Urban Wage Program In ULBs

0

Bhubaneswar: Odisha Government has decided to implement intensively the Urban Wage Employment Initiative (UWEI) in all the 114 UBs of the State. A total 342 dedicated professionals and domain experts have been positioned in the ULBs. A two-day orientation program is being organised on 19 April for the professionals to orient them on the scheme, guidelines and implementation strategy. Principal Secretary G...

No Rally In Pipli; BJD

0

Finally, Odisha Chief Minister Naveen Patnaik has set an example for the politicians of Odisha by announcing that his party- the BJD- would not  hold any public rallies or campaign meetings in the May 13 Pipili by-polls keeping in view the prevailing corona situation in the state. The announcement in this regard was made by BJD President and Chief Minister Naveen Patnaik...

ଔଷଧ କଳାବଜାରୀ ବିରୁଦ୍ଧରେ ଅଭିଯାନ

ଭୁବନେଶ୍ୱର : ସାରା ରାଜ୍ୟରେ କୋଭିଡ୍ ଔଷଧ ଏବଂ ଚିକିତ୍ସା ଉପକରଣର ବେଆଇନ୍ ଗଚ୍ଛିତ ସହ କଳାବଜାରୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଯଶୋବନ୍ତ ଜେଠୱାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଶ୍ରୀ ଜେଠୱା ବିଶଦଭାବେ ଆଲୋଚନା କରିଥିଲେ । କୋଭିଡ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ବ୍ୟବସାୟୀମାନେ କଳାବଜାର କରିବାର ଆଶଙ୍କା ଥିବାରୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ...

ବର୍ଦ୍ଧିତ ବିଲ୍ ଆଦାୟକୁ ବିରୋଧ

0
Rabi Behera

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) କର୍ତ୍ତୃପକ୍ଷ ଏପ୍ରିଲ୍ ୧ ତାରିଖ ଠାରୁ ବିଜୁଳି ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରିଛନ୍ତି । କିନ୍ତୁ ଦୁଃଖର କଥା ରାଜ୍ୟର ୮୭ଲକ୍ଷ ବିଜୁଳି ଗ୍ରାହକଙ୍କୁ ଶୋଷଣ କରିବା ପାଇଁ ୪ଟି ଯାକ ଡିସକମ ଦଖଲକୁ ନେଇଥିବା ଟାଟା କମ୍ପାନୀ ସେସୁ, ୱେସ୍କୋ, ନେସ୍କୋ ଓ ସାଉଥକୋ ଅଞ୍ଚଳରେ ମାର୍ଚ୍ଚ ମାସର ୧୫ ଦିନ ଓ ଏପ୍ରିଲ୍ ମାସର ୧୫ ଦିନକୁ ମିଶାଇ ସମୁଦାୟ ୧ ମାସର ବିଲ୍ ଉପରେ ବର୍ଦ୍ଧିତ...

Expert Team For Covid Monitor

0

Bhubaneswar: Pradipta Kumar Mohapatra, ACS Health & FW has said in a bid to ensure better management of COVID-19 infection cases, the State Government Sunday constituted expert teams at State level and medical college level to monitor Covid facilities. Mr.Mohapatra accordingly has notified the notification of the Committee. The State level team will comprise of the Special Secretary (PH), H&FW...

ମାର୍ଚ୍ଚରୁ ବର୍ଦ୍ଧିତ ଦେୟ ଅସୁଲି

ଭୁବନେଶ୍ୱର : ଏପ୍ରିଲ ୧୧ତାରିଖ ପରେ ବିଦ୍ୟୁତ୍‍ ବିଲ୍‍ ପାଇଥିବା ଉପଭୋକ୍ତାମାନେ ଏଥର ତଣ୍ଡ ଗଣିବେ । ଏପ୍ରିଲ୍‍ ମାସରୁ ବିଜୁଳି ବିଲ୍‍ ୟୁନିଟ୍‍ ପିଛା ୩୦ପଇସା ବୃଦ୍ଧି ପାଇଁ ଘୋଷଣା ହୋଇଥିବାବେଳେ ହିତାଧିକାରୀମାନେ କିନ୍ତୁ ମାର୍ଚ୍ଚରୁ ଏହା ପଇଠ କରିବେ । ତେବେ ଯେଉଁ ଗ୍ରାହକମାନେ ଏପ୍ରିଲ୍‍ ୧୧ତାରିଖ ପୂର୍ବରୁ ବିଲ୍‍ ପାଇଛନ୍ତି ସେମାନେ ପୁରୁଣା ହାରରେ ବିଲ୍‍ ପଇଠ କରିବେ । ବିଦ୍ୟୁତ୍‍ ବିତରଣ କମ୍ପାନୀମାନେ ନିଜର କ୍ଷତି ଭରଣା ପାଇଁ ଦର ବଢାଇବାକୁ ଓଡିଶା ବିଦ୍ୟୁତ୍‍ ନିୟାମକ ଆୟୋଗ (ଓଇଆରସି)ଙ୍କ...

ଗତବର୍ଷ ତୁଳନାରେ ଅଧିକ କରୋନା

0

ଭୁବନେଶ୍ୱର : କରୋନା ମହାମାରୀ ପରିପ୍ରେକ୍ଷୀରେ ବର୍ଷକ ତଳେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ଚାଲିଥିବା ବେଳେ ଓଡ଼ିଶାରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ଶହେରୁ କମ୍‍ଥିବା ସ୍ଥଳେ ଏବେସୁଦ୍ଧା ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୬୮ହଜାରରୁ ଟପିଗଲାଣି । ୨୦୨୦ ଏପ୍ରିଲ୍‍ ୧୮ ତାରିଖ ବେଳକୁ ଓଡ଼ିଶାରେ ଦିନକୁ ଅତିବେଶୀରେ ୧୦/୧୫ଟି ନୂଆ କରୋନା ସଂକ୍ରମିତ ଚିହ୍ନିତ ହେଉଥିବା ବେଳେ ଏବେ ୨୪ ଘଣ୍ଟା ଭିତରେ ସରକାରୀ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୩୬୬୪ ଜଣ ନୂଆ କରୋନା ରୋଗୀ ଚିହ୍ନିତ ହୋଇଛନ୍ତି ।...

Odisha Crosses 50 Lakh Vax Mark

0

Bhubaneswar: Odisha has crossed 50 Lakh Mark on Vaccination Program and plans to cover more areas with determination in all the 30 Districts. Total sessions planned for tomorrow will be 1021 out of 1500 sessions set up by the State Government. ACS Health & Family Welfare Pradipta Kumar Mohapatra reviewed Vaccination Management Program on 18 April, which reveals that as on...

Online Ramayan Show Opens

0

New Delhi: Union Minister Tourism and Culture, Prahlad Singh Patel inaugurated the Online Exhibition on Ramayana, the Epic by Maharishi Valmiki. This is the very first online exhibition on the Ramayana. The online exhibition showcases forty nine(49) miniature paintings collections of National Museum, New Delhi from different art schools of India, dating from the 17th through the 19th century He addressed...

ଶ୍ରୀଲିଙ୍ଗରାଜ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ମନା

ଭୁବନେଶ୍ୱର : ଚାରି ଜଣ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବାପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଭକ୍ତମାନେ ମନ୍ଦିର ଭିତରକୁ ଯାଇପାରିବେ ନାହିଁ । କରୋନା ସଂକ୍ରମଣକୁ ପ୍ରତିହତ ଲାଗି ବିଏମ୍‍ସି ଏଭଳି ପଦକ୍ଷେପ ନେଇଛି । ବିଏମ୍‍ସି ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ଅବଗତ କରାଯାଇଛି । ଦର୍ଶାଯାଇଛି ଯେ ଗତକାଲି ୬୦ଜଣ ସେବାୟତଙ୍କ କୋଭିଡ ପରୀକ୍ଷା ହୋଇଥିବାବେଳେ ୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି...