovation in Polymeric Products”. Union Minister of Chemicals & Fertilizers, D V...

State Empowers Debt Servicing Ability

0

Bhubaneswar: While the Odisha Government has decided to go for nearly Rs.42,000 Crore of Borrowings from various sources during FY 2021-22, there is hardly any concern among the officials as they feel rise of Debt Stock is no way harmful for the State as Debt Servicing ability has improved. In fact, Odisha Government has been balancing the act of Interest...

Odia Varsity Gets Unique Design

0

Bhubaneswar: Chief Minister Naveen Patnaik on Tuesday approved the design of the proposed Odia University at Satyabadi in Puri district. Secretary Department of Works, Krishan Kumar made a presentation on the design which has been on the lines of the Satyabadi Van Vidyalaya. The design provides for a tranquil and free environment for imparting education and students will have facilities to...

ଆର୍ଥିକ ଅନଗ୍ରସର ବର୍ଗଙ୍କୁ ଋଣ ଯୋଗାଅ

0

ଭୁବନେଶ୍ୱର : ରାଜ୍ୟର ଆର୍ଥିକସ୍ଥିତି ବର୍ତ୍ତମାନ ଅଭିବୃଦ୍ଧି ଆଡ଼କୁ ଗତି କରୁଥିବାବେଳେ ବ୍ୟାଙ୍କଗୁଡ଼ିକ ଋଣଯୋଗାଣ କ୍ଷେତ୍ରରେ ଆଗେଇ ଆସି ସମାଜର ଦୁର୍ବଳ ଏବଂ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ସହାୟତା କରିବାକୁ ୧୬୨ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମତବ୍ୟକ୍ତ କରିଛନ୍ତି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଋଣ ପ୍ରଦାନ ଏବଂ ଲକ୍ଷ୍ୟ ହାସଲ ଉତ୍ସାହଜନକ ରହିଥିବାବେଳେ ଏହା ବାର୍ଷିକ ଋଣ ଯୋଜନାର ୭୭ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି ଏବଂ ଚଳିତ ଆର୍ଥିକ...

ବେରବୋଇ ଗାନ୍ଧୀ ପୀଠର ବିକାଶ ହେବ

0

ଭୁବନେଶ୍ୱର: ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପାଳନ କରୁଛେ । ମାର୍ଚ୍ଚ ୨୩ ତାରିଖ ୧୯୨୧ରେ ଗାନ୍ଧୀଜୀ ପ୍ରଥମେ ଓଡିଶା ଆସିଥିଲେ । ୧୯୩୮ରେ ସେ ଡେଲାଙ୍ଗର ବେରବୋଇ ଆସିଥିଲେ ଏବଂ ଏହିଠାରେ କୃଷି ଓ ଗ୍ରାମୋଦ୍ୟୋଗର ପ୍ରଦର୍ଶନୀରେ ଭାଗ ନେଇଥିଲେ । ଗାନ୍ଧୀଜୀଙ୍କ ଆଦର୍ଶ ସବୁବେଳେ, ବିଶେଷ କରି ବର୍ତ୍ତମାନ ସମୟରେ ଆମ ପାଇଁ ଖୁବ ଜରୁରୀ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଅରେ ପିପିଲି-ଡେଲାଙ୍ଗ ଅଞ୍ଚଳର ଜନସାଧରଣଙ୍କ ସହ ଆଲୋଚନା କରିବା...

ବାଉଁଶ ଖର୍ଚ୍ଚ ୨୧ ଲକ୍ଷ ୯୦ହଜାର

0

ଭୁବନେଶ୍ୱର : କରୋନା ମହାମାରୀ ସମୟରେ କଣ୍ଟେନମେଣ୍ଟ ଜୋନ୍‍ ପାଇଁ ୬୩,୫୨୬ ଖଣ୍ଡ ବାଉଁଶ ବ୍ୟବହାର କରାଯାଇଥିଲା । ଏହିସବୁ ବାଉଁଶରେ ୪୦୬ଟି ସ୍ଥାନରେ କଣ୍ଟେନ୍‍ମେଣ୍ଟ ଜୋନ୍‍ ହୋଇଥିବା ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ବିଧାୟକ ଭବାନୀ ଶଙ୍କର ଭୋଇ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମଲ୍ଲିକ କହିଛନ୍ତି ଯେ ବ୍ୟବହାର ହୋଇଥିବା ବାଉଁଶ ମଧ୍ୟରୁ ଅଧିକାଂଶ ଭଡ଼ା ସୂତ୍ରରେ ଅଣାଯାଇଥିଲା । ଏଥିପାଇଁ ମୋଟ୍‍ ୯୧ଲକ୍ଷ ୬୯ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ୨୧ଲକ୍ଷ...

ଭିଜିଲାନ୍ସ ଜାଲରେ ୭୬୧ ସରକାରୀ କର୍ମଚାରୀ

0

ଭୁବନେଶ୍ୱର : ଗତ ଦୁଇବର୍ଷ ମଧ୍ୟରେ ୭୬୧ ଜଣ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏମାନଙ୍କ ସହିତ ୨୨୫ ଜଣ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଓ ବ୍ୟବସାୟୀଙ୍କୁ ବି ଭିଜିଲାନ୍ସ ଧରିଛି । ଭିଜିଲାନ୍ସ ମାମଲା ସଂକ୍ରାନ୍ତରେ ବିଜେଡି ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ପଚାରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୯ ମସିହାରେ ୬୭୭ଟି ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା । ଏଥିରେ ୧୪୯ ଜଣ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି/ ବ୍ୟବସାୟୀ...

କସ୍ତୂରବା ନାରୀ ଶକ୍ତି ଜାଗରଣ ସପ୍ତାହ

0

ଭୁବନେଶ୍ୱର : ଗାନ୍ଧୀଜୀ ଓ କସ୍ତୂରବାଙ୍କ ପ୍ରଥମ ଓଡ଼ିଶା ଗସ୍ତର ଶତବାର୍ଷିକୀ ପାଳନକୁ ସ୍ମରଣୀୟ କରି ରଖିବା ପାଇଁ ଗାଁ ଗହଳରୁ ରାଜଧାନୀ ପର୍ଯ୍ୟନ୍ତ ନାରୀ ଶକ୍ତି ଜାଗରଣ ସପ୍ତାହ ପାଳନ କରିବାକୁ କସ୍ତୂରବା ଗାନ୍ଧୀ ଜାତୀୟ ସ୍ମାରକ ନିଧି ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଏକ ସମାବେଶରେ ଆହ୍ୱାନ ଦିଆଯାଇଛି । ସତ୍ୟଭାମାପୁରସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠରେ ଏହି ଟ୍ରଷ୍ଟ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାର ଅନେକ କେନ୍ଦ୍ର ରହିଛି ଯେଉଁଠି ଶିଶୁ...

Odisha Budget For Children

0

Bhubaneswar: Odisha is one of the first states in India to present a budget for Children and Gender Equality, the UNICEF said on Monday. It is the first state to have produced Nutrition and SDGs budget statements, Monika Nielsen Chief of Field Office UNICEF said. She said UNICEF congratulates the state government for its commitment to children, women and vulnerable communities...