ପୁଣି ୮ ହଜାର ଉପରେ ସଂକ୍ରମଣ
ଭୁବନେଶ୍ବର: ରାଜ୍ୟରେ କିଛି ଦିନ ହେଲା ଦୈନିକ କରୋନା ଆକ୍ରାନ୍ତ ୮ ହଜାର ଉପରେ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୮୨୧୬ ନୂଆ ପଜିଟିଭ ଚିହ୍ନଟ ହୋଇଛି। ଏଥିମଧ୍ୟରୁ ସଙ୍ଗରୋଧରୁ ୪୬୮୬ ଓ ସ୍ଥାନୀୟ ସଂକ୍ରମିତ ୩୫୩୨ ଥିବା ଜଣାଯାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସେହିପରି କରୋନାରେ ଆଜି ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୦୮୮କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୮,୨୧୬...
ଓଡିଶାକୁ ସୁଧ ମୁକ୍ତ ଋଣ
ଭୁବନେଶ୍ୱର : ଓଡିଶା ସରକାର କେନ୍ଦ୍ରରୁ ପୁଞ୍ଜି ପ୍ରକଳ୍ପ ଲାଗି ୫୦ବର୍ଷ ପାଇଁ ୩୪୭କୋଟି ଟଙ୍କାର ସୁଧମୁକ୍ତ ଋଣ ପାଇବେ । କେନ୍ଦ୍ର ସରକାର ଅତିରିକ୍ତ ଭାବେ ଏହି ଯୋଜନାରେ ୧୫ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ଯୋଗାଇଦେବାକୁ ସ୍ଥିର କରିଛନ୍ତି । ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥ ପାଇବାକୁ ଥିବାବେଳେ କେନ୍ଦ୍ର ସରକାର ଏହି ପର୍ଯ୍ୟାୟରେ ୭୪୦୦ କୋଟି ଟଙ୍କା ଯୋଗାଇଦେବେ । ପଞ୍ଚଦର୍ଶ ଅର୍ଥ କମିଶନଙ୍କ ପୁରସ୍କାର ବାବଦରେ ୨୦୨୧-୨୨ ବର୍ଷ ପାଇଁ ରାଜ୍ୟଗୁଡିକ କେନ୍ଦ୍ରୀୟ ଟିକସରୁ ସେମାନଙ୍କ ଭାଗ...
Odisha Exports Rice To Vietnam
Paradip: In a major boost to India’s rice exports potential especially from eastern region, a consignment has been officially flagged off today from the Paradip International Cargo Terminal (PICT), Odisha to Vietnam. This is the first time in the history of Paradip Port, non-basmati rice will be exported. Sarala foods group will ship 20 containers of rice on Tuesday followed...
ରାଜଧାନୀରେ ଅସମ୍ଭାଳ ଭିଡ
ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବୁଧବାରଠାରୁ ୧୪ ଦିନିଆ ଲକ୍ଡାଉନ୍ ଘୋଷଣା କରିଥିବା ପରିପ୍ରେକ୍ଷୀରେ ଆଜି ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବ୍ୟାଙ୍କ ଏଟିଏମ୍ଠାରୁ ଆରମ୍ଭ କରି ତେଜରାତି ଦୋକାନ ଓ ହାଟ ବଜାର ପର୍ଯ୍ୟନ୍ତ ବ୍ୟାପକ ଗହଳି ଲକ୍ଷ୍ୟ କରାଯାଇଛି । ଆତଙ୍କିତ ନ ହେବା ପାଇଁ ମୁଖ୍ୟ ଶାସନ ସଚିବ ନିବେଦନ କରିଥିବା ସତ୍ତ୍ୱେ ଅର୍ଥ ଓ ସାମଗ୍ରୀ ସଂଗ୍ରହ ପାଇଁ ଏଭଳି ଗହଳି ହୋଇଛି । ଏଥର ଲକ୍ଡାଉନ୍ ସମୟରେ ସକାଳ ବେଳା...
Gross GST Cross 3800 Crore
Bhubaneswar: Odisha’s total Gross GST collection till 30 April 2021 has crossed Rs.3800 Crore, which is a sort of record. In fact Rs 3849.48 Crore Gross GST was collected as against Rs 2955.60 Crore collected during April 2019 and Rs. 774.29 Crore collected during last April 2020. The SGST collection up to 30 April 2021 is Rs 1126.67 Crore as against...
59 Lakh Plus Get Vax
Bhubaneswar: As on date more than 59 Lakh people have been vaccinated in Odisha, while more could have been covered but due to shortage of Covishiled vaccine only over 46,000 people were covered on 3 May. With Phase III Vaccination rolled out While Phase 3 vaccination drive commenced from 1 May, 2021 and all citizens aged 18 years and above...
ପାରାଦୀପ ବନ୍ଦରରୁ ଅଣ ବାସୁମତୀ ଚାଉଳ ରପ୍ତାନି
ଭୁବନେଶ୍ୱର : ପ୍ରଥମ ଥର ପାଇଁ ପାରାଦୀପ ବନ୍ଦରରୁ ବିଦେଶକୁ ଅଣ ବାସୁମତୀ କିସମର ଚାଉଳ ରପ୍ତାନି ଆରମ୍ଭ କରାଯାଇଛି । ଆଜି ବନ୍ଦରର ଅନ୍ତରାଷ୍ଟ୍ରୀୟ କାର୍ଗୋ ଟର୍ମିନାଲ (ପିଆଇସିଟି)ଠାରୁ ଭିଏତନାମକୁ ପଠାଯିବା ନିମନ୍ତେ ଏକ ଜାହାଜରେ ଚାଉଳ ବୋଝେଇ କରାଯାଇଛି । ପାରାଦୀପ ବନ୍ଦର ଇତିହାସରେ ପ୍ରଥମ ଥର ପାଇଁ ଏଠାରୁ ଅଣ ବାସୁମତୀ କିସମର ଚାଉଳ ବିଦେଶକୁ ରପ୍ତାନୀ କରାଯାଇଛି । ସାରଳା ଫୁଡ଼ସ୍ ଗ୍ରୁପ ପକ୍ଷରୁ ୨୦ଟି କଣ୍ଟେନରରେ ମଙ୍ଗଳବାର ଦିନ ଏହି ଚାଉଳ ବୋଝେଇ କରାଯାଇଛି ଏବଂ ଆଗାମୀ...
NO Panic Buying Plz:SRC
Bhubaneswar: Additional Chief Secretary and Special Relief Commissioner, Pradeep Kumar Jena has appealed the people not to do panic buying and create rush in front of the shops. He said as per instructions of Chief Minister Naveen Patnaik the shops dealing with grocery, fish, vegetable, milk, food items and other essential commodities would remain open from 6 AM to 12...
ଦୋକାନ ଖୋଲିବ : ଗହଳି କରନ୍ତୁନି
ଭୁବନେଶ୍ୱର : ଲକ୍ଡାଉନ୍ ସମୟରେ ପ୍ରତ୍ୟେକ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସାମଗ୍ରୀ କିଣିବାପାଇଁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ତେଣୁ ଲୋକମାନେ ଲକ୍ଡାଉନ୍ ପୂର୍ବରୁ ହାଟ ବଜାରରେ ଗହଳି ନକରିବାପାଇଁ ଅନୁରୋଧ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଶ୍ରୀ ଜେନା ଆଜି ଏକ ଭିଡିଓ ବାର୍ତ୍ତା ଜାରିକରି କହିଛନ୍ତି ଯେ ବୁଧବାର ସକାଳୁ ଲାଗୁ ହେବାକୁ ଥିବା ଲକ୍ଡାଉନ୍ ପୂର୍ବରୁ ଅର୍ଥାତ୍ ସୋମବାର ଦିନ ବହୁ ସଂଖ୍ୟାରେ ଲୋକେ ତେଜେରାତି...
ଦ୍ୱିତୀୟ ଥର ପାଇଁ ପିପିଲି ଉପନିର୍ବାଚନ ସ୍ଥଗିତ
ଭୁବନେଶ୍ୱର : ପିପିଲି ଉପନିର୍ବାଚନ ଆଜି ଦ୍ୱିତୀୟଥର ପାଇଁ ସ୍ଥଗିତ ରହିଛି । କରୋନାର ଭୟାବହତା ଦୃଷ୍ଟିରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିଶ୍ ଆଧାରରେ ଭାରତର ନିର୍ବାଚନ କମିଶନ ସ୍ଥଗିତ ଘୋଷଣା କରିଛନ୍ତି । ପ୍ରଥମଥର କଂଗ୍ରେସ ପ୍ରାର୍ଥୀଙ୍କ ଅକାଳନ ମୃତ୍ୟୁପାଇଁ ର୍ନିବାଚନ ସ୍ଥଗିତ ରହିଥିଲା । ପିପିଲି ଉପନିର୍ବାଚନ ଆଜି ସ୍ଥଗିତ ଘୋଷଣା ପରେ ଆସନ୍ତା ୧୬ ତାରିଖରେ ହେବାକୁ ଥିବା ମତଦାନ ପ୍ରକ୍ରିୟା ବାତିଲ ହୋଇଯାଇଛି । ଏହି ଉପନିର୍ବାଚନ ନେଇ ପୁଣିଥରେ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି...










