Non Tax Revenue Grows Above 48 PC
Bhubaneswar: As an outcome of the application of 5-T principles in financial management, State has enhanced its fiscal performance capacity over last years. The ‘ease of tax payment’ through online modes and ‘e-receipts’ have also been helpful to a significant extent while ensuring transparency in revenue matters. This was known from all secretaries meeting held on digital mode under the...
ହୁ ହୁ ମାଡୁଛି କରୋନା
ଭୁବନେଶ୍ୱର : ରାଜ୍ୟରେ କରୋନା ଏବେ ହୁ ହୁ ହୋଇ ମାଡୁଛି । ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୬ହଜାର ଅତିକ୍ରମ କରିଯାଇଥିବାବେଳେ ଖୋରଧା ଜିଲ୍ଲାରେ ଏହା ୧୧ଶହ ଟପିଛି । ଅଧିକାଂଶ ଜିଲ୍ଲାରେ ଏହା ତିନି ଅଙ୍କରେ ଥିବାବେଳେ ପଶ୍ଚିମଓଡିଶା ସଂକ୍ରମଣ ଏବେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଛି । ଏପ୍ରିଲ୍ ୨୦ତାରିଖରେ ରାଜ୍ୟରେ ୪୮୫୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗତକାଲି ଏହା ୬୧୬୪ରେ ପହଞ୍ଚିଛି । ଗୋଟିଏ ଦିନରେ ୧୩୧୩ ଜଣ ସଂକ୍ରମିତ ବୃଦ୍ଧି ସହିତ କରୋନା ପ୍ରତିଦିନ ରାଜ୍ୟରେ...
ଅମାନିଆଙ୍କ ପାଇଁ ବନ୍ଦ ହେବ ପାର୍କ
ଭୁବନେଶ୍ୱର କଡା କଟକଣାକୁ ଅନେକ ଅମାନିଆ ଭ୍ରୁକ୍ଷେପ କରୁନଥିବା ଯୋଗୁଁ ରାଜଧାନୀର ପାର୍କଗୁଡିକ ବନ୍ଦହେବା ସମ୍ଭାବନା ଉପୁଜିଛି । ଏବେ ପୂର୍ବାପେକ୍ଷା କମ୍ ସଂଖ୍ୟକ ଲୋକ ପାର୍କକୁ ଆସୁଥିବାବେଳେ ସେମାନଙ୍କ ମଧ୍ୟରୁ ଖୁବ୍ କମ୍ ସଂଖ୍ୟକ ଲୋକ ମାସ୍କ ପିନ୍ଧୁଛନ୍ତି ଏବଂ ଯେଉଁମାନେ ବି ମାସ୍କ ପିନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମାସ୍କ ନେକ୍ ଟାଇ ଭଳି ବେକରେ ଝୁଲୁଛି । ଏଠାରେ ଉଲ୍ଲେଖନୀୟ ଯେ ପାର୍କଗୁଡିକରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ବୋଲି ନିକଟରେ ସରକାର ଘୋଷଣା କରିଛନ୍ତି । ଏହାଛଡା ମାସ୍କ ପିନ୍ଧୁନଥିବା...
କୃଷି ବିଭାଗରେ ପଦବୀ ଖାଲି
ଭୁବନେଶ୍ୱର : ଚାଷୀଙ୍କ ଆୟ ଦୁଇଗୁଣାରୁ ଅଧିକ କରିବାପାଇଁ ଅଣ୍ଟା ଭିଡିଥିବା କୃଷି ବିଭାଗରେ ଏବେ କର୍ମଚାରୀ ସଙ୍କଟ । ଏପରିକି ବିଭାଗ ଅଧିନରେ ଥିବା ବିଭିନ୍ନ ନିର୍ଦ୍ଦେଶାଳୟରେ ଗତ ୨୦ବର୍ଷ ମଧ୍ୟରେ କର୍ମଚାରୀଙ୍କ ସଂଖ୍ୟାରେ ଢେର ହ୍ରାସ କରାଯାଇଛି । ଚାଷୀଙ୍କ ଆୟ ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟରେ ଏବେ ଅଧାରୁ ଅଧିକ ପଦବୀ ଖାଲି ପଡିଛି । ଯଦିଓ ଦୁଇ ଦଶନ୍ଧି ମଧ୍ୟରେ ଏହି ନିର୍ଦ୍ଦେଶାଳୟ କର୍ମଚାରୀ ସଂଖ୍ୟା ହ୍ରାସ କରିନାହିଁ କିନ୍ତୁ ଏଠାରେ ଅଧାରୁ...
SJTA Opens Covid Care Centre
Puri: The Shree Jagannath Temple Administration (SJTA) Wednesday opened a 120-bed Covid Care Centre (CCC) here for treatment of COVID-19 patients as 50 people including 22 servitors of the temple have tested positive for the infection, an official said. SJTA Chief Krishan Kumar said the CCC is being operated from the Nilachal Bhakta Nivas campus and each bed is having...
State Warns Docs Not Joining Covid Care
Bhubaneswar: While issuing stern orders the Odisha Government has asked the doctors to immediately join in their respective, who have been temporarily posted for Management of COVID-19 Duty. As a number of doctors, who have been issued deployment order under different CDM& PHOs are directed to join their place of deployment immediately in public interest, directed DMET CBK Mohanty. Dr. Mohanty...
Covid Impacts AIIMS OPD
Bhubaneswar: The All India Institute of Medical Sciences (AIIMS) Bhubaneswar will close its walk-in OPD services from April 26 temporarily in view of the sharp rise in COVID-19 cases. The decision was taken as many staffers of the healthcare facility tested positive for the virus and were placed under quarantine. However the services such as day care services, radiotherapy, dialysis, trauma...
ପୁଣି କରୋନା ଉପରମୁହାଁ
ଭୁବନେଶ୍ୱର: ଦୈନିକ ସଂକ୍ରମଣ କ୍ଷେତ୍ରରେ କରୋନା ରାଜ୍ୟରେ ପ୍ରତିଦିନ ନୂଆ ରେକର୍ଡ କରିବାରେ ଲାଗିଛି । ୨୪ ଘଣ୍ଟା ଭିତରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୪୮୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତିି । ଗତକାଲି ୪୭୬୧ ନୂଆ କରୋନା ପଜିଟିଭ ସାମ୍ନାକୁ ଆସିଥିଲା, ଯାହା ଗତ ସେପ୍ଟେମ୍ବରରେ ଦେଖାଦେଇଥିବା କରୋନାର ସର୍ବାଧିକ ସଂକ୍ରମଣକୁ ଟପି ଯାଇଥିଲା । ସେହିପରି ଆଜି ବି ରାଜ୍ୟରେ ଆଉ ୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୪୮୫୧ ଜଣ ନୂଆ...
ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ନକ୍ସଲ କ୍ରିଷ୍ଣା
ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଆତଙ୍କ ଖେଳାଇଥିବା ଦୁର୍ଦ୍ଦାନ୍ତ ନକ୍ସଲ ଜି. ଜଳନ୍ଧର ରେଡ୍ଡୀ ଓରଫ୍ କ୍ରିଷ୍ଣା ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ଆନ୍ଧ୍ର-ଓଡିଶା ବର୍ଡ଼ର ଡିଭିଜନରେ କ୍ରିଷ୍ଣା ସକ୍ରିୟ ଭାବେ କାମ କରୁଥିଲା । ଆନ୍ଧ୍ର, ଓଡ଼ିଶା ଏବଂ ତେଲେଙ୍ଗାନାରେ ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ଥିବା କ୍ରିଷ୍ଣା ନାମରେ ତିନି ରାଜ୍ୟର ସରକାର ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ...
ବାତିଲ ହେଲା ମାଟ୍ରିକ ପରୀକ୍ଷା
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତବର୍ଷ ମାଟ୍ରିକ ବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏଥି ସହିତ ମାଦ୍ରାସା ପରୀକ୍ଷାକୁ ମଧ୍ୟ ରାଜ୍ୟ ସରକାର ବାତିଲ କରିଛନ୍ତି । ସିବିଏସଇ ଓ ସିଆଇଏସସିଇ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ପରେ ଓଡ଼ିଶା ସରକାର ମଧ୍ୟ ସମାନ ପନ୍ଥା...










