Lawmakers Witness Naval Force
Paradip: A ‘Day-at-Sea’ for Members of Odisha Legislative Assembly was organised onboard ships of the Eastern Fleet of Indian Navy off Paradip today. As many as 90 MLAs, an MP along with officials from the State and District Administration embarked four major combatant ships of the Eastern Fleet under the command of Rear Admiral Sanjay Vatsayan, the Flag Officer...
GST Fraudsters Nabbed
Bhubaneswar: In a statewide drive against the GST fake invoicing fraud, the Enforcement Wing of State GST Commissionerate of Odisha on Monday arrested three master minds (two from Rourkela and one from Cuttack) for their alleged involvement in creation of fake firms and evading GST to the tune of Rs 40.36 Crores. The accused are identified as Smruti Ranjan...
ଛାତ୍ର ସଂଗଠନର ସଜବାଜ ଆରମ୍ଭ
ଭୁବନେଶ୍ୱର : କଲେଜ ଓ ବିଶ୍ୱବିଦ୍ୟାୟଗୁଡିକରେ କରେନା କଟକଣା ଯୋଗୁଁ ଶ୍ରେଣୀଗୃହରେ ପାଠପଢା ବନ୍ଦ ଥିବାବେଳେ ଏବେ ବିଭିନ୍ନ ରାଜନୈତିକଦଳ ପକ୍ଷରୁ ସେମାନଙ୍କ ଛାତ୍ର ସଂଗଠନକୁ ଅଧିକ କ୍ରିୟାଶୀଳ କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଚଳିତ ଶିକ୍ଷାବର୍ଷରେ ଛାତ୍ରସଂସଦ ନିର୍ବାଚନ ହେବାର ଆଦୌ ସମ୍ଭାବନା ନଥିବା ସତ୍ୱେ ବିଜୁ ଛାତ୍ର ଜନତାଦଳ, ଛାତ୍ର କଂଗ୍ରେସ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମେତ ଡିଏସ୍ଓ ଭଳି ବାମପନ୍ଥୀ ଛାତ୍ର ସଂଗଠନମାନେ କିନ୍ତୁ ସାଂଗଠନିକ କାର୍ଯ୍ୟରେ ବ୍ୟସ୍ତ । ଇତି ମଧ୍ୟରେ ବିଜୁ ଜନତାଦଳ ତାହାର...
ଧାନ ସଂଗ୍ରହ ୨୩ ପ୍ରତିଶତ ଅଧିକ
ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ଆଜି ସୁଦ୍ଧା ୧୫ଲକ୍ଷ ଟନ୍ରୁ ଅଧିକ ଧାନ ସଂଗ୍ରହ ହୋଇଥିବାବେଳେ ଗତବର୍ଷ ତୁଳନାରେ ଏହା ୨୩ ପ୍ରତିଶତ ଅଧିକ ରହିଛି । ଗତବର୍ଷ ଏହି ସମୟରେ ୧୨ଲକ୍ଷ ୩୫ହଜାର ଟନ୍ରୁ ସାମାନ୍ୟ ଅଧିକ ଧାନ ସଂଗୃହୀତ ହୋଇଥିଲା । ସରକାରଙ୍କୁ ଧାନ ବିକ୍ରି କରିବାପାଇଁ ରାଜ୍ୟରେ ୧୪,୯୯,୬୬୧ଜଣ ଚାଷୀ ନିଜକୁ ପଞ୍ଜିକୃତ କରିଥିବାବେଳେ ଯାଞ୍ଚ ସମୟରେ ଏମାନଙ୍କ ମଧ୍ୟରୁ ୧୨,୫୮,୨୧୩ ଜଣ ଧାନ ବିକିବାପାଇଁ ଯୋଗ୍ୟ ଥିବା ଜଣାଯାଇଛି । ଚାଷ ଜମି କାଗଜପତ୍ରରେ ତ୍ରୁଟି ଯୋଗୁଁ...
ତଳସ୍ତରରୁ ଦକ୍ଷତା ବିକାଶକୁ ଗୁରୁତ୍ୱ
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ତୃତୀୟ ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷତା କରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ କରୋନା ମହାମାରୀ ମଧ୍ୟରେ ବିଭାଗ ପକ୍ଷରୁ ନିଆଯାଇଥିବା କାର୍ଯ୍ୟକ୍ରମ ଓ ଏହାର ସଫଳ ରୂପାୟନର ଭୂୟସୀ ପ୍ରଶଂସା କରିବା ସହିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କର ଆନ୍ତରିକତା, ଦକ୍ଷତା ଓ କର୍ତ୍ତବ୍ୟନିଷ୍ଠା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ବୋଲି ମତପ୍ରକାଶ କରିଥିଲେ । କରୋନା ମହାମାରୀ ସମୟରେ ଆଇଟିଆଇ ଏବଂ ପଲିଟେକ୍ନିକ୍ର ପାଠ୍ୟକ୍ରମ ଦୀର୍ଘ...
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ଭବିଷ୍ୟତ ନିର୍ଭର
ଭୁବନେଶ୍ୱର : କଲେଜ ଅଫ୍ ଇଂଜିନିୟରିଂ ଓ ଟେକ୍ନୋଲୋଜି (ସିଇଟି) କ୍ୟାମ୍ପସ୍ ପରିସରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି କ୍ଷେତ୍ରରେ ଯୁବ ଗ୍ରାଜୁଏଟ୍ମାନଙ୍କୁ ତାଲିମ ଦେବା ପାଇଁ ଗତବର୍ଷ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଇଥିଲା । ଆଜି ଏହି କେନ୍ଦ୍ରରୁ ୧୦ ଜଣ ଯୁବ ଇଂଜିନିୟର କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ୩୦ ଜଣ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମର ସୁଯୋଗ ପାଇପାରିବେ । ଏହି ଲ୍ୟାବ୍ ସରକାରୀ ସଂସ୍ଥା, ସ୍ଥାନୀୟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି କ୍ଷେତ୍ରରେ ସହାୟତା କରିବା ଉଦ୍ଦେଶ୍ୟରେ...
ଟୀକାକରଣ ଲାଗି ପ୍ରସ୍ତୁତ ରୁହ
ଭୁବନେଶ୍ୱର : କୋଭିଡ ଟୀକାକରଣ ନିମନ୍ତେ ପ୍ରସ୍ତୁତ ହୋଇ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ କୋଭିଡ ଟୀକାକରଣ ପାଇଁ ଗଠିତ ରାଜ୍ୟ ଷ୍ଟିଅରିଂ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଟୀକାକରଣ ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ଓ ଏହି କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ଠିକ୍...
Cold Chills Odisha
Bhubaneswar : With Phulbani becoming the coldest place in Odisha as mercury plumed to 4 Degree Celsius normal life in most parts of the State is severely affected. Cold wave to severe cold wave conditions are very likely to prevail at one or two places over the districts of Angul, Dhenkanal, Kalahandi, Sundargarh and Jharsuguda during next 24 hours, the Regional...
ଧାନକିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ
ଭୁବନେଶ୍ୱର : କୃଷକମାନଙ୍କ ଉତ୍ପାଦିତ ଧାନକୁ କ୍ରୟ କରି ସେମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଧାନ କିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ ତଥା ସରଳୀକରଣ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-‘ଟି’ ଏବଂ ‘ମୋ ସରକାର’ କାର୍ଯ୍ୟକ୍ରମରେ ଧାନକିଣା ପ୍ରକ୍ରିୟାରେ ଟେକ୍ନୋଲୋଜିର ବ୍ୟବହାର କରି ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି ରାଜ୍ୟ ସରକାରଙ୍କ ପି-ପାସ୍ ଓ ଆଗୁଆ ଟୋକେନ୍ ବ୍ୟବସ୍ଥା ସାରା ଦେଶରେ ଉଚ୍ଚ ପ୍ରଶଂସିତ ହୋଇପାରିଛି । ରାଜ୍ୟର ଚାଷୀମାନଙ୍କଠାରୁ ସରକାରୀ...
Odisha Will Turn Economic Hotspot
Jharsuguda: Minister of Petroleum and Natural Gas & Steel, Dharmendra Pradhan today addressed a webinar on “CA: The Catalyst—learning, unlearning and relearning” at VSM series organized by Rourkela, Sambalpur and Jharsuguda branch of ICAI. Union Minister Mr.Pradhan while speaking at the event, said that Odisha is uniquely poised to become the global economic hotspot. He said that with rich mineral resources,...










