Varsity Named After Maharaja
Bhubaneswar: Fondly remembering the erstwhile King of Mayurbhanj Maharaja Sriram Chandra Bhanj Deo, the State Government has renamed North Odisha University after Maharaja name. State Government in the Department of Higher Education has brought out a Gazette Notification in this regard on 23 December. Secretary Higher Education, Saswat Mishra has brought out the Government Notification. Baripada based North Odisha University will be...
ଅନ୍ଲାଇନରେ ବିବାହ ପଞ୍ଜିକରଣ
ଭୁବନେଶ୍ୱର : ଏଣିକି ନିଜ ଘରେ ବସି ଲୋକେ ଅନ୍ ଲାଇନ୍ ମାଧ୍ୟମରେ ବିବାହ ପଞ୍ଜିକରଣ କରିପାରିବେ । ଜନସାଧାରଣଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନ ଅନୁଯାୟୀ ରାଜ୍ୟ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଯୋଜନା ଆରମ୍ଭ ହୋଇଛି । ତଦନୁଯାୟୀ ଜନସାଧାରଣ ଅନଲାଇନ ମାଧ୍ୟମରେ ଆଇ.ଜି.ଆର ପୋର୍ଟାଲରେ ସ୍ୱତନ୍ତ୍ର ବିବାହ ଆଇନ ୧୯୫୪ ମୁତାବକ ସେମାନଙ୍କର ବିବାହ ପଞ୍ଜୀକରଣ ଆବେଦନ ଓ ପ୍ରାପ୍ତି (https://igrodisha.gov.in) କରିପାରିରବ । ଏଥିପାଇଁ ସମସ୍ତ ସରକାରୀ ଦେୟ ଏବଂ ସେବା ଦେୟ ଓଡିଶା ଟ୍ରେଜେରୀ ପୋର୍ଟାଲରେ S.B.I e-PAY ମାଧ୍ୟମରେ ପଇଠ କରିପାରିବେ I COVID-19 ମହାମାରୀ...
ଏମ୍ଏସ୍ଏମ୍ଇକୁ ସମ୍ଭାଳିନେଲେ ବ୍ୟାଙ୍କ୍
ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ଏମ୍ଏସ୍ଏମ୍ଇ କ୍ଷେତ୍ର ପ୍ରତି ବ୍ୟାଙ୍କମାନଙ୍କର ସକରାକ୍ରମ ମନୋଭାବ ପରିସ୍ଥିତିକୁ ସମ୍ଭାଳି ନେଇଛି । ଫଳରେ ଚଳିତ ଆର୍ଥିକ ବର୍ଷରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)କୁ ୩୦,୪୫୮ କୋଟି ଟଙ୍କାର ଋଣ ଦେବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୯,୨୨୭ କୋଟି ଟଙ୍କାର ଋଣ ଦିଆଯାଇ ପାରିଛି । ଏମ୍ଏସ୍ଏମ୍ଇକୁ ଋଣ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିଥିବାବେଳେ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବତ୍ର ସାହୁଙ୍କ ପଦକ୍ଷେପ ଯୋଗୁଁ ମାର୍ଚ୍ଚ...
ଏଏସ୍ଓ କ୍ୟାଡରରେ ପୁଣି ବିଭ୍ରାଟ
ଭୁବନେଶ୍ୱର : ଆଇନ୍ର ତ୍ରୁଟିପୂର୍ଣ୍ଣ ତର୍ଜମା ଏବଂ ରାଜ୍ୟ ସରକାର ଓ ଓଡ଼ିଶା ଲୋକସେବା ଆୟୋଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ଓଏଏସ୍ଠାରୁ ଆରମ୍ଭ କରି ରାଜ୍ୟ ସଚିବାଳୟର ଏଏସ୍ଓ ପଦବୀରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ବିଭ୍ରାଟ ଘଟୁଛି । ଏଥିପାଇଁ ମାଲି ମୋକଦ୍ଦମାରେ ଛନ୍ଦି ହୋଇ ସରକାର ଅଦାଲତର କାଠଗଡ଼ାକୁ ଟାଣିହୋଇ ଆସୁଥିବା ବେଳେ ନିଯୁକ୍ତି ଓ ପଦୋନ୍ନତି ଆଦି କ୍ଷେତ୍ରରେ ବି ନାହିଁ ନ ଥିବା ସମସ୍ୟା ସୃଷ୍ଟି ହେଉଥିବା ଘେନି ଗୁରୁତର ଅଭିଯୋଗମାନ ଆସୁଛି । ରାଜ୍ୟ ସଚିବାଳୟ ସେବାର...
ବଦଳିଲେ ନୟାଗଡ ଏସ୍ପି
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ କରିବା ସହିତ ନୟାଗଡ ଏସ୍ପି ପ୍ରତ୍ୟୁଷ ଦିବାକରଙ୍କୁ ବଦଳି କରିଛନ୍ତି । ୨୦୧୫ ବ୍ୟାଚ୍ ଆଇପିଏସ୍ ଶ୍ରୀ ଦିବାକରଙ୍କୁ ଏଆଇଜି ମୁଖ୍ୟ ଦପ୍ତରକୁ ବଦଳି କରାଯାଇଛି । ତାଳଚେର ଏସ୍ଡିପିଓ ଥିବା ୨୦୧୭ ବ୍ୟାଚ୍ ଆଇପିଏସ୍ ସିଦ୍ଧାର୍ଥ କାଟେରିଆଙ୍କୁ ନୟାଗଡ ଏସ୍ପି ଦାୟିତ୍ୱ ମିଳିଛି । ସେହିଭଳି ୨୦୦୨ ବ୍ୟାଚ୍ ଆଇପିଏସ୍ ନରସିଂହ ଭୋଳଙ୍କୁ ଆଇଜିପି, ସମ୍ବଲପୁର ଭାବେ ବଦଳି କରାଯାଇଥିବାବେଳେ ଭଦ୍ରକ ଏସ୍ପି ଥିବା ୨୦୦୭ ବ୍ୟାଚ୍...
ସହରୀ ଆବାସ ଯୋଜନାରେ ୧.୩୯ ଲକ୍ଷ ବାସଗୃହ
ଭୁବନେଶ୍ୱର : ସହରାଞ୍ଚଳ ଗରିବ ମାନଙ୍କ ପାଇଁ ଓଡ଼ିଶା ସହରୀ ଆବାସ ଯୋଜନାରେ ୧,୩୯,୧୪୯ ଟି ଗୃହ ଯୋଗାଇ ଦିଆଯାଇଛି । ବୁଧବାର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ମଞ୍ଜୁରୀ ଓ ପରିଚାଳନା କମିଟି ବୈଠକରୁ ଏହା ଜଣାପଡ଼ିଛି । ବିଭିନ୍ନ ସହରାଞ୍ଚଳରେ ସହରୀ ଆବାସ ଯୋଜନାର ଅଗ୍ରଗତି ସମୀକ୍ଷା କରି ଯାଗା-ମିଶନ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବାକୁ ଉନ୍ନୟନ କମିଶିନର ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ, ଘର ଡିହ ସହରାଞ୍ଚଳ ଗରିବଙ୍କୁ ଆବାସ...
୮୦ ଅଧ୍ୟାପକଙ୍କୁ ନିଯୁକ୍ତି
ଭୁବନେଶ୍ୱର : ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ୨୦୧୬ ମସିହାରୁ ଆଜି ପର୍ଯ୍ୟନ୍ତ ୨୪୦୩ ଜଣ ଅଧ୍ୟାପକଙ୍କୁ ରାଜ୍ୟ ସିଲେକ୍ସନ୍ ବୋର୍ଡ ଦ୍ୱାରା ଚୟନ କରାଯାଇ ନିଯୁକ୍ତି ଦିଆଯାଇଛି । ଏଥି ସହିତ ଆଉ ୯୭୨ଟି ଅଧ୍ୟାପକ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ରାଜ୍ୟ ସିଲେକ୍ସନ୍ ବୋର୍ଡକୁ ସୁପାରିଶ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ଇତିହାସ, ଓଡ଼ିଆ ଏବଂ ରାଜନୀତି ବିଜ୍ଞାନରେ...
More Credit For MSME
Bhubaneswar: Chief Minister Naveen Patnak on Tuesday asserted that his Government wish to convey every family in the State the hope of economic recovery after the pandemic. “Odisha has successfully set an example across the country by managing Covid- 19 well. We welcome the New Year with new hopes with the possibility of vaccinations. At this time we want to...
Legion Of Merit For Modi
New Delhi: Prime Minister Narendra Modi on Tuesday expressed his firm conviction and commitment to continue working with the US Government and other stakeholders for further strengthening the India-US ties. PM Mr.Modi said he is deeply honoured at being awarded the Legion of Merit by American President Donald Trump. The award recognises the efforts of the people of India and the...
Sex With Body; SIT
Bhubaneswar: SIT Chief Arun Bothra said that the main accused youth in the Nayagarh minor girl murder case, had raped the 5-year-old victim after strangulating her to death. Mr.Bothra told Media Men that “The accused youth was addicted to child pornography and strangulated the girl to death as she protested him. However, he had sex with her body.” While describing the...










