Gross GST Cross 3800 Crore

Bhubaneswar: Odisha’s total Gross GST collection till 30 April 2021 has crossed Rs.3800 Crore, which is a sort of record. In fact Rs 3849.48 Crore Gross GST was collected  as against Rs 2955.60 Crore collected during April 2019 and Rs. 774.29 Crore collected during last April 2020. The SGST collection up to 30 April 2021 is Rs 1126.67 Crore as against...

59 Lakh Plus Get Vax

0

Bhubaneswar: As on date more than 59 Lakh people have been vaccinated in Odisha, while more could have been covered but due to shortage of Covishiled vaccine only over 46,000 people were covered on 3 May. With Phase III Vaccination rolled out While Phase 3 vaccination drive commenced from 1 May, 2021 and all citizens aged 18 years and above...

ପାରାଦୀପ ବନ୍ଦରରୁ ଅଣ ବାସୁମତୀ ଚାଉଳ ରପ୍ତାନି

ଭୁବନେଶ୍ୱର : ପ୍ରଥମ ଥର ପାଇଁ ପାରାଦୀପ ବନ୍ଦରରୁ ବିଦେଶକୁ ଅଣ ବାସୁମତୀ କିସମର ଚାଉଳ ରପ୍ତାନି ଆରମ୍ଭ କରାଯାଇଛି । ଆଜି ବନ୍ଦରର ଅନ୍ତରାଷ୍ଟ୍ରୀୟ କାର୍ଗୋ ଟର୍ମିନାଲ (ପିଆଇସିଟି)ଠାରୁ ଭିଏତନାମକୁ ପଠାଯିବା ନିମନ୍ତେ ଏକ ଜାହାଜରେ ଚାଉଳ ବୋଝେଇ କରାଯାଇଛି । ପାରାଦୀପ ବନ୍ଦର ଇତିହାସରେ ପ୍ରଥମ ଥର ପାଇଁ ଏଠାରୁ ଅଣ ବାସୁମତୀ କିସମର ଚାଉଳ ବିଦେଶକୁ ରପ୍ତାନୀ କରାଯାଇଛି । ସାରଳା ଫୁଡ଼ସ୍‍ ଗ୍ରୁପ ପକ୍ଷରୁ ୨୦ଟି କଣ୍ଟେନରରେ ମଙ୍ଗଳବାର ଦିନ ଏହି ଚାଉଳ ବୋଝେଇ କରାଯାଇଛି ଏବଂ ଆଗାମୀ...

NO Panic Buying Plz:SRC

Bhubaneswar: Additional Chief Secretary and Special Relief Commissioner, Pradeep Kumar Jena has appealed the people not to do panic buying and create rush in front of the shops. He said as per instructions of Chief Minister Naveen Patnaik the shops dealing with grocery, fish, vegetable, milk, food items and other essential commodities would remain open from 6 AM to 12...

ଦୋକାନ ଖୋଲିବ : ଗହଳି କରନ୍ତୁନି

ଭୁବନେଶ୍ୱର : ଲକ୍‍ଡାଉନ୍‍ ସମୟରେ ପ୍ରତ୍ୟେକ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସାମଗ୍ରୀ କିଣିବାପାଇଁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ତେଣୁ ଲୋକମାନେ ଲକ୍‍ଡାଉନ୍‍ ପୂର୍ବରୁ ହାଟ ବଜାରରେ ଗହଳି ନକରିବାପାଇଁ ଅନୁରୋଧ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଶ୍ରୀ ଜେନା ଆଜି ଏକ ଭିଡିଓ ବାର୍ତ୍ତା ଜାରିକରି କହିଛନ୍ତି ଯେ ବୁଧବାର ସକାଳୁ ଲାଗୁ ହେବାକୁ ଥିବା ଲକ୍‍ଡାଉନ୍‍ ପୂର୍ବରୁ ଅର୍ଥାତ୍‍ ସୋମବାର ଦିନ ବହୁ ସଂଖ୍ୟାରେ ଲୋକେ ତେଜେରାତି...

ଦ୍ୱିତୀୟ ଥର ପାଇଁ ପିପିଲି ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ଆଜି ଦ୍ୱିତୀୟଥର ପାଇଁ ସ୍ଥଗିତ ରହିଛି । କରୋନାର ଭୟାବହତା ଦୃଷ୍ଟିରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିଶ୍‍ ଆଧାରରେ ଭାରତର ନିର୍ବାଚନ କମିଶନ ସ୍ଥଗିତ ଘୋଷଣା କରିଛନ୍ତି । ପ୍ରଥମଥର କଂଗ୍ରେସ ପ୍ରାର୍ଥୀଙ୍କ ଅକାଳନ ମୃତ୍ୟୁପାଇଁ ର୍ନିବାଚନ ସ୍ଥଗିତ ରହିଥିଲା । ପିପିଲି ଉପନିର୍ବାଚନ ଆଜି ସ୍ଥଗିତ ଘୋଷଣା ପରେ ଆସନ୍ତା ୧୬ ତାରିଖରେ ହେବାକୁ ଥିବା ମତଦାନ ପ୍ରକ୍ରିୟା ବାତିଲ ହୋଇଯାଇଛି । ଏହି ଉପନିର୍ବାଚନ ନେଇ ପୁଣିଥରେ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି...

ଓଡ଼ିଶାରୁ ଗଲାଣି ୪୪୧୦ଟନ୍‍ ଅକ୍ସିଜେନ୍‍

0

ଭୁବନେଶ୍ୱର : ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଓଡିଶା ପୁଲିସ୍‍ ସହାୟତାରେ ୨୪୧ଟି ଟ୍ୟାଙ୍କର୍ ଯୋଗେ ୪୪୧୦.୪୬୨ ଟନ୍‌ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିଆନାକୁ ଅକ୍ସିଜେନ୍ ପଠାଯାଇଛି । ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି । ରାଜ୍ୟ ତଥା ରାଜ୍ୟ ଦେଇ...

୧୧୨୬.୬୭ କୋଟିର ରେକର୍ଡ ଜିଏସ୍‌ଟି

ଭୁବନେଶ୍ୱର : ଜିଏସ୍‌ଟି ପ୍ରଚଳନ ହେବା ପରଠାରୁ ଚଳିତ ଆର୍ଥିକ ବର୍ଷର ଅପ୍ରେଲ ମାସରେ ଓଡ଼ିଶା ୧୧୨୬.୬୭ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ସଂଗ୍ରହ କରି ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିପାରିଛି । ୨୦୧୯ ମସିହା ଏହି ସମୟରେ ରାଜ୍ୟ ଜିଏସ୍‌ଟି ସଂଗ୍ରହ ପରିମାଣ ୯୨୭.୬୦ କୋଟି ଟଙ୍କା ଥିବାବେଳେ ୨୦୨୦ ମସିହା ଅପ୍ରେଲ ମାସରେ ଏହା ଥିଲା ମାତ୍ର ୩୬୦.୩୬ କୋଟି ଟଙ୍କା । ଏହା ପୂର୍ବରୁ ୨୦୨୧ ମସିହା ମାର୍ଚ୍ଚ ମାସରେ ସର୍ବାଧିକ ରାଜ୍ୟ ଜିଏସ୍‌ଟି ୯୫୪.୬୨ କୋଟି...

ଦୁଗ୍ଧ ଚାଷୀଙ୍କ ଉପରେ ଚଡକ

ଭୁବନେଶ୍ୱର : ସହରାଞ୍ଚଳରେ ଜାରି ସପ୍ତାହନ୍ତ ସଟ୍‍ଡାଉନ୍‍ର ପ୍ରଭାବ ଏବେ ଗାଁ ଗହଳର ଦୁଗ୍ଧଚାଷୀଙ୍କ ଉପରେ ପଡିଛି । ଆସନ୍ତା ୫ତାରିଖରୁ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‍ଡାଉନ୍‍ କାର୍ଯ୍ୟକାରୀ ହେଲେ ସେମାନଙ୍କ ସ୍ଥିତି ବିଗିଡିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ସପ୍ତାହନ୍ତ ସଟ୍‍ଡାଉନ୍‍ ଜାରି ପରଠାରୁ ସରକାରୀ ସଂସ୍ଥା ଓମଫେଡ୍‍ ଏବେ ଗାଁ ଗହଳରୁ ଦୁଗ୍ଧ ସଂଗ୍ରହ ପରିମାଣ ହ୍ରାସ କରିଦେଇଛି । ଶନିବାର ଓ ରବିବାର ଦିନ ପ୍ରାୟ ଅଧା ପରିମାଣର ଦୁଗ୍ଧ ସଂଗ୍ରହ ଚଳାଯାଉଥିବାବେଳେ ଲକ୍‍ଡାଉନ୍‍ ସମୟରେ ଦୁଗ୍ଧ ସଂଗ୍ରହ କିଭଳି...

ତୃତୀୟ ଡୋଜ୍‍ ପରୀକ୍ଷଣ

0

ଭୁବନେଶ୍ୱର : କରୋନା ରୋକିବାପାଇଁ ଦୁଇ ଡୋଜ୍‍ ଟିକା ନେବାପରେ ବି ତୃତୀୟ ଡୋଜ୍‍ ଟିକାର ଆବଶ୍ୟକତା ପଡିବ । ଏବେ ଏହି ତୃତୀୟ ଡୋଜ୍‍ ଟିକା ଉପରେ ପରୀକ୍ଷଣ ଚାଲିଛି । ଏଯାବତ୍‍ ଦେଶରେ ପାଖାପାଖି ୨୦କୋଟି ଡୋଜ୍‍ ଟିକା ଦିଆଯାଇଥିବାବେଳେ ଓଡିଶାରେ ଏହି ପରିମାଣ ପ୍ରାୟ ୬୦ଲକ୍ଷ ରହିଛି । ତେବେ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଣ ବନ୍ଦକରି ଦେଇଥିବାବେଳେ ଓଡିଶା ସରକାର ଏ ବାବଦରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ମାଗଣାରେ ଟିକା ଦେବାକୁ ଚାହୁଁଥିଲେ...